Updated: Mar 31, 2024, 17:45 IST

ଶ୍ରୀମନ୍ଦିରରେ ମଦପିଇ ନାଚିଲେ ବିଦେଶୀ ପର୍ଯ୍ୟଟକ ଦେଖନ୍ତୁ କଣ ଥିଲା ମୁଖ୍ୟ କାରଣ ଧରି ଆଣିଲେ ପୋଲିସ !!!

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି,
Viral
ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ।
ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ତେବେ ବନ୍ଧୁଗଣ ଆଜି ପୁରୀ ଶ୍ରୀମନ୍ଦିରରେ ପୁଣି ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ଏକ ଅଘଟଣ ଘଟିଯାଇଛି। 
Viral
ଶ୍ରୀମନ୍ଦିରରେ ସେବାୟତଙ୍କୁ ପିଟିଛନ୍ତି ବିଦେଶୀ ପର୍ଯ୍ୟଟକ।ସେବାୟତ ହରିହରଙ୍କ ମୁଣ୍ଡରେ ଲାଗିଛି ଗଭୀର ଆ-ଘା-ତ। ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରବେଶ ବାରଣ କରିବାକୁ ଏହି ଆ-କ୍ର-ମ-ଣ ହୋଇଥିବା ଅଭିଯୋଗ ହୋଇଛି।
ଏହି ବିଦେଶୀ ପର୍ଯ୍ୟଟକଙ୍କୁ ଧରି ସିଂହଦ୍ୱାର ପୋଲିସ ଥାନାରେ ଅଟକ ରଖିଛି। ବିଦେଶୀ ନାଗରିକ ୟୁକେର ହୋଇଥିବା ସୂଚନା ମିଳିଛି।  
ଏହି ଘଟଣାରେ ଏବେ ସିସିଟିଭି ଫୁଟେଜ୍ ଆଧାରରେ ଯାଞ୍ଚ ଜାରି ରହିଛି। ବେହରଣ ଦ୍ୱାର ନିକଟରୁ ବିଦେଶୀ ନାଗରିକଙ୍କୁ ଧରି ସିଂହଦ୍ୱାର ଥାନାକୁ ନେଇଛି ପୋଲିସ।
ଏହା ପୂର୍ବରୁ ମଧ୍ୟ ୫ ଜଣ ବାଂଲାଦେଶୀ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ। ସେହିପରି ଗତ ମାର୍ଚ୍ଚ ୨୩ରେ ଜଣେ ବିଦେଶୀ ମହିଳାଙ୍କୁ ୨୨ ପାହାଚ ନିକଟରୁ ଧରାଯାଇଥିଲା। ତେବେ ବନ୍ଧୁଗଣ ବର୍ତମାନ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement