Updated: Nov 26, 2023, 00:19 IST

ମହିଳାଙ୍କ ସହ ଘଟିଗଲା ଏମିତି କାଣ୍ଡ ଶୁଣିଲେ ଆପଣଙ୍କ ହୃଦୟ ଦୋହଲି ଯିବ ଦେଖନ୍ତୁ ହଠାତ୍ ପଶି ଆସିଲେ ୭-୮ ଜଣ ଆଉ ତା ପରେ ..

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି ସବୁ ଅଞ୍ଚଳର ଖବର ପାଇପାରିବେ । ରାଜଧାନୀରେ ଘଟିଛି ସଶସ୍ତ୍ର ଡକାୟତ । ଆଉ ଘରେ ସ୍ବାମୀ,ସ୍ତ୍ରୀ ଆଉ ପିଲାଙ୍କୁ ବାନ୍ଧି ଦେଇ ଏଭଳି କାମ କରିଛନ୍ତି ଡକାୟତ ।
Bhubaneswar
ଡକାୟତମାନେ ଏଭଳି କାମ କରିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏହି ଘଟଣା ଏବେ ଲୋକମାନଙ୍କୁ ଅନେକ କଥା ଜଣାଇବ । ଏହି ଘଟଣା ସଂପର୍କରେ ମହିଳା ଜଣକ କହିଛନ୍ତି । ୭, ୮ ଜଣ ଲୋକ ହଠାତ୍ ତାଙ୍କ ଘରକୁ ପଶି ଆସିଥିଲେ ।
ସେହି ଲୋକମାନେ କବାଟ ବାଡଉ ଥିଲେ । ଆଉ ଏହାପରେ ସେ କବାଟ ଖୋଲିବା ମାତ୍ରକେ ସେଠାକୁ ଏହି ଡକାୟତମାନେ ପଶି ଆସିଥିଲେ । ଏହାପରେ ସେମାନେ ତାଙ୍କ ତକିଆ ଖୋଳ ଖୋଲି ଦେଇ ତାଙ୍କ ପରିବାର ଲୋକଙ୍କ ମୁହଁରେ ଘୋଡାଇ ଦେଲେ ।
Viral
ଏହାପରେ ତାଙ୍କୁ ନେଇ ବାଥରୁମ ଭିତରେ ଭର୍ତ୍ତି କରିଦେଲେ । ଏହି ସାତ ଆଠ ଜଣ ଡ଼କାୟତଙ୍କ ପାଖରେ ଅସ୍ତ୍ର ଥିଲା । ଆଉ ଏହି ଡକାୟତମାନେ ତାଙ୍କ ଘରୁ ଅନେକ କିଛି ଲୁଟି ନେଇଥିଲେ । ବେଡସିଟ ଚିରି ସେମାନେ ତାଙ୍କ ହାତ ଆଉ ଗୋଡ଼ ଭାଙ୍ଗି ଦେଇଛନ୍ତି ।
ଘରେ ଚୋରି କରିବା ପାଇଁ ସେମାନେ ଆସିଥିଲେ । ଆଉ ଏହି ମହିଳା ଜଣକ ଗୋଟିଏ ବାହାଘରକୁ ଯାଇଥିଲେ । ସେଥିପାଇଁ ସେ ଗହଣା ପିନ୍ଧିଥିଲେ । ଆଉ ତାଙ୍କ ବାପଘର ଗହଣା ସବୁ ସେ ନେଇ ଯାଇଛନ୍ତି । ୬ ଲକ୍ଷ ରୁ ଅଧିକ ଟଙ୍କାର ସୁନା ସେମାନେ ନେଇ ଯାଇଛନ୍ତି ।
Viral
ଏହି ଡକାୟତମାନେ କହିଥିଲେ କି ତାଙ୍କୁ ଖବର ଆସିଥିଲା ଏହି ଘରେ ଅନେକ ଟଙ୍କା ଅଛି । ଏହି ଖବର କିଏ ଦେଇଛନ୍ତି ଏନେଇ ଏବେ କଥା ଆସୁଛି । ଏହି ଡକାୟତମାନେ ଖବର କିଭଳି ପାଇଲେ । ଆଉ ଏହି ମହିଳାଙ୍କ ଘରେ ଟଙ୍କା ନ ପାଇବାରୁ ସେମାନେ ଗାଳି କରିଥିଲେ ।
ଏହି ଡକାୟତମାନେ ହାତରେ କଟୁରୀ ଧରି ଆସିଥିଲେ । ଏହି ଡକାୟତମାନେ ହଠାତ୍ ରାତି ୩ ଟା ସମୟରେ ଏହି ମହିଳାଙ୍କ ଘରେ ପଶି ଯାଇଥିଲେ । ଆଉ ସେଠାରୁ ଲୁଟ୍ କରିଥିଲେ । ଏବେ ଏହି ଘଟଣାକୁ ନେଇ ତଦନ୍ତ କରାଯାଉଛି ।
ଏନେଇ କିଏ ଖବର ଦେଇଥିଲେ ଏହାକୁ ନେଇ ପ୍ରଶ୍ନ ଆସୁଛି । ଏହି ଘଟଣା ସଂପର୍କରେ ଏସିପି କହିଛନ୍ତି ତଦନ୍ତ କରାଯାଉଛି । ଆଉ ତଦନ୍ତ ପରେ ଅନେକ କଥା ସାମ୍ନାକୁ ଆସିବ । ଏହି ଘଟଣାକୁ ନେଇ ଏବେ ରାଜଧାନୀରେ ଚର୍ଚ୍ଚା ହେଉଛି । ସ୍ଥାନୀୟ ଲୋକମାନେ ଏହି ଘଟଣା ପରେ ଭୟଭୀତ ହୋଇ ଯାଇଛନ୍ତି ।

Advertisement