Jan 23, 2024, 12:19 IST

ସାମାନ୍ୟ ୫୦୦ ଟଙ୍କା ପାଇଁ ଛାତ୍ରୀ ର ଇଜତ୍ ନେଇଗଲା ପ୍ରିନ୍ସିପାଲ, ପରେ ହେଲା ଗିରଫ...

Special report

ନମସ୍କାର ପାଠକ ବନ୍ଧୁ।ବିଦ୍ୟାଳୟ ହେଉଛି ଏକ ପବିତ୍ର ସ୍ଥାନ।ଯେଉଁ ଠାରେ ପିଲା ମାନେ ପାଠ ପଢ଼ିବା ପାଇଁ ଯାଆନ୍ତି।ବିଦ୍ୟାଳୟ ହେଉଚି ଏପରି ଏକ ସ୍ଥାନ ଯେଉଁ ଠାରେ ପିଲା ମାନେ ନିଜ ଚରିତ୍ର କୁ ସୁନ୍ଦର ରୂପେ ଗଢି ତୋଳନ୍ତି।ହେଲେ ବର୍ତ୍ତମାନ ସମୟ ରେ କିଛି ଖରାପ ଲୋକ ମାନେ ଏହି ବିଦ୍ୟାଳୟ କୁ ମଧ୍ୟ ଛାଡି ନାହାନ୍ତି।
Special report
ପିଲା ଙ୍କୁ ଭଲ କଥା ଶିକ୍ଷା ଦେବା ଅପେକ୍ଷା ଖରାପ କାମ ରେ ବେଶୀ ନିୟୋଜିତ କରୁଛନ୍ତି।ଆମେ ଆଜି ସେଭଳି ଏକ ବିଦ୍ୟାଳୟ ବିଷୟ ରେ କହିବାକୁ ଯାଉଛୁ।ଏହି ବିଦ୍ୟାଳୟ ଟି ବିହାର ରେ ଦେଖି ବାକୁ ମିଳିଛି।ଏଠାରେ ଜଣେ ଶିକ୍ଷକ ପିଲା ଙ୍କ ଠାରୁ ଟଙ୍କା ନେଇ ପାସ କରାଇ ଦେଉଛନ୍ତି।
ସୂଚନା ଅନୁସାରେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଚି।ଏହି ଭିଡିଓ ରେ ଆପଣ ମାନେ ଦେଖିବାକୁ ପାଇବେ ଜଣେ ଶିକ୍ଷକ ମଝିରେ ବସି ଛନ୍ତି।ତାଙ୍କ ଚାରି କଡେ ପିଲା ମାନେ ଘେରି ରହିଛନ୍ତି।ପିଲା ମାନେ ଶିକ୍ଷକ ଙ୍କୁ କେବଳ ପାଞ୍ଚ ଶହ ଟଙ୍କା ବଢାଇ ଦେଉଛନ୍ତି।
ଓ ଶିକ୍ଷକ ମଧ୍ୟ ସେହି ଟଙ୍କା କୁ ନେଇ ନିଜ ପକେଟ୍ ରେ ରଖି ଦେଉଛନ୍ତି।ହେଲେ ଏହି ପିଲା ମାନେ କାହିଁକି ଶିକ୍ଷକ ଙ୍କୁ ଏତେ ଟଙ୍କା ଦେଉଛନ୍ତି ବୋଲି ଏବେ ପ୍ରଶ୍ନ ସୃଷ୍ଟି ହୋଇଚି।ଶୁଣା ଯାଉଚି କି ଏହି ଶିକ୍ଷକ ଙ୍କ ନାମ ହେଉଚି ମନିଶ ପଟେଲ।
Special report
ସେ ବିହାର ର ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ।ସେ ପିଲା ମାନଙ୍କୁ କହିଥିଲେ କି ତମେ ମାନେ ଯଦି ୫୦୦ ଟଙ୍କା ଦିଅ ତେବେ ମୁଁ ତମ ମାନଙ୍କୁ ଦଶମ ଶ୍ରେଣୀ ରେ ହେଉ ଥିବା ପ୍ରାକ୍ଟୀକାଲ୍ ପରୀକ୍ଷା ରେ ଅଧିକ ନମ୍ବର ଦେଇ ପାସ କରେଇ ଦେବି।ଏଥିରେ ପିଲା ମାନେ ବହୁତ ଖୁସି ହୋଇ ଯାଇଥିଲେ।
ସେଥିପାଇଁ ସେମାନେ ଏହାର ପର ଦିନ ଘରୁ ୫୦୦ ଟଙ୍କା ଆଣି ଶିକ୍ଷକ ଙ୍କୁ ଦେଉ ଥିଲେ।ଓ ଶିକ୍ଷକ ଏହାକୁ ପକେଟ୍ ରେ ରଖି ପିଲା ମାନଙ୍କ ନାମ କୁ ଖାତା ରେ ଲେଖି ରଖୁଥିଲେ।ସେଥି ମଧ୍ୟରୁ ଜଣେ ପିଲା ଏହାର ଏକ ଭିଡିଓ କରିଥିଲା।
ଯାହାକୁ ନେଇ ସେ ତାର ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଥିଲା।ଏହି ଭିଡିଓ ଟି ଏବେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି।
ଶୁଣିବାକୁ ମିଳୁଛି କି ଏହି ଶିକ୍ଷକ ଜଣକ ଆଗରୁ ମଧ୍ୟ ଏଭଳି କିଛି କାଣ୍ଡ ଘଟାଇ ଥିଲେ।ଏବେ ମଧ୍ୟ ସେପରି କରୁଛନ୍ତି।କିଛି ଅଭିଭାବକ ମାନେ କହିଛନ୍ତି କି ଏଭଳି ଶିକ୍ଷକ ଙ୍କୁ ବିଦ୍ୟାଳୟ ରୁ ବାହାର କରିଦେବା ଦରକାର।

Advertisement