Jan 4, 2024, 19:04 IST

ପ୍ରେମିକ ଭିଡିଓ କରି କରିଦେଲା VIRAl ଦେଖନ୍ତୁ ଶେଷରେ ପ୍ରେମିକା କରିଦେଲା ଏମିତି - Exclusive

Special Report

ନମସ୍କାର ପାଠକ ବନ୍ଧୁ। ଛଅ ମାସ ର ପ୍ରେମ ପାଇଁ ଜୀବନ ହାରି ଦେଲେ ଯୁବତୀ।ଯାହା କୁ ଯୁବତୀ ଜଣକ ଏତେ ଭଲ ପାଉଥିଲେ ଶେଷ ରେ ସେ ହିଁ ତାଙ୍କ ମୃତ୍ୟୁ ର କାରଣ ସାଜି ଥିଲା।ଏପରି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ସଦର ଥାନା ଅଞ୍ଚଳ ଗୌଡସାହି ଗାଁ ରେ।
Special Report
ଏଠାରେ ଜଣେ ଯୁବତୀ ଙ୍କ ମୃତ ଦେହ ତାଙ୍କ ଶୋଇଲା ଘରୁ ଉଦ୍ଧାର କରା ଯାଇଛି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏ ନେଇ ତାଙ୍କ ପରିବାର ଲୋକେ ଥାନା ରେ ଅଭିଯୋଗ କରିଛନ୍ତି।ଯାହାକୁ ପ୍ରେମ କରୁଥିଲେ ସେ ହିଁ ତାଙ୍କ ଜୀବନ ନେଇଛି ବୋଲି କୁହା ଯାଉଛି।
ସୂଚନା ଅନୁସାରେ ଯୁବତୀ ଙ୍କ ନାମ ହେଉଚି ପ୍ରିୟଦର୍ଶିନୀ ବେହେରା।ଯିଏ କି ଗତ ଛଅ ମାସ ପୂର୍ବେ ସେହି ଅଞ୍ଚଳ ର ରୁଦ୍ର କୁ ପ୍ରେମ କରି ବସିଥିଲେ।ଉଭୟ ପରସ୍ପର କୁ ଖୁବ୍ ଭଲ ପାଉଥିଲେ।ହେଲେ
Special Report
ଏହି କିଛି ଦିନ ତଳେ କୌଣସି ଏକ କଥା କୁ ନେଇ ଉଭୟ ଙ୍କ ମଧ୍ୟ ରେ ଜୋର୍ ରେ ଝଗଡ଼ା ହୋଇ ଥିଲା।ଦୁହେଁ ପରସ୍ପର ସହିତ କଥା ହେବା ବନ୍ଦ କରି ଦେଇଥିଲେ।ଏହି ନୂଆ ବର୍ଷ ଦିନ ସମସ୍ତେ ମଜା ମସ୍ତି ରେ ସମୟ ବିତାଉ ଥିଲେ।ପ୍ରିୟଦର୍ଶିନୀ ମଧ୍ୟ ନିଜ ପ୍ରେମିକ ସହିତ କଥା ହେବାକୁ ଇଚ୍ଛା କରିଥିଲା।
ହେଲେ ଯେତେବେଳେ ସେ ରୁଦ୍ର କୁ ଫୋନ୍ କରିଛି ସେତେବେଳେ ରୁଦ୍ର ପ୍ରିୟଦର୍ଶିନୀ କୁ ଖୁବ୍ ଗାଳି ଦେଇ ଥିଲା।ଏହା ପରେ ତାଙ୍କ ନମ୍ବର କୁ ବ୍ଲକ କରି ଦେଇଥିଲା।ଏହାକୁ ଜାଣି ପାରି ପ୍ରିୟଦର୍ଶିନୀ ବହୁତ ରାଗି ଯାଇଥିଲା।
Special Report
ଶେଷ ରେ ସେ ନିଷ୍ପତି ନେଇ ଥିଲା କି ଆ-ତ୍ମ-ହ-ତ୍ୟା କରିବ।ଘର ଭିତରେ ଫ୍ୟାନ ରେ ରଶି ଲଗାଇ ସେ ଆ-ତ୍ମ-ହ-ତ୍ୟା କରିଥିଲା।ଏହା ପରେ ପରିବାର ଲୋକେ ଦେଖି ଏହାକୁ ସହି ପାରି ନ ଥିଲେ।ପ୍ରଥମେ କେହି ଜାଣି ପାରି ନ ଥିଲେ କି ପ୍ରୀତି କଣ ପାଇଁ ଆ-ତ୍ମ-ହ-ତ୍ୟା କରିଛି।
Special Report
ହେଲେ ଯେତେବେଳେ ତାର ମା ଫୋନ୍ କୁ ଚେକ୍ କରିଥିଲା ସେତେବେଳେ ସବୁ କିଛି ଜାଣିବାକୁ ପାଇ ଥିଲା।ଏହା ପରେ ତାଙ୍କ ପରିବାର ରୁଦ୍ର ଙ୍କ ବିରୋଧ ରେ ଥାନା ରେ ଅଭିଯୋଗ କରିଛନ୍ତି।
ଏହି ଅଭିଯୋଗ ଅନୁସାରେ ରୁଦ୍ର ଙ୍କ ପାଇଁ ପ୍ରିୟଦର୍ଶିନୀ ଓରଫ ପ୍ରୀତି ର ମୃ-ତ୍ୟୁ ଘଟିଛି।ଏବେ ଦେଖିବାକୁ ବାକି ରହିଲା କେବେ ରୁଦ୍ର ଙ୍କୁ ଗିରଫ କରା ଯାଉଛି।ଓ ପ୍ରୀତି ଙ୍କୁ ନ୍ୟାୟ ଦିଆ ଯାଉଛି।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।

Advertisement