Updated: Sep 1, 2023, 15:35 IST

ହେ ଭଗବାନ କେଡେ ନୃଶଂସ! ରାକ୍ଷୀ ପୂର୍ଣ୍ଣିମା ରେ ରାକ୍ଷୀ ବାନ୍ଧିବାକୁ ଯାଇଥିବା ଭଉଣୀ କୁ ଦୁଷ୍କର୍ମ କରିବାକୁ ଗୋଡାଇଲା ଭାଇ

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାକ୍ଷୀ ବାନ୍ଧିବାକୁ ଆସିଥିବା ଗୋଟେ ଭଉଣୀ ଉପରେ ଲୋଲୁପ ଦୃଷ୍ଟି ପକାଇ ଥିଲା ଜଣେ ଅଟୋ ଡ଼୍ରାଇଭର। ଏହାପରେ ତାକୁ ଲିଫ୍ଟ ଦେବା ବାହାନା ରେ ତାହା ସହିତ କରିଥିଲା ଦୁ-ଷ୍କ-ର୍ମ ଉଦ୍ୟମ।
ଲିଫ୍ଟ ଦେବା ବାହାନା ରେ ଯୁବତୀ ଙ୍କ ସହ ଦୁ-ଷ୍କ-ର୍ମ ଉଦ୍ୟମ କରାଯାଇଛି। ଆଉ ବିରୋଧ କରିବା ବେଳେ ଯୁବତୀ ଙ୍କୁ ଗାଡିରୁ ଠେଲି ମଧ୍ୟ ମାରି ଦେବାର ଯୋଜନା କରିଥିଲେ ସେହି ଅଟୋ ଡ୍ରାଇଭର ଜଣକ।
VIRAl

ଏଭଳି ଏକ ଘଟଣା ଘଟିଛି ଟାଙ୍ଗୀ , ଚୌଦ୍ଵାର ଅଞ୍ଚଳରେ। ଯୁବତୀ ଜଣକୁ ଗୁରୁତର ଅବସ୍ଥାରେ କଟକ ର ଏସିବି ମେଡିକାଲ ରେ ମଧ୍ଯ ଭର୍ତି କରା ଯାଇଛି।
ତାଙ୍କ ଶରୀରରେ ମଧ୍ଯ ଗଭୀର ଆଘାତ ଲାଗି ଥିବାରୁ ତାଙ୍କର ଅବସ୍ଥା ବର୍ତ୍ତମାନ ସମୟରେ ଗୁରୁତର ଅଛି। ସୁଚନା ମୁତାବକ ଗତକାଲି ଭୁବନେଶ୍ୱର ପଟିଆ ଅଞ୍ଚଳରୁ ଜଣେ ଯୁବତୀ ନିଜ ସମ୍ପର୍କୀୟ ଙ୍କ ଘର ନିଶ୍ଚିତକୋଇଲି କୁ ରାକ୍ଷୀ ବାନ୍ଧିବାକୁ ଯାଇଥିଲେ।
Viral

ରାତି ପାଖାପାଖି ଆଠ ଟା ସମୟରେ କଟକ ଆସିବା ପାଇଁ ଏକ ବସ କୁ ଅପେକ୍ଷା କରିଥିଲେ। ଜଣେ ଯୁବକ ତାଙ୍କୁ ଅଟୋ ରେ ନେଇ କଟକ ଛାଡ଼ିଦେବେ ବୋଲି କହିଥିଲେ। ଏହାପରେ କିଛି ସମୟ ଗଲା ପରେ ସେ କଟକ ମୁଖ୍ୟ ରାସ୍ତାରେ ନଯାଇ ଏକ ଜଙ୍ଗଲ ମଧ୍ୟକୁ ନେବା ବେଳେ ଯୁବତୀ ଜଣକ ପ୍ରତିବାଦ କରିଥିଲେ।
ଏହାପରେ ଯୁବକ ଜଣକ ଯୁବତୀ ସହ ଦୁ-ଷ୍କ-ର୍ମ ଉଦ୍ୟମ କରୁଥିବା ବେଳେ ବିରୋଧ କରିବାରୁ ଅଟୋ ରୁ ଯୁବତୀ ଙ୍କୁ ଠେଲି ଦେଇଥିଲେ।
ଆଉ ଏନେଇ ଏବେ ଅଭିଯୋଗ କରିଛନ୍ତି ପୀଡ଼ିତା ଙ୍କ ଭଉଣୀ। ଯୁବତୀ ଜଣକ ହାତ ଓ ଦାନ୍ତ ଭାଙ୍ଗି ଯାଇଥିବା ବେଳେ ତାଙ୍କର ଛାତି ଓ ଗୋଡ଼ରେ ମଧ୍ୟ ଗଭୀର ଆଘାତ ଲାଗିଛି। ତାଙ୍କ ଭଉଣୀ ଚାହୁଁ ଛନ୍ତି କି ଯୁବତୀଙ୍କୁ ନ୍ୟାୟ ମିଳୁ। ଆଉ ସେହି ଡ଼୍ରାଇଭର କୁ ଯଥା ଶୀଘ୍ର ଆରେଷ୍ଟ କରାଯାଉ। ଏବେ ଦେଖିବା ବାକି ରହିଲା କି ସେହି ଡ଼୍ରାଇଭର ଜଣକ ପୋଲିସ ହାବୁଡ଼ରେ କେବେ ଧରା ପଡ଼ୁଛି।

Advertisement