Updated: Sep 2, 2023, 09:32 IST

ରାଜଧାନୀରେ ଛୁରା ମାଡ ଦେଖନ୍ତୁ ବାହାରିଗଲା ଅନ୍ତ ବୁଜୁଳା ଦେଖନ୍ତୁ ଘଟିଗଲା ସାଙ୍ଘାତିକ ଘଟଣା

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ ଖବର ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଲୋକମାନେ ଏଭଳି କିଛି ଖବର ଜାଣିପାରିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ଆଉ ଏହି ଖବର ଏବେ ଆପଣଙ୍କ ମନରେ ଅନେକ କଥା ଆଣିବ ।
Viral
ଆଜିକାଲି ଦେଶ, ବିଦେଶ ଆଉ ରାଜ୍ୟ ସବୁକିଛି ବଦଳି ଗଲାଣି । ଆଉ ରାଜଧାନୀ ଭୁବନେଶ୍ଵରରେ ଏଭଳି ଅନେକ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।
ଏହି ଖବର ହେଉଛି କି ରାଜଧାନୀ ଭୁବନେଶ୍ଵର ଆଉ ସୁରକ୍ଷିତ ହୋଇ ରହିନାହିଁ । ଏହା ଅସୁରକ୍ଷିତ ହୋଇ ଅଛି । ରାଜଧାନୀ ଭୁବନେଶ୍ଵର ଅସୁରକ୍ଷିତ ହୋଇ ଏଭଳି ଅବସ୍ଥା ହୋଇଗଲାଣି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । 
Viral
ଏବେ ରାଜଧାନୀର ଏକ କଲେଜରେ ଏଭଳି କିଛି ଅଘଟଣ ଘଟିଛି ଯାହା ଶୁଣିଲେ ଆପଣ ବି ଭୟଭୀତ ହୋଇଯିବେ । ଏହି ଘଟଣା ହେଉଛି ଭୁବନେଶ୍ୱର ସହରର ଏକ ରେସିଡେଣ୍ଟ କଲେଜରେ ଦୁଇଜଣ ଛାତ୍ର ପରସ୍ପର ସହ ଝଗଡ଼ା ହୋଇଥିଲେ ।
ଆଉ ସହି ଝଗଡ଼ା ହେବା ପରେ ଏହା ଭୟଙ୍କର ରୂପ ନେଇଥିଲା । ଝଗଡ଼ା ଅଧିକ ହେବା ପରେ ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଛୁରୀରେ ଆଘାତ କରିଲା । ଏହି ଆଘାତରେ ଛାତ୍ର ଜଣଙ୍କର ପେଟର ଅନ୍ତବୁଜୁଲା ବାହାରି ପଡ଼ିଲା । ଏହାପରେ ତାଙ୍କୁ ମେଡିକାଲ ନିଆ ଯାଇଥିଲା ।
ତାଙ୍କୁ ଦୁଇ ଦୁଇଟା ମେଡିକାଲ ଫେରାଇ ଦେଇଥିଲା ।ଆଉ ଏବେ ଏହି ଘଟଣାକୁ ନେଇ ବ୍ୟକ୍ତି ଜଣକ କହିଛନ୍ତି କି ରାଜଧାନୀ ଭୁବନେଶ୍ଵର ଅସୁରକ୍ଷିତ ଅବସ୍ଥାରେ ଅଛି । ଏଠି ସବୁବେଳେ ଦୁର୍ଘଟଣା, ଅଘଟଣ ଘଟୁଛି । ଆଉ ଏହି ଘଟଣା ଦେଖି ଭୟ ଲାଗୁଛି । ଏହି ଘଟଣାର ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।
ଆଉ ଏହି ରେସିଡେଣ୍ଟ୍ କଲେଜ ଜଣେ ପୋଲିସ ଅଧ୍ୟକ୍ଷ ଏବଂ ଜଣେ ଅଧ୍ୟାପିକା କରିଛନ୍ତି । ଏପର୍ଯ୍ୟନ୍ତ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇ ନାହିଁ । ଏବେ ଏହି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

Advertisement