Apr 13, 2024, 10:48 IST

ରାଣୀ ପଣ୍ଡା କହିଲେ - ତତେ ଛାଡିବିନି..ମୋ ସହ ଗେମ୍ ଖେଳିବୁ ନାଇ

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହୃଦୟକୁ ଚଟାଣ କରି ରଖିଥିବା ରାଣୀ ପଣ୍ଡା ଏବେ ଥାନା ସମ୍ମୁଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ନିଜର ପ୍ରେମିକ ବିକ୍ରମ ଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି।
ରାଣୀ ପଣ୍ଡା ବେଶ ଭଲ ଭାବରେ ସାରା ଓଡ଼ିଶାରେ ପରିଚିତ ଅଟନ୍ତି କାରଣ ତାଙ୍କର ରୋକଠୋକ କଥା ବାର୍ତ୍ତା ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରୁହନ୍ତି। ସେ ସବୁବେଳେ କାହାକୁ ନ ଡରି ଯାହା ତାଙ୍କର ମନକୁ ଆସେ ତାହା ସେମାନେ କୁହନ୍ତି।
Hh
ସେ ଏବେ ଅନ୍ୟ ଝିଅ ମାନଙ୍କ ଭଳି ପୁଣି ଥରେ ନି-ର୍ଯା-ତି-ତା ହୋଇ ଯାଇଛନ୍ତି। ଲୋକ ମାନଙ୍କ ମନରେ ଏବେ ଏହା ପ୍ରଶ୍ନ କି ବାଘୁଣୀ ଭଳି କଲିଜା ରଖୁଥିବା ରାଣୀ ପଣ୍ଡା ଙ୍କ ସହ କାହିଁକି ଏଭଳି ହେଲା।
କେଉଁଥି ପାଇଁ ତାଙ୍କର ପ୍ରେମିକ ତାଙ୍କୁ ଧୋକା ଦେଲେ ତାହା ଏବେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି। ରାଣୀ ପଣ୍ଡା ଯାହା ଆଗରୁ ସଙ୍କେତ ଦେଇ କହୁଥିଲେ ତାହା ଏବେ ରାଣୀ ପଣ୍ଡା ସିଧା ସଳଖ ଭାବରେ ସମସ୍ତଙ୍କ ସମ୍ମୁଖରେ କହିଛନ୍ତି।
Gg
ସେ କହିଥିଲେ କି ତାଙ୍କର ପ୍ରେମିକ ବିକ୍ରମ ତାଙ୍କ ସହ ଧୋକାବାଜି କରିଛନ୍ତି ବୋଲି। ଏହାକୁ ନେଇ ସେ ଆକ୍ଷେପ କରିବା ସହ ସେ କହିଛନ୍ତି କି ବିକ୍ରମ ତାଙ୍କୁ କହିଛନ୍ତି କି ସେ ଯଦି ତାଙ୍କୁ ବାହା ହୁଅନ୍ତି
ତେବେ ତାଙ୍କର ପରିବାର ର ମାନ ସମ୍ମାନ ଇଜ୍ଜତ ସବୁକିଛି ଚାଲିଯିବ।ହେଲେ ରାଣୀ ପଣ୍ଡା ଙ୍କ କହିବା କଥା କି ଯଦି ବିକ୍ରମ ତାଙ୍କୁ ବାହା ହେବାର ନଥିଲା ତେବେ ସେ ତାଙ୍କ ସହ ଏତେ ଦିନ ଧରି ସମ୍ପର୍କରେ ରହିଥିଲେ କାହିଁକି।
ଏନେଇ ଥାନାରେ ରାଣୀ ପଣ୍ଡା ଅଭିଯୋଗ ମଧ୍ୟ କରିଥିଲେ। ତାଙ୍କର ଏକମାତ୍ର କଥା କି ତାଙ୍କର ପ୍ରେମିକ ତାଙ୍କୁ ଧୋକା ଦେଇଛନ୍ତି। ଏନେଇ ରାଣୀ ପଣ୍ଡା ସେ ସମସ୍ତ ତଥ୍ୟ ପ୍ରମାଣ ମଧ୍ଯ ମହିଳା ଥାନାରେ ଦେଇଛନ୍ତି।
ଏବେ ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ କରିବା ଆରମ୍ଭ କରି ଦେଇଛି। ଏବେ ଏହା ଦେଖିବା ବାକି ରହିଲା କି ରାଣୀ ପଣ୍ଡା କୁ କେବେ ନ୍ୟାୟ ମିଳୁଛି। ତେବେ ଆପଣଙ୍କୁ ଏହାକୁ ନେଇ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Advertisement