Updated: Jan 21, 2024, 13:19 IST

ରାତି ପାହିଲେ ପ୍ରତିଷ୍ଠା ମୁଁହ ଖୋଲିଲେ ଅଯୋଧ୍ୟା ମନ୍ଦିର ମୁଖ୍ୟ ପୂଜକ VIRAl ହେଉଥିବା ଫଟୋ ଅସଲି ନୁହେଁ !! ଦେଖନ୍ତୁ ଆସିଲା ବହୁତ୍ ବଡ ଖବର ଜାଣନ୍ତୁ ସତ କଣ

Viral news

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଅନେକ ଅଞ୍ଚଳର ଖବର ଆପଣମାନେ ପାଇପାରିବେ । ଏବେ ଅଯୋଧ୍ୟାର ରାମ ମନ୍ଦିରକୁ ନେଇ ଅନେକ ଖବର ଆସିଥାଏ ।
ଆଉ ଏବେ ପ୍ରଭୁ ରାମ ଲାଲାଙ୍କ ଫଟୋ ମୋବାଇଲ୍ ରୁ ମୋବାଇଲ୍ ଘୁରି ବୁଲୁଛି । ଆଉ ପ୍ରଭୁ ରାମ ଲାଲାଙ୍କ ଫଟୋ ଆପଣମାନେ ସମସ୍ତେ ଦେଖିଥିବେ । ଏବେ ଏହି ଫଟୋକୁ ନେଇ କିଛି ଖବର ଆସିଛି 
Viral news
ଏବେ ଆସିଥିବା ସତ୍ୟତା ହେଉଛି କି ଭାଇରାଲ ହେଉଥିବା ରାମ ଲାଲାଙ୍କ ଫଟୋ ରାମ ଲାଲାଙ୍କର ନୁହେଁ । ଏବେ ମୂର୍ତ୍ତିକୁ ନେଇ ବଡ ବୟାନ ଦେଲେ ମୁଖ୍ୟ ପୂଜକ । ପ୍ରାଣ ପ୍ରତିଷ୍ଠା ପୂର୍ବରୁ କେମିତି ଭାଇରାଲ୍ ହୋଇପାରିବ ବୋଲି ପ୍ରଶ୍ନ ଆସୁଛି ।
ଗର୍ଭ ଗୃହରେ ଏପର୍ଯ୍ୟନ୍ତ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ମୁହଁରୁ ପଟି ଖୋଲା ଯାଇନାହିଁ । ଗତକାଲି ଠାରୁ ସୋସିଆଲ ମିଡିଆରେ ଆପଣମାନେ ରାମ ଲାଲାଙ୍କ ଫଟୋ ଦେଖିଥିବେ । ଏହି ଫଟୋ ଶ୍ରୀରାମଙ୍କ ଗର୍ଭ ଗୃହରୁ ଆସିଛି ବୋଲି କୁହାଯାଉଛି । 
Ram lala
ରାମ ଲାଲାଙ୍କର ଏହି ଫଟୋକୁ ସୋସିଆଲ ମିଡ଼ିଆ ସାଇଟରେ ପୋଷ୍ଟ କରାଯାଉଛି । ସମସ୍ତେ ଏହି ଫଟୋକୁ ଦେଖି ଜୟ ଶ୍ରୀରାମ ବୋଲି ଲେଖୁଛନ୍ତି । ଗତକାଲି ଭାଇରାଲ୍ ହେଉଥିବା ଫଟୋକୁ ନେଇ ଆସିଛି ଆଉ ଏକ ତଥ୍ୟ ।
ଏହି ଫଟୋକୁ ନେଇ ରାମ ମନ୍ଦିରର ମୁଖ୍ୟ ପୂଜକ ଏମିତି କିଛି କହିଛନ୍ତି ।ପୂଜକ ଜଣକ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ପଣ୍ଡିତ ସଚିନ୍ଦ୍ର ଦାସ କହିଛନ୍ତି କି ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଭୁଙ୍କ ଫଟୋ ସାର୍ବଜନୀନ ହେବା ଉଚିତ୍ ନୁହେଁ । 
Ram mandir
ଏହି ଭାଇରାଲ୍ ଫଟୋ ପ୍ରଭୁ ରାମ ଲାଲାଙ୍କର ହୋଇ ନଥିବ , ଯଦି ବି ଏହା ହୋଇଥିବ କିଏ ଆଉ କାହିଁକି ପ୍ରଭୁଙ୍କ ଫଟୋ ଭାଇରାଲ୍ କରିଲା ଏହାର ତଦନ୍ତ ହେବା ଆବଶ୍ୟକ ଅଟେ । ପ୍ରାଣ ପ୍ରତିଷ୍ଠା ପୂର୍ବରୁ କୌଣସି ବି ଭଗବାନଙ୍କର ମୁଖ ଫିଟା ଯାଏ ନାହିଁ ।
ଗର୍ଭ ଗୃହକୁ ମୂର୍ତ୍ତି ନେବା ପୂର୍ବରୁ ଫଟୋ ଉଠାଯାଇଥିଲା କି ? ନଚେତ୍ ଏହି ମୂର୍ତ୍ତି ଭଗବାନ ଶ୍ରୀରାମଙ୍କର ହୋଇ ନଥିବ । ଗତକାଲି ଠାରୁ ପ୍ରଭୁ ରାମଚନ୍ଦ୍ରଙ୍କ ଅନେକ ଫଟୋ ଆସିଛି । ଏବେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଫଟୋ କିଏ ଭାଇରାଲ୍ କରିଲା ?

Advertisement