Sep 9, 2023, 19:05 IST

ଏମିତି ଭୂତିଆ ରେଲୱେ ଷ୍ଟେସନ ଆପଣ ଆପଣଙ୍କ ଜୀବନରେ ଦେଖି ନଥିବେ ଦେଖନ୍ତୁ ରାତି ହେଲେ ହେବାକୁ ଲାଗେ ଆପେ ଆପେ ଏମିତି

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଅଜବ ଘଟଣା ମାନ ଘଟୁଛି। ଭୂତ ପ୍ରେତ ଭୟ ସମସ୍ତଙ୍କର ରହିଛି।ଆପଣ ମାନେ ଜାଣି କରି ଆଶ୍ଚର୍ଯ୍ୟ ହେବେ କି ଏପରି ଏକ ସ୍ଥାନ ଅଛି ଯେଉଁ ଠାରେ ରାତି ରେ ଲୋକ ମାନେ ଯିବାକୁ ଭୟ କରନ୍ତି।
Special report
ରେଳ ଷ୍ଟେସନ ରେ ରେଳ ମଧ୍ୟ ରାତି ରେ ରେଳ ମଧ୍ୟ ଚାଲେ ନାହିଁ।ସୂର୍ଯ୍ୟାସ୍ତ ହେବା ପରେ ସେ ଅଞ୍ଚଳ କୁ କେହି ଯାଆନ୍ତି ନାହିଁ।ଏହି ସ୍ଥାନ ଟି ପଶ୍ଚିମବଙ୍ଗ ରେ ଦେଖିବାକୁ ମିଳିଚି।ପଶ୍ଚିମବଙ୍ଗ ର ବେଗୁନକତାର ରେଳ ଷ୍ଟେସନ ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ।
ସୂଚନା ଅନୁସାରେ ସେଠାକାର ରେଳ କର୍ମଚାରୀ ମାନେ କହୁଛନ୍ତି କି କିଛି ଦିନ ତଳେ ସେଠାରେ ଗୋଟିଏ ଝିଅ ରେଳ ଷ୍ଟେସନ ରେ ଶୋଇ ନିଜେ ଆ-ତ୍ମ-ହ-ତ୍ୟା କରିଥିଲା।ଏହା ପରେ ତାର ପରିବାର ଲୋକେ ସେହି ଠାରେ ଆ-ତ୍ମ-ହ-ତ୍ୟା କରିଥିଲେ।
Special report
ସେମାନଙ୍କ ମୃ-ତ୍ୟୁ ପରେ ଜଣେ ରେଳ କର୍ମଚାରୀ ସେଠାରେ ସନ୍ଧ୍ୟା ପରେ ଦେଖିଲେ କି ଜଣେ ଝିଅ ସେଠାରେ ବସି କାନ୍ଦୁଚି।ପାଉଁଜି ଶବ୍ଦ ଜୋରେ ହଉଚି।ଏହା ପରେ ସେ ସେହି ସମାନ ଦୃଶ୍ୟ ସବୁଦିନ ଦେଖିଲେ।ଗାଁ ର ଲୋକ ମାନଙ୍କୁ ସେ ଏ ବିଷୟ ରେ ଜଣାଇ ଥିଲେ।କିନ୍ତୁ ସମସ୍ତେ ତାଙ୍କ କଥା କୁ ମିଛ ବୋଲି କହିଲେ।
କିଛି ଲୋକେ ଏଠାରେ ମୃ-ତ୍ୟୁ ବରଣ କଲେ।ଏହା ପରେ ସମସ୍ତେ ଜାଣିଲେ ସେଠାରେ ଭୂତ ମାନେ ରହୁଛନ୍ତି।ଲୋକମାନେ ଏହା ର ନାମ ପରିବର୍ତ୍ତନ କରି ଭୂତିଆ ରେଳ ଷ୍ଟେସନ ବୋଲି କହୁଛନ୍ତି।
Special report
ସନ୍ଧ୍ୟା ପୂର୍ବ ରୁ ସମସ୍ତ ରେଳ ଷ୍ଟେସନ ଏଠାରେ ବନ୍ଦ ହୋଇ ଯାଏ।ସନ୍ଧ୍ୟା ହେବା ପରେ ସେ ଅଞ୍ଚଳ ଶୁନଶାନ୍ ହୋଇ ଯାଏ।ଲୋକ ମାନେ ଅଧିକ ଭୟବିତ ହୋଇ ଯାଆନ୍ତି।ସେଥିପାଇଁ ଲୋକ ମାନେ ସେ ଅଞ୍ଚଳ କୁ ଯିବା ପାଇଁ ଏବେ ଡରୁଛନ୍ତି।
ଯେଉଁ ମାନେ ବି ଏ ଅଞ୍ଚଳ କୁ କାମ ରେ ଆସନ୍ତି।ସେମାନେ ସନ୍ଧ୍ୟା ହେବା ପୂର୍ବ ରୁ ନିଜ ଘର କୁ ଫେରି ଯାଆନ୍ତି।ସନ୍ଧ୍ୟା ହେଲା ମାତ୍ରେ ସେଠାରେ ଜୋରେ ପାଉଁଜି ଶବ୍ଦ ଶୁଣା ଯାଉଚି।ଓ ଗୋଟିଏ ଝିଅ ବସି କାନ୍ଦୁଚି।ସେଥିପାଇଁ ସେଠାକୁ କେହି ଯାଉ ନାହାନ୍ତି।

Advertisement