Updated: Oct 10, 2023, 10:43 IST

ଯୁବତୀ ଙ୍କ ସହ ହେଲା ଏମିତି କାଣ୍ଡ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ ଦେଖନ୍ତୁ ପ୍ରେମିକା ପ୍ରେମିକାରୁ ସ୍ତ୍ରୀ ହେବାର ପରିଣାମ

Viral news

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ଏବଂ ସବୁ ଅଞ୍ଚଳର ଖବର ପାଇପାରିବେ ।
Viral
ଏହି ଖବର ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଆସିଛି ପୁଣି ପ୍ରେମକୁ ନେଇ । ପ୍ରେମକୁ ନେଇ ଏଭଳି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବରକୁ ନେଇ ଏବେ ଚର୍ଚ୍ଚା ହେଉଛି । ଆଜିକାଲି ଦୁନିଆରେ ପ୍ରେମ ବିବାହ କରିବା ଏକ ସାଧାରଣ କଥା ।
ଆଉ ଲୋକମାନେ ପ୍ରେମ ବିବାହ କରି ଏଭଳି କିଛି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ପ୍ରେମ ପାଇଁ ଏଭଳି ସବୁ କାମ କରନ୍ତି ଯାହାର ଭିଡିଓ ଏବେ ଚର୍ଚ୍ଚା ହେଉଛି ।
Viral
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ଯୁବକ ଆଉ ଯୁବତୀ ଭଲ ପାଉଥିଲେ । ଆଉ ସେମାନେ ପ୍ରେମ ବିବାହ ବି କରିଥିଲେ । ଏହି ଯୁବତୀ ଜଣକ ତାର ପରିବାର ଏବଂ ସବୁକିଛି ଛାଡ଼ି ସେହି ଯୁବକଙ୍କ ସହିତ ଘରୁ ପଳାଇ ଯାଇଥିଲା । ଆଉ ସେମାନେ ଖୁସିରେ ଥିଲେ ।
ଏହି ଯୁବକ ଆଉ ଯୁବତୀ ବିବାହ କରି ବହୁତ ଖୁସିରେ ଥିଲେ । ଆଉ ସେମାନେ ଦୁଇବର୍ଷ ଏକାଠି ରହିଥିଲେ । ଏହାପରେ ଏହି ଯୁବତୀ ଜଣକ ସବୁବେଳେ ସୋସିଆଲ ମିଡିଆରେ ବ୍ୟସ୍ତ ରହିଲେ ଅର୍ଥାତ୍ ଫେସବୁକରେ ସବୁବେଳେ ଯୁବତୀ ରୋଷନି ବ୍ୟସ୍ତ ରହିଲେ ।
Viral
ଆଉ ଏହାପରେ ଏହିସବୁ ଦେଖି ତାଙ୍କ ପ୍ରେମିକ ବା ସ୍ବାମୀ ତାଙ୍କୁ ଅନେକ ବୁଝାଇଲେ ଆଉ ସବୁବେଳେ ତାଙ୍କ ଭିତରେ ଝଗଡ଼ା ହେଲା । ଏମିତି ଝଗଡ଼ା ସବୁଦିନ ହେବା ପରେ ଏହି ଯୁବତୀ ଜଣକ ତାଙ୍କ ସ୍ବାମୀଙ୍କୁ ଛାଡ଼ି ପଳାଇଥିଲେ ।
ପ୍ରାୟ ଏକ ବର୍ଷ ଏହି ଯୁବତୀ ଜଣକ ବାହାରେ ରହିଲେ ।
ଏହାପରେ ଯୁବତୀ ଜଣଙ୍କୁ ଯୁବକ ଜଣଙ୍କ ବୁଝାଇ ଘରକୁ ଆଣି ଏଭଳି କାମ କରିଲେ ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ଯୁବକ ଜଣକ ଯୁବତୀଙ୍କୁ ଘରକୁ ଆଣିବା ପରେ ତାଙ୍କ ସହିତ ଭଲ କଥାବାର୍ତ୍ତା କରିଥିଲେ ।
ଏହାପରେ ତାଙ୍କୁ ମଦ ପିଇବାକୁ ଦେଇଥିଲେ । ଆଉ ଯେତେବେଳେ ଯୁବତୀ ଜଣକ ନିଶାରେ ରହିଲେ ସେତେବେଳେ ଏହି ଯୁବକ ଜଣକ ତାଙ୍କ ମୁଣ୍ଡରେ ପଥର ପକାଇ ତାଙ୍କୁ ମାରି ଦେଇଥିଲେ । 
ଆଉ ଏହାପରେ ଏହି ଯୁବତୀ ଜଣକ ମରି ଯାଇଥିଲେ । ଯୁବତୀ ଜଣକ ବିଶ୍ବାସରେ ଆସିଥିଲେ କିନ୍ତୁ ଯୁବକ ଜଣକ ଏଭଳି କରିବା ସତରେ ବହୁତ ଖରାପ କଥା । ଏହି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ରାଜ୍ୟର ଜୟପୁର ଅଞ୍ଚଳରେ ।
ଏବେ ଯୁବକ ଜଣକ ବେଲରେ ଆସିବାକୁ ଓକିଲଙ୍କ ପରାମର୍ଶ ନେଉଛନ୍ତି । ଏବେ ଦେଖିବାକୁ ବାକି ରହିଲା କି ଏହି ଯୁବକ ଜଣଙ୍କୁ ବେଲ ମିଳୁଛି ନା ନାହିଁ । ଏହି ଯୁବକ ଜଣଙ୍କୁ ଦଣ୍ଡ ମିଳିବା ଉଚିତ୍ । ଆଉ ଦଣ୍ଡ ମିଳିଲେ ସେ ଏଭଳି ଆଉ କାମ କରିବେ ନାହିଁ ।

Advertisement