Updated: Nov 27, 2023, 16:52 IST

ପୁଅ ହୋଇ ଝିଅ ଙ୍କ ଭଳିଆ ହେଉଥିଲା ମେକଅପ୍, କମେଣ୍ଟ ରେ ଲୋକେ ଏତେ ଗାଳି କଲେ ଶେଷରେ କଲା ଆତ୍ମହତ୍ୟା..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜିକାଲି ସୋସିଆଲ ମିଡିଆରେ ସମସ୍ତେ ରିଲ୍ସ କରିବା ପାଇଁ ଖୁବ୍ ପାଗଳ ଅଟନ୍ତି। ଏଭଳି କି ଲାଇକ ଆଉ ଫଲୋୟର ପାଇଁ ସେମାନେ ଭିନ୍ନ ଭିନ୍ନ ପଦକ୍ଷେପ ନେବା ପାଇଁ ମଧ୍ୟ ପଛ ଘୁଂଚା ଦେଉନାହାଁନ୍ତି।
Special report
ଭାଇରାଲ୍ ହେବା ପାଇଁ ଅନେକ ଜଣଙ୍କ ଜୀବନ ମଧ୍ୟ ଚାଲି ଯାଇଛି। ଏବେ ମଧ୍ୟ ସୋସିଆଲ ମିଡ଼ିଆର କଳାକାର ଜଣେ ତାଙ୍କର ଜୀବନ ହାରୀ ଦେଇଛନ୍ତି।
ଏହାର କାରଣ ମଧ୍ୟ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଏହି କଳାକାର ଜଣକ ଭାଇରାଲ୍ ପାଇଁ ନୁହେଁ ବରଂ ସେ କିଛି କମେଣ୍ଟ ପାଇଁ ହିଁ ନିଜର ଜୀବନ ହାରୀ ଦେଇ ଛନ୍ତି।
ଇନ୍ଷ୍ଟାଗ୍ରାମ ରିଲ୍ସ ଭିଡିଓ ରେ ହେଟ କମେଣ୍ଟ ଆସିବା ପରେ ମଧ୍ୟପ୍ରଦେଶ ର ଜଣେ ୧୬ ବର୍ଷୀୟ ନାବାଳକ ଆ-ତ୍ମ-ହ-ତ୍ୟା କରି ଦେଇଛନ୍ତି। ସେ ପୁଅ ହୋଇ ମଧ୍ୟ ଝିଅ ହୋଇ ଇନ୍ଷ୍ଟାଗ୍ରାମ ରିଲ୍ସ୍ ଭିଡିଓ କରୁଥିଲେ।
Special report
ନିକଟରେ ଦୀପାବଳୀ ରେ ଏହି ନାବାଳକ ଜଣକ ଶାଢୀ ପିନ୍ଧି ଇନ୍ଷ୍ଟାଗ୍ରାମ ରେ ଏକ ରିଲ୍ସ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓ କୁ ନେଇ ୟୁଜର ମାନେ ସେହି ନାବାଳକ ଜଣକୁ ଖୁବ୍ ଟ୍ରୋଲ ମଧ୍ଯ କରିଥିଲେ।
ସେହି ଭିଡିଓ ରେ ଅନେକ ଲୋକମାନେ ମଧ୍ୟ ଅନେକ ଖରାପ୍ କମେଣ୍ଟ ଦେଇଥିଲେ। ଏହାକୁ ଦେଖିବା ପରେ ନାବାଳକ ଜଣକ ଆଦୌ ସହିପାରି ନଥିଲେ। ଶେଷରେ ସେ ତାଙ୍କର ଜୀବନ ହାରିବା ଭଳି ଚରମ ପଦକ୍ଷେପ ଗ୍ରହଣ କରିଥିଲେ।
ସୂଚନା ମୁତାବକ ପୋଲିସ ମୃ-ତ ଦେହ କୁ ଜବତ କରି ବ୍ୟବଚ୍ଛେଦ କରିବାକୁ ପଠାଇଛି। ହେଲେ ଏବେ ପର୍ଯ୍ୟନ୍ତ ମଧ୍ୟ ଜୀବନ ହାରିବା ପଛର ପ୍ରକୃତ କାରଣ କଣ ତାହା ଜଣାପଡି ପାରି ନାହିଁ।
ଏବେ ମଧ୍ୟ ମାମଲାର ତଦନ୍ତ ଚାଲିଛି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement