Updated: Jan 19, 2024, 12:06 IST

ମାଟିରେ ଶୋଉଛନ୍ତି ପଇଡ଼ ପାଣି ପିଉଛନ୍ତି ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀଙ୍କ ରାମ ମନ୍ଦିର ପ୍ରତି ଭକ୍ତିର ଅନନ୍ୟ ଉଦାହରଣ

Modi

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କିଛି ଖବର ଆସିଛି । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଠୋର ନିୟମ ପାଳନ କରୁଛନ୍ତି ।
Ram mandir
ଆପଣମାନେ ସମସ୍ତେ ତ ଜାଣିଥିବେ କି ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ଆସନ୍ତା ୨୨ ତାରିଖ ଦିନ ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । 
ଆଉ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଠୋର ନିୟମ ପାଳନ କରୁଛନ୍ତି । ସେଥିପାଇଁ ସେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ କେବଳ ପଇଡ ପାଣି ପିଉଛନ୍ତି । ଆଉ ଚଟାଣରେ ଶୋଉଛନ୍ତି । ଭାରତର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏଭଳି କରୁଛନ୍ତି ।
Viral
ଏହି କଥାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଆସନ୍ତା ୨୨ ତାରିଖ ଦିନ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି ଆଉ ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି ।
ଏହାସହ ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ୬ ହଜାର ଲୋକ ସାମିଲ ହେବେ । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ କଠୋର ତପସ୍ୟା କରୁଛନ୍ତି କାରଣ ସେ ଯଜମାନ ହେବାକୁ ଯାଉଛନ୍ତି ।
Viral
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ ଦିନର ଅନୁଷ୍ଠାନ କରୁଛନ୍ତି । ପୂର୍ବରୁ ସୂଚନା ମିଳିଥିଲା କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋମୁତ୍ର ଏବଂ ଗୋବର ମିଶା ପାଣିରେ ସ୍ନାନ କରୁଛନ୍ତି । ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସେ ଉପବାସ ରଖିଛନ୍ତି । 
ଜାତୀୟ ଗଣମାଧ୍ୟମ ରିପୋର୍ଟ କହୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଚଟାଣରେ ଶୋଉଛନ୍ତି ଆଉ କେବଳ ପଇଡ ପାଣି ପିଉଛନ୍ତି । ସେ ମନ୍ତ୍ର ମଧ୍ୟ ଜପ କରୁଛନ୍ତି । ପ୍ରାଣ ପ୍ରତିଷ୍ଠା ଦିନ ସେ ଯଜମାନ ହୋଇଛନ୍ତି ।
ସେଥିପାଇଁ ସେ ଏଭଳି ନିୟମ ପାଳନ କରୁଛନ୍ତି । ଜାନୁଆରୀ ୧୬ ତାରିଖରୁ ନିୟମ ଆରମ୍ଭ ହୋଇଯାଇଛି । ଆଉ ଏହା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏବେ ପ୍ରଧାନମନ୍ତ୍ରୀ ଯଜ୍ଞରେ ଯଜମାନ ହେବାକୁ ଯାଉଥିବାରୁ ଏଭଳି କରୁଛନ୍ତି । ସେ ଅନେକ ମନ୍ଦିରରେ ପୂଜା ମଧ୍ୟ କରିଛନ୍ତି ।

Advertisement