Updated: Mar 15, 2024, 21:39 IST

ରାଜଧାନୀ ଅପେରାକୁ କାହିଁକି ମନା କଲେ ଲୋକପ୍ରିୟ ଅଭିନେତ୍ରୀ ରାଣୀ ପଣ୍ଡା ଦେଖନ୍ତୁ ମୁଁହ ଖୋଲି କହିଲେ

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଗୁଡ଼ିକ ଜାଣିପାରିବେ ।
ଆପଣମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଏବେ କିଛି ଖବର ଆସିଛି ।
Viral
ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ତାଙ୍କ କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ଏବେ ପୁଣି ମୁହଁ ଖୋଲିଛନ୍ତି । ରାଜଧାନୀ ଅପେରାରେ ସେ ଆସିବେ ବୋଲି ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ଜାଣିଥିଲେ ।
ଆଉ ଏନେଇ ଅନେକ ଖୁସି ମଧ୍ୟ ଥିଲେ କିନ୍ତୁ ଏବେ ଏହାକୁ ନେଇ ସବୁ ଖୁଲାସା କରିଛନ୍ତି ଅଭିନେତ୍ରୀ । ସେ କହିଛନ୍ତି ୨୦୨୪ ଆଉ ୨୦୨୫ ସେ ରାଜଧାନୀ ଅପେରାକୁ ଯିବାର ଥିଲା । 
ରାଜଧାନୀ ଅପେରାକୁ ସେ ଯିବାର ଥିଲା ଆଉ ଅଭିନୟ କରିବାର ଥିଲା କିନ୍ତୁ ସେ ରାଜଧାନୀ ଅପେରାକୁ ଯାଉ ନାହାଁନ୍ତି । ସେ ସେଥିପାଇଁ ଓଡ଼ିଶାବାସୀ ଏବଂ କମିଟି ମେମ୍ବରଙ୍କୁ କ୍ଷମା ମାଗିଛନ୍ତି 
Viral
ସେ କହିଛନ୍ତି ୨୦୨୪-୨୫ ରେ କେଉଁ ଅପେରାକୁ ଯିବେ ତାହା ସେ ଜଣାଇବେ । ଏବେ ସେ ଗୌରୀ ଗଣନାଟ୍ୟରେ ଅଭିନୟ କରୁଛନ୍ତି । ଖଣ୍ଡଗିରିରେ ଗୌରୀ ଗଣନାଟ୍ୟ ପଡ଼ିଥିଲା ଆଉ ସେଠାରେ ଲୋକମାନଙ୍କର ଭିଡ ଜମିଥିଲା । ଖଣ୍ଡଗିରିରେ ଗୌରୀ ଗଣନାଟ୍ୟ ପଡ଼ିଥିଲା ।
ରାଣୀ ପଣ୍ଡା ସେଠାରେ ଲୋକମାନଙ୍କୁ ଖାଦ୍ୟ ବାଣ୍ଟି ଥିଲେ । ଆଉ ଲୋକମାନେ ତାଙ୍କୁ ଅନେକ ପ୍ରଶଂସା କରିଥିଲେ । ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଅଭିନୟ ମଧ୍ୟ ବହୁତ ଭଲ ଥିଲା ବୋଲି ଲୋକମାନେ କହୁଥିଲେ ।
ଅଭିନେତ୍ରୀ ରାଣୀ ପଣ୍ଡା ରାଜଧାନୀ ଅପେରାକୁ ଯିବାର ଥିଲା କିନ୍ତୁ ପାରିବାରିକ ଆଉ ବ୍ୟକ୍ତିଗତ ସମସ୍ୟା ପାଇଁ ସେ ରାଜଧାନୀ ଅପେରାକୁ ଯାଇ ପାରୁ ନାହାଁନ୍ତି । ସେଥିପାଇଁ ସେ ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି । ଆଉ ଏହାସହ ସେ ଲୋକମାନଙ୍କୁ କେଉଁ ଅପେରାକୁ ଯିବେ ତାହା ଜଣାଇବେ ।

Advertisement