Oct 31, 2023, 10:37 IST

ସେ ରାଜୁ ଯିଏ ସେ ନିଜେ ମୋର ଚାନେଲ୍ ଡିଲିଟ ମାରିଦେଇଛନ୍ତି, ବାହାଘର କୁ ତ ମତେ ଡାକିଲେନି ଛାଡ଼ ଏବେ ମୋର ଚ୍ୟାନେଲ ଉଡେଇ ଠିକ୍ କଲେନି

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୟୁଟ୍ଯୁବରେ କମେଡି ମାଧ୍ୟମରେ ଦର୍ଶକଙ୍କ ମନରେ ରାଜ୍ କରୁଥିବା ରାଜୁ ଦାସ ଆଜି ସାରା ଓଡିଶାରେ ବେଶ ପରିଚିତ। ୟୁଟ୍ଯୁବ ଚ୍ଯାନେଲରେ ବିଭିନ୍ନ ବିଷୟବସ୍ତୁକୁ ନେଇ କମେଡି କରନ୍ତି ରାଜୁ। ଆଉ ତାଙ୍କ କମେଡି ଓଡିଆ ଦର୍ଶକ ବେଶ ପସନ୍ଦ କରନ୍ତି।
Special report
ଫଳରେ ୟୁଟ୍ଯୁବରୁ କମେଡି କ୍ଯାରିୟର ଆରମ୍ଭ କରିଥିବା ରାଜୁ ଦାସ ଆଜି ସାରା ଓଡିଶାରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ହାସ୍ୟ ଅଭିନେତା ରାଜୁ ଦାସଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ଭାଗ୍ୟଶ୍ରୀ। 
ସେ ରାଜୁ ଦାସ କମେଡି ଟିମ ରେ କାମ କରୁଥିଲେ। ତେବେ ସେ କହିଛନ୍ତି, ତାଙ୍କ ଚ୍ୟାନେଲ କୁ ଡିଲିଟ କରିଦେଇଛନ୍ତି। କାରଣ ରାଜୁ ଦାସଙ୍କ ଏକ ଭିଡିଓ କୁ ସେ ନିଜ ଚ୍ୟାନେଲ ରେ ପୋଷ୍ଟ କରି ଦେଇଥିଲେ।
ତାଙ୍କର ୩୦ ମିନିଟ ଭିଡିଓ କୁ ଭାଗ୍ୟଶ୍ରୀ ୟୁଟ୍ୟୁବ ର ସର୍ଟସ ରେ ପକେଇଥିଲେ। ଯେଉଁଟା କି କଫି ଭାଇରାଲ ହେଇଥିଲା। ଅନ୍ୟ ୟୁଟ୍ୟୁବର ମାନେ ମଧ୍ୟ ସେହି ଭିଡିଓ ପକେଇ ମିଲିୟନ ଭିୟୁ ନେଇଥିଲେ। 
Special report
ଯେତେବେଳେ ଭାଗ୍ୟଶ୍ରୀ ତାଙ୍କର ୟୁଟ୍ୟୁବ ଚ୍ୟାନେଲରେ ପକେଇଥିଲେ ତାଙ୍କର ବି ଭଲ ଭିୟୁ ଯାଇଥିଲା। ତାପରେ ତାଙ୍କର ସେହି ବୁଡ଼େଇ କପି ରାଇଟ ଦେଖାଇ ଥିଲା। ତାପରେ ରାଜୁ ଦାସ ଭାଗ୍ୟଶ୍ରୀଙ୍କ ୨ ଟା ଭିଡିଓ କୁ ଷ୍ଟାଇକ ମାରି ଦେଇଥିଲେ।
ଯାହାଫଳରେ ତାଙ୍କର ଗୋଟିଏ ଭିଡିଓ ଷ୍ଟାଇକ ଥିଲା ଆଉ ରାଜୁ ଦାସ ମାରିଲା ପରେ ତାଙ୍କର ତିନୋଟି ଭିଡିଓ ଷ୍ଟାଇକ ହୋଇଗଲା। ଏହାପରେ ୟୁଟ୍ୟୁବ ତାଙ୍କ ଚ୍ୟାନେଲ କୁ ଡିଲିଟ କରି ଦେଲା। 
ଏହାପରେ ସାହୁ ଭାଉଜ ନାମ ରେ ଭାଗ୍ୟଶ୍ରୀ ଆଉ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ। ଆଉ ସେହି ଚ୍ୟାନେଲ ଭାଗ୍ୟଶ୍ରୀ ଭିଡିଓ ବନେଇ ତାଙ୍କ ସହିତ ହୋଇଥିବା ଘଟଣା କହିଥିଲେ।
ତେବେ ଭାଗ୍ୟଶ୍ରୀ ବର୍ତ୍ତମାନ ପବ୍ଲିକଙ୍କୁ ଅନୁରୋଧ କରି କହିଛନ୍ତି, ବଡ଼ ବଡ଼ ୟୁଟ୍ୟୁବର ମାନଙ୍କର ଭିଡିଓ କୁ ନିଜ ଚ୍ୟାନେଲ ରେ ପକେଇବେ ନାହିଁ। ଆଜି ତାଙ୍କ ସହିତ ଯାହା ହେଇଛି କଲି ଆପଣଙ୍କ ସହିତ ମଧ୍ୟ ହୋଇପାରେ ବୋଲି ସେ କହିଛନ୍ତି।

Advertisement