Jan 21, 2024, 13:13 IST

ଅଯୋଧ୍ୟାରେ ଆସି ପହଁଚିଲା ବିଶ୍ଵର ସବୁଠୁ ବଡ଼ ତାଲା ଦେଖନ୍ତୁ ଏହି ତାଲାର ଓଜନ ଏବଂ ଉଚ୍ଚତା ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ - Exclusive Ram Mandir Ayodhya

Ram mandir

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ଅଯୋଧ୍ୟା ରେ ଲାଗିବ ବିଶ୍ଵ ର ବଡ ତାଲା।ଗତ କାଲି ଆସି ପହଞ୍ଚି ଯାଇଚି ଏହି ବଡ ତାଲା।ଯାହାକୁ ଦେଖିବା ପାଇଁ ଲୋକ ଙ୍କ ଭିଡ ଲାଗି ରହିଛି।ଆସନ୍ତା ଜାନୁଆରୀ ୨୨ ତାରିଖ ରେ ବିଶ୍ଵ ପ୍ରସିଦ୍ଧ ରାମ ମନ୍ଦିର ଅଯୋଧ୍ୟା ଠାରେ ପ୍ରତିଷ୍ଠା ହେବାକୁ ଯାଉଛି।
ଏଥିରେ ଲକ୍ଷ ଲକ୍ଷ ଲୋକ ଅଂଶ ଗ୍ରହଣ କରିବେ।ଏହି ମନ୍ଦିର କୁ ନେଇ ଆପଣ ମାନେ ଏବେ ଅନେକ ଖବର ଶୁଣିବାକୁ ପାଉ ଥିବେ।ଆଜି ଆମେ ସେହି ମନ୍ଦିର ରେ ଲଗା ଯିବାକୁ ଥିବା ସବୁ ଠାରୁ ବଡ ତାଲା ବିଷୟ ରେ କହିବାକୁ ଯାଉଛୁ।
Viral
ଏହି ତାଲା ର ଓଜନ ହେଉଚି ୪୦୦ କିଲୋ ଗ୍ରାମ ରୁ ଅଧିକ।ଏହାକୁ ଯେ କେହି ପ୍ରଥମେ ଦେଖିଥିଲା ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲା।ଆଜି ସେହି ତାଲା କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି
ବିଶ୍ଵ ରେ ଏପରି ତାଲା ଆପଣ ମାନେ କେହି ବି ଦେଖି ନ ଥିବେ।ଆଜି ଆମେ ସେହି ତାଲା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏବେ ସୋସିଆଲ ମିଡିଆରେ ଏଭଳି ଏକ ତାଲା ର ଫଟୋ ଖୁବ୍ ଭାଇରାଲ ହେଉଛି।ଏହି ତାଲା କୁ ତିଆରି କରି ଥିବା ବ୍ୟକ୍ତି ଜଣକ ମଧ୍ୟ ଏବେ ଖୁବ୍ ଚର୍ଚ୍ଚା ରେ ଅଛନ୍ତି।
Viral news
ସେହି ତାଲା କାରିଗର ଜଣକ ହେଉଛନ୍ତି ରାମ ଙ୍କ ଭକ୍ତ।ତାଙ୍କ ନାମ ହେଉଚି ସତ୍ୟ ପ୍ରକାଶ ଶର୍ମା।ସେ ପ୍ରଭୁ ରାମ ଙ୍କୁ ଖୁବ୍ ଭଲ ପାଆନ୍ତି।ସେ ଆଲିଗଡ ରେ ରୁହନ୍ତି।ସେ ଜଣେ ବିଶାଳ ତାଲା କାରିଗର।ସେଥିପାଇଁ ସେ ପ୍ରଭୁ ରାମ ଙ୍କ ମନ୍ଦିର ପାଇଁ ଏକ ବିଶାଳ ତାଲା ତିଆରି କରିଛନ୍ତି।
ଯାହାକୁ ଦେଖିବା ପାଇଁ ଲୋକ ଙ୍କ ମଧ୍ୟରେ ଭିଡ ଜମି ରହିଛି।ଏହା ପୃଥିବୀ ର ସବୁ ଠାରୁ ବଡ ତାଲା।ପ୍ରଭୁ ରାମ ଙ୍କ ପାଇଁ ସତ୍ୟ ପ୍ରକାଶ ଉପହାର ସ୍ୱରୂପ ଦେଇଛନ୍ତି।ଏବେ ଏହି ତାଲା କୁ ନେଇ ଅନେକ କଥା କୁହା ଯାଇଛି।
ଏହି ତାଲା ର ଉଚ୍ଚତା ୧୦ ଫୁଟ ରହିଥିବା ବେଳେ ଉଚ୍ଚତା ଚାରି ଫୁଟ ରହିଛି।ତାଙ୍କୁ ଏ ବିଷୟ ରେ ପଚରା ଯିବାରୁ ସେ କହିଥିଲେ କି ମୋ ପ୍ରଭୁ ରାମ ଏବେ ଅଯୋଧ୍ୟା କୁ ଫେରିଛନ୍ତି।ସେଥିପାଇଁ ମୁଁ ଏହାକୁ ଉପହାର ସ୍ୱରୂପ ଦେଇଚି।ଏହା କୁ ତିଆରି କରିବା ପାଇଁ ମୋତେ ବହୁତ ସମୟ ଲାଗିଚି।ଦିନ ରାତି ଏକ କରି ମୁଁ ଏହାକୁ ରାମ ଙ୍କ ପାଇଁ ତିଆରି କରିଚି।

Advertisement