Sep 13, 2023, 11:45 IST

ରାଜଧାନୀ ଭୁବନେଶ୍ଵର ରେ ପ୍ରେମୀ ଯୁଗଳ ମଦ ପି ହେଲେ ମାତାଲ୍, ପାଗଳ ଭଳିଆ ଲୋକ ଙ୍କ ଆଗରେ ଚଳାଇଲେ ସ୍କୁଟି

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଆଜିର ଯୁବ ପୀଢ଼ି ମାନେ କାହାରି କଥାକୁ ଖାତିର କରୁ ନାହାନ୍ତି।ନିଜ ଇଚ୍ଛା ଅନୁସାରେ ସବୁ କାର୍ଯ୍ୟ କରୁଛନ୍ତି।ପରସ୍ପର ପ୍ରେମ କରୁଛନ୍ତି।କାମ ସରିଗଲା ପରେ ପରସ୍ପର ଅଲଗା ହେଇ ଯାଉଛନ୍ତି।ରାସ୍ତା ଘାଟ ସବୁ ଠାରେ ବସି ଗପୁଛନ୍ତି।
Special report
ଲାଜ ବୋଲି ତାଙ୍କ ପାଖରେ କିଛି ବି ନାହିଁ।ନିକଟ ରେ ଭୁବନେଶ୍ୱର ରେ ଏଭଳି ଏକ ଘଟଣା ବିଷୟରେ ଦେଖିବାକୁ ମିଳିଚି।ଯେଉଁ ବିଷୟ ରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ସୂଚନା ଅନୁସାରେ ଭୁବନେଶ୍ୱର ଅଞ୍ଚଳ ରେ ଦୁଇ ଜଣ ପ୍ରେମୀ ଯୁଗଳ ଗତ କାଲି ବିଳମ୍ବିତ ରାତିରେ ଜୋରେ ମଦ ପିଇ ଗାଡ଼ି ଚଳାଉ ଥିଲେ।ସେମାନେ ପୁଣି ରଙ୍ଗ ରୁଟ ରେ ଗାଡ଼ି ଚଳାଇ ଥିଲେ।ଯାହାକି ସିସିଟିଭି କ୍ୟାମେରା ରେ କଏଦ ହୋଇ ଥିଲା।
ସେଠାକାର ଲୋକ ମାନେ କହୁଛନ୍ତି ଉଭୟ ସେଦିନ ରାତିରେ ଖୁବ ଜୋରେ ରେ ମଦ ପିଇ ଥିଲେ।ସେଥିପାଇଁ ସେମାନେ ଜାଣି ପାରି ନାହାଁନ୍ତି ଯେ କେଉଁ ରାସ୍ତା ରେ ଯିବା ପାଇଁ ନିୟମ ରହିଛି।ଏହି ଭଳି ଅମାନିଆ ଯୁବ ପିଢ଼ି ଙ୍କୁ ଆଉ କଣ କୁହା ଯିବ।
Special report
ସୂଚନା ଅନୁସାରେ ରାସ୍ତା ର ଦୁ-ର୍ଘ-ଟ-ଣା ରୁ ବଞ୍ଚିବା ପାଇଁ ସରକାର କେତେ ନିୟମ ପ୍ରଣୟନ କରୁଛନ୍ତି।ହେଲେ ଏଥିରେ ଲୋକ ମାନେ ସଚେତନ ହେଉ ନାହାନ୍ତି।ଆମର ନିୟମ ରହିଛି ଯେ ଜଣେ ପିଲା କୁ ୧୮ ବର୍ଷ ହେବା ପରେ ସେ ରାସ୍ତା ରେ ଗାଡ଼ି ଚଳାଇ ପାରିବ ହେଲେ ଆଜିର ଯୁବ ପିଢ଼ି ୧୮ ବର୍ଷ ନ ହୋଇ ଗାଡ଼ି ଚଳାଉ ଛନ୍ତି।
ତାହା ପୁଣି ବହୁତ ସ୍ପିଡ୍ ରେ।ସରକାର ଏଥିପ୍ରତି ବହୁତ ସଚେତନ କଲେଣି।ରାସ୍ତା ର କେଉଁ ପଟେ ଚାଲିବ।କେଉଁ ପଟେ ଗାଡ଼ି ଚାଲିବା ଉଚିତ୍ ସବୁ କିଛି ପାଇଁ ସରକାର ନିୟମ ପ୍ରଣୟନ କରିଛନ୍ତି।
ହେଲେ ଏହାକୁ କିଏ କାଇଁ ମାନିବ।ସମସ୍ତେ କେବଳ ଖୁସି ପାଇଁ ଗାଡ଼ି ଜୋରେ ନେଇ ଯାଉଛନ୍ତି।ଏହି ପ୍ରେମୀ ଯୁଗଳ କେଉଁ ଆଡ଼େ ଦୃଷ୍ଟି ନ ଦେଇ ରଙ୍ଗ ରୁଟ ରେ ଜୋରେ ଗାଡ଼ି ଚଳାଇ ଥିଲେ।ଯାହାକି ସିସି ଟିଭି କ୍ୟାମେରା ରେ କଏଦ ହୋଇ ଥିଲା।ସେମାନେ ମଦ ପିଇ ଥିବାର ମଧ୍ୟ ସୂଚନା ମିଳିଛି।

Advertisement