Updated: Feb 4, 2024, 13:02 IST

ପ୍ରେମିକ ର ବାହାଘର ଦିନ ପହଁଚିଗଲା ପୁରୁଣା ପ୍ରେମିକା : ଜବରଦସ୍ତି ସବୁ ଙ୍କ ଆଗରେ ପ୍ରେମିକ କୁ କୁଣ୍ଢେଇ ଧରି କଲା ଏମିତି....

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଆପଣ ମାନେ ମଧ୍ୟ ସେହି ଭିଡିଓ କୁ ଦେଖିବା ପରେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
Special report
ଏହି ଭିଡିଓ ରେ ଜଣେ ବ୍ୟକ୍ତି ବର ବେଶରେ ଥିବା ବେଳେ ଆଉ ଜଣେ ଯୁବତୀ ଦୌଡି ଆସି ତାଙ୍କୁ କୁଣ୍ଢାଇ ଧରି କାନ୍ଦିବାକୁ ଲାଗିଥିଲେ। ଆଉ କୁହା ଯାଉଛି କି ସେହି ବ୍ୟକ୍ତି ଜଣକ ହେଉଛନ୍ତି ଯୁବତୀଙ୍କ ପ୍ରେମିକ ।
ପ୍ରେମିକା ଜଣକ ନିଜର ବର ବେଶରେ ଥିବା ପ୍ରେମିକ କୁ କହୁଥିଲେ କି ତାଙ୍କୁ ଛାଡ଼ି ନଯିବା ପାଇଁ ଆଉ ତାଙ୍କ ବିନା ପ୍ରେମିକା ଜଣକ ବଞ୍ଚିପରିବେ ନାହିଁ ମରି ଯିବେ ବୋଲି ଏକଥା ବାରମ୍ବାର କହୁଥିଲେ।
ଆଉ ସମସ୍ତଙ୍କ ସାମ୍ନାରେ ବର ବେଶରେ ଥିବା ପୁଅ କୁ ଧରି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଥିଲା। ବାହା ହେବା ପାଇଁ ବରଯାତ୍ରୀ କୁ ନେଇ ଯାଉଥିଲା ବର ଆଉ ଅଧା ରାସ୍ତାରେ ହିଁ ବର ସହ ଏଭଳି କିଛି ଘଟଣା ମାନ ଘଟି ଯାଇଥିଲା।
Special report
ବର ବାହା ହେବାକୁ ଯାଉଥିବା ବେଳେ ଗୋଟେ ଝିଅ ଗାଁ ଭିତରୁ ଦୌଡି ଦୌଡି ଆସିଥିଲା ଏହାପରେ ସେ ବରକୁ ଧରି କୁଣ୍ଢାଇ କାନ୍ଦିବାକୁ ଲାଗିଥିଲା।
ଖୁବ୍ ଜୋରେ କାନ୍ଦୁ ଥିବା ବେଳେ ବର କୁ ଯୁବତୀ ଜଣକ ବାରମ୍ବାର ତାକୁ ଛାଡ଼ି ନଯିବା ପାଇଁ ମଧ୍ୟ କହୁଥିଲା। ଏହି ଦୁଇଜଣ ପ୍ରେମୀ ଜୁଗଳ। ଦୁହେଁ ଦୁହିଁଙ୍କୁ ବର୍ଷ ବର୍ଷ ଧରି ପ୍ରେମ କରି ଆସୁଥିଲେ। ଦୁହେଁ ଆଗକୁ ଯାଇ ବିବାହ କରିବାର ନିଷ୍ପତ୍ତି ମଧ୍ୟ ନେଇଥିଲେ।
ହେଲେ ତାଙ୍କର ପ୍ରେମରେ ଘର ଲୋକ ମାନେ ହିଁ ଫାଟ ସୃଷ୍ଟି କରିଥିଲେ। ଝିଅର ଛୋଟ ଜାତି ବୋଲି ଘର ଲୋକ ମାନେ ଆଦୌ ରାଜି ହୋଇ ନଥିଲେ। ଘର ଲୋକ କୁ ପୁଅ ଯେତେ ବୁଝାଇ ଥିଲେ ମଧ୍ୟ ଘର ଲୋକ ଏହି ବିବାହରେ ଆଦୌ ରାଜି ହୋଇ ନଥିଲେ।
ଏହାପରେ ପୁଅ ତାଙ୍କୁ ଭୁଲି ଝିଅକୁ ଆଉ ଜଣକୁ ବିବାହ କରିବା ପାଇଁ କହିଥିଲେ। ଏହାପରେ ପୁଅ ଘର ଲୋକେ ଆଉ ଜଣକ ସହ ତାଙ୍କ ବାହାଘର ଠିକ କରି ଦେଇଥିଲେ। ଏହା ଯେତେବେଳେ ଝିଅ ଜାଣିବାକୁ ପାଇଥିଲା ସେତେବେଳେ ତାର ପ୍ରେମିକ ନିକଟରେ ପହଞ୍ଚି ଏଭଳି କିଛି କରିଥିଲା।

Advertisement