Updated: Mar 22, 2024, 21:04 IST

ପୁରୁଣା ଆଧାର କାର୍ଡ କୁ ନେଇ ଆସିଲା ବଡ ଖବର ଶୀଘ୍ର ଦେଖନ୍ତୁ କଣ କରିବେ ନହେଲେ ହଇରାଣ ହେବେ ....

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
Viral
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ବନ୍ଧୁଗଣ ରେଗୁଲାର ଆଧାର କାର୍ଡର ବାୟମେଟ୍ରିକ୍ ଡାଟା ପାଇଁ ଫିଙ୍ଗର ପ୍ରିଣ୍ଟ ଆଉ ଆଖିର ସ୍କ୍କର୍ନ କରାଯାଇଥାଏ। କିନ୍ତୁ ବ୍ଲୁ ଆଧାର କାର୍ଡ ପାଇଁ ବାୟମେଟ୍ରିକର ଆବଶ୍ୟକତା ପଡ଼େ ନାହିଁ। 
ବାସ୍ତବରେ ବ୍ଲୁ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ ଅଟେ। ୫ ବର୍ଷରୁ କମ ପିଲାଙ୍କ ପାଇଁ ଏହି ଆଧାର କାର୍ଡ କରାଯାଏ। ଏହାର ଅର୍ଥ ଛୋଟ ପିଲାଙ୍କ ଫିଙ୍ଗର ପ୍ରିଣ୍ଟ ନେବା କିମ୍ୱା ଆଖିର ସ୍କର୍ନ ନେବା ସହଜ ନୁହେଁ।
Viral
ଏହି କାରଣ ପାଇଁ ବ୍ଲୁ ଆଧାର କାର୍ଡରେ ବାୟମେଟ୍ରିକ୍ ଡାଟା ନିଆଯାଏ ନାହିଁ। ତେବେ ପିଲାଙ୍କର ବାପା ମା ଜନ୍ମ ପ୍ରମାଣପତ୍ର କିମ୍ବା ହସ୍ପିଟାଲର ଡିସ୍ଚାର୍ଜ ସାର୍ଟିଫିକେଟ ଦ୍ବାରା ନବଜାତ ଶିଶୁ ପାଇଁ ଏହାକୁ ଆବେଦନ କରିପାରିବେ। 
ଏହି ଆଧାର କାର୍ଡ ପାଇଁ ପିଲାଙ୍କର ସ୍କୁଲ ଆଇଡିର ମଧ୍ୟ ବ୍ୟବହାର କରାଯାଇପାରେ। ତେବେ ପ୍ରଥମେ ଅଫିସିଆଲ୍ ୱେବସାଇଟକୁ ଯିବେ। ଏହାପରେ ଆପଣଙ୍କ ଆଧାର କାର୍ଡ ପଞ୍ଜୀକରଣ ପାଇଁ ନିଜ ଘର ପାଖ ଆଧାର କେନ୍ଦ୍ରକୁ ଯିବାକୁ ପଡ଼ିବ।
ଭେରିଫିକେସନର ୬୦ ଦିନ ପରେ ପିଲାର ନାରେ ବ୍ଲୁ ଆଧାର କାର୍ଡ ଇସୁ ହେଇଯିବ। ଏଥିପାଇଁ ଆପଣଙ୍କୁ କୌଣସି ପଇସା ଦେବାକୁ ପଡ଼ିବ ନାହିଁ, ମାଗଣା ହେଇଯିବ।

Advertisement