ନମସ୍କାର ପାଠକ ବନ୍ଧୁ।ଆପଣ ଜାଣି ଥିବେ ଗତକାଲି ହେଉଚି ରାକ୍ଷୀ ପୂର୍ଣ୍ଣୀମା।ଏହି ଦିନ ଭଉଣୀ ତା ଭାଇ ହାତ ରେ ରାକ୍ଷୀ ବାନ୍ଧି ଥାଏ।ଭାଇ ଭଉଣୀ ର ପବିତ୍ର ସମ୍ପର୍କ ର ପର୍ବ ହେଉଚି ରାକ୍ଷୀ ପୂର୍ଣ୍ଣିମା।ଏହା ଭାଇ ଭଉଣୀ ଭିତରେ ଥିବା ସ୍ନେହ ଓ ଭଲ ପାଇବା କୁ ବଢାଇ ଥାଏ।
ଏହି ଦିନ ପ୍ରଭୁ ଶ୍ରୀ ବଳଦେବ ଜୀଉ ଜନ୍ମ ହୋଇଥିଲେ।ସେଥିପାଇଁ ଗାଈ ମାନଙ୍କୁ ମଧ୍ୟ ଏହି ଦିନ ରାକ୍ଷୀ ବନ୍ଧା ଯାଏ।ଘରେ ଘରେ ପିଠା ପଣା ର ଆସର ଜମି ଥାଏ।କିନ୍ତୁ ଏ ବର୍ଷ ରାକ୍ଷୀ ପୂର୍ଣ୍ଣୀମା ଟି କିଛି ଖରାପ ସମୟ ରେ ପଡ଼ୁଚି।ଯାହା ଦ୍ୱାରା ସମସ୍ତଙ୍କ ମନ ରେ ଚିନ୍ତା ରହିଛି ସେମାନେ କେତେବେଳେ ରାକ୍ଷୀ ବାନ୍ଧିବେ।

ଯଦି ଭଲ ବେଳା ଦେଖି ଆପଣ ରାକ୍ଷୀ ବାନ୍ଧି ବେ ନାହିଁ ତେବେ ଆପଣ ଙ୍କ ସହିତ ଘଟିବ ବହୁତ ବଡ ଅଘଟଣ।ଏ ବର୍ଷ ରାକ୍ଷୀ ପୂର୍ଣ୍ଣୀମା ରେ ପଡ଼ୁଚି ଭଦ୍ରକାଳ।ଏହା ବହୁତ ଖରାପ ସମୟ।ଏ ବର୍ଷ ପୂର୍ଣ୍ଣିମା ଅଗଷ୍ଟ ୩୦ ତାରିଖ ସକାଳ ୧୦ ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ତାରିଖ ସକାଳ ୭.୪୬ ପର୍ଯ୍ୟନ୍ତ ରହିବ
ଏହି ସମୟ ମଧ୍ୟରେ ରାକ୍ଷୀ ବାନ୍ଧିବା ଉପଯୁକ୍ତ ସମୟ ବୋଲି କୁହା ଯାଉଚି।ଏହି ବର୍ଷ ରାକ୍ଷୀ ପୂର୍ଣ୍ଣୀମା ରେ ଭଦ୍ରା କାଳ ପଡୁ ଥିବାରୁ ଏହି ସମୟ ରେ ରାକ୍ଷୀ ବାନ୍ଧିବାକୁ ବାରଣ କରା ଯାଇଥାଏ।ଏହା ପ୍ରତି ବର୍ଷ ପଡେ ନାହିଁ।କିଛି ବର୍ଷ ରେ ଥରେ ପଡେ।

ଏହି ଭଦ୍ରା କାଳ ସମୟ ରେ ରାକ୍ଷୀ ବାନ୍ଧିଲେ ଭାଇ ର ପ୍ରବଳ ଅନିଷ୍ଟ ହୋଇ ଥାଏ।ତେଣୁ ଆପଣ ମାନେ ଏବେ ଠୁ ସାବଧାନ ହୋଇ ଯାଆନ୍ତୁ।ଆପଣ ୩୦ ଅଗଷ୍ଟ ରେ ପୁରା ଦିନ ରାକ୍ଷୀ ବାନ୍ଧି ପାରିବେ।
କୌଣସି ପ୍ରକାର ଅସୁବିଧା ହେବ ନାହିଁ।ତେଣୁ ଟିକେ ଏ ବର୍ଷ ସାବଧାନ ହୋଇ ରାକ୍ଷୀ ବାନ୍ଧିବେ।ରାକ୍ଷୀ ବାନ୍ଧି ଲା ବେଳେ ଭାଇ ର ମୁଁହ ପୂର୍ବ କିମ୍ବା ଉତ୍ତର ମୁଖା ହେବା ଉଚିତ।ଏଥିରେ ଦେଶୀ ଘିଅ ରେ ଦୀପ ଜଳନ୍ତୁ।
ଏହା ଦ୍ବାରା ଆପଣ ଙ୍କ ଭାଇ ର ଅନେକ ଶୁଭ ହେବ।ଆମେ ଆପଣ ମାନଙ୍କୁ କହି ଦେବାକୁ ଚାହୁଁଚୁ କି ଏ ବର୍ଷ ଯେଉଁ ଭଦ୍ରା କାଳ ପଡ଼ୁଚି ତାହା ପୃଥିବୀ ଲୋକ ରେ ନୁହେଁ।ତାହା ପାତାଳ ରେ ପାଳିତ ହେବ।ଯେଉଁ ଥିପାଇଁ ପୃଥିବୀ ପୃଷ୍ଠରେ ତାହାର କୌଣସି ପ୍ରଭାବ ପଡ଼ିବ ନାହିଁ।ଆପଣ ମାନେ ଦିନ ର ଯେ କୌଣସି ସମୟରେ ରାକ୍ଷୀ ବାନ୍ଧି ପାରିବେ।