Updated: Mar 3, 2024, 18:27 IST

Raj Rajesh ଲୁମରୈନା ଙ୍କ ଭଲପାଇବା ଭାଙ୍ଗିବା ପରେ କିଛି ଏମିତି ପ୍ରତିକ୍ରିୟା ଦେଲେ ଅଭିନେତ୍ରୀ ଦେଖନ୍ତୁ କଣ କହିଲେ - Exclusive

Lumraina

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଆପଣମାନେ ପାଇ ପାରୁଛନ୍ତି ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅଭିନେତ୍ରୀ ଲୁମରାଇନାଙ୍କ ବିଷୟରେ । ଅଭିନେତ୍ରୀ ଲୁମରୈନା ହେଉଛନ୍ତି ଜଣେ ଭଲ ଅଭିନେତ୍ରୀ । ସେ ଧାରାବାହିକରେ ଅଭିନୟ କରନ୍ତି । ଏହି ଅଭିନେତ୍ରୀ ଜଣକ ଏବେ ଚର୍ଚ୍ଚାକୁ ଆସିଛନ୍ତି । 
Raj Rajesh
ଅଭିନେତ୍ରୀ ଲୁମରୈନାଙ୍କ ଭିଡିଓ ଆପଣମାନେ ଦେଖିଥିବେ । ଏହି ଅଭିନେତ୍ରୀ ଜଣକ ଅଭିନେତା ରାଜ ରଜେଶଙ୍କ ସହିତ ସମ୍ପର୍କରେ ଥିଲେ । ସେମାନେ ପରସ୍ପରକୁ ଭଲ ପାଉଥିଲେ । ଆଉ ଏବେ ତାଙ୍କର ବ୍ରେକ ଅପ୍ ହୋଇଯାଇଛି ।
ଆଉ ଏହି ବିଷୟରେ ପଚାରିବାରୁ ଅଭିନେତ୍ରୀ ଜଣକ ଗଣମାଧ୍ୟମ ଆଗରେ କିଛି କଥା କହିଛନ୍ତି । ସେ କହିଛନ୍ତି ସେ ଯେତେବେଳେ ରାଜ ରାଜେଶଙ୍କୁ ଭଲ ପାଇଥିଲେ ସେତେବେଳେ ତାଙ୍କ ଭିତରେ କଥା ହୋଇଥିଲା ଯଦି ତାଙ୍କର ଏହି ସମ୍ପର୍କରେ ରହିବାର ଇଚ୍ଛା ନଥିବ ତାହେଲେ ସେମାନେ ଅଲଗା ହୋଇପାରିବେ ।
Lumraina
ଆପଣମାନେ ତାଙ୍କ ସମ୍ପର୍କ ବିଷୟରେ ତ ଜାଣିଥିବେ । ସେ ତାଙ୍କ ସମ୍ପର୍କ ପବ୍ଲିକ କରି ଦେଇଥିଲେ । ଆଉ ପବ୍ଲିକରେ କଥା କହିଥିବାରୁ ପବ୍ଲିକ ଏବେ ତାଙ୍କ ମାମଲାରେ ମୁଣ୍ଡ ପୁରାଉଛନ୍ତି । ଅଭିନେତା ରାଜ ରାଜେଶ ପୂର୍ବରୁ ଅଭିନେତ୍ରୀ ଶ୍ରଦ୍ଧାଙ୍କୁ ଭଲ ପାଉଥିଲେ ।
ଆଉ ଏହାପରେ ସେମାନେ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ଆଉ ସେମାନେ ଅଲଗା ହେବାର କାରଣ ଅଭିନେତ୍ରୀ ଲୁମରୈନାଙ୍କୁ ଦିଆଗଲା କିନ୍ତୁ ଏହାର କାରଣ ସେ ନଥିଲେ ବୋଲି କହିଛନ୍ତି । ଏବେ ସେ ଆଉ ଅଭିନେତା ମଧ୍ୟ ଅଲଗା ହୋଇ ଯାଇଛନ୍ତି ।
Rajesh
ଅଲଗା ହୋଇ ଯାଇଛନ୍ତି ବୋଲି ସେମାନେ ପରସ୍ପରକୁ ଦୋଷ ଦେଉ ନାହାନ୍ତି କି କେହି କାହାକୁ କିଛି କହୁ ନାହାଁନ୍ତି । ଅଭିନେତ୍ରୀ ଜଣକ କହିଛନ୍ତି ତାଙ୍କ ଭିତରେ ସେମିତି କିଛି ଝଗଡ଼ା ହୋଇ ନାହିଁ ।
ଅଭିନେତା ରାଜେଶଙ୍କ ଅମଙ୍ଗଳ ସେ ଚିନ୍ତା କରିବେ ନାହିଁ ବୋଲି କହିଛନ୍ତି । ଅଭିନେତ୍ରୀ ଲୁମରୈନା ରାଜେଶଙ୍କ ସହିତ ବ୍ରେକ ଅପ୍ କରିବା ପରେ ତାଙ୍କର ଅମଙ୍ଗଳ ଚିନ୍ତା କରି ନାହାଁନ୍ତି । ଏବେ ସେ ତାଙ୍କ ଜୀବନରେ ଏକା ଅଛନ୍ତି ଆଉ ଖୁସିରେ ଅଛନ୍ତି । ଅଭିନେତ୍ରୀ ଜଣକ ଏଭଳି ଅନେକ କଥା କହିଛନ୍ତି ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

Advertisement