Mar 15, 2024, 18:14 IST

ପ୍ରେମ ପ୍ରତାରଣା ସାଙ୍ଘାତିକ ଧୋକାର ଆସିଲା ସାଙ୍ଘାତିକ ରୂପ ଦେଖନ୍ତୁ ଘଟିଗଲା କେତେବଡ଼ କାଣ୍ଡ

Viral video

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆପଣମାନେ ସମସ୍ତେ ତ ଆଜିକା ଦୁନିଆର ପ୍ରେମ ବିଷୟରେ ଜାଣିଥିବେ । ଆଜିକା ଦୁନିଆରେ ପ୍ରେମ କରୁଥିବା ଲୋକମାନେ ପ୍ରେମ କରିବା ପୂର୍ବରୁ ଭାବିବା ଉଚିତ୍ । ଆଜିକାଲି ଦୁନିଆରେ ଲୋକମାନେ ରଙ୍ଗ ନମ୍ବରରେ କଥା ହେଉଛନ୍ତି ।
Viral
ରଙ୍ଗ ନମ୍ବରରେ କଲ୍ ଆସିଲେ ଅନେକ ଲୋକ କଥା ହେଉଛନ୍ତି । ଆଉ ସେମାନେ ଫସି ଯାଇଥାନ୍ତି । ରଙ୍ଗ ନମ୍ବରରେ କଥା ହେଇ ପ୍ରେମ କରି ଦେଉଛନ୍ତି ଲୋକମାନେ । ଆଉ ଏହି ପ୍ରେମ ପାଇଁ ଲୋକମାନେ ଘର ମଧ୍ୟ ଛାଡ଼ି ଦେଉଛନ୍ତି ।
ଜଣେ ଯୁବତୀ ରଙ୍ଗ ନମ୍ବରରେ କଥା ହୋଇ ଫସି ଯାଇଛନ୍ତି । ସେହି ଯୁବତୀ ଜଣଙ୍କୁ ପ୍ରେମ କରି ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ସହ ସମ୍ପର୍କ ରଖିଥିଲେ । ଆଉ ଏହାପରେ ତାଙ୍କ ସହ ଏଭଳି କିଛି ଘଟିଥିଲା ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ପ୍ରଥମେ ଯୁବତୀଙ୍କ ପାଖକୁ ଏକ ଅଜଣା ଫୋନ କଲ୍ ଆସିଥିଲା । ଆଉ ଯୁବତୀ ଜଣକ ତାଙ୍କ ସହିତ କଥା ହେଉଥିଲେ । ଆଉ ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରା ଉଦୟଗିରି ଥାନା ଅର୍ନ୍ତଗତ ଲୁବରସିଂ ଗାଁର ସୁନିତା ନାୟକଙ୍କ ସହିତ ।
Viral
ଏହି ଗାଁର ସୁନିତା ନାୟକଙ୍କ ପାଖରୁ ତାଙ୍କ ପାଖ ଗାଁରୁ ଜଣେ ଯୁବକ କଲ୍ କରିଥିଲେ । ଆଉ ସେମାନେ ଧୀରେ ଧୀରେ କଥା ହେଇଥିଲେ ଆଉ ସେମାନଙ୍କ ଭିତରେ ପ୍ରେମ ସଂପର୍କ ହୋଇଥିଲା ।
ଆଉ ସେମାନେ ତିନିବର୍ଷ ହେଲା ପ୍ରେମ କରୁଥିଲେ । ତାଙ୍କ ଭିତରେ ସବୁକିଛି ସରି ଯାଇଥିଲା । ଏହି ଯୁବକ ଜଣକ ପୂର୍ବରୁ ବିବାହିତ ବୋଲି ସେହି ଯୁବତୀ ଜାଣି ପାରିନଥିଲେ । ଏହି ଯୁବକ ଜଣକ ପ୍ରେମ ଜାଲରେ ଫସାଇ ତାଙ୍କୁ ବିକ୍ରି କରି ଦେଇଥିଲେ ।
ଜୀବନକୁ ବଞ୍ଚାଇବା ପାଇଁ ଏହି ଯୁବତୀ ଜଣକ ନିଜକୁ ଉଦ୍ଧାର କରିଥିଲେ । ଏବେ ଏହି ଘଟଣାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଯୁବତୀ । ଏବେ ପୀଡିତା ସବୁ କଥା କହିବା ପରେ ପୋଲିସ ଏବେ ଏହି ଘଟଣାକୁ ନେଇ ତଦନ୍ତ କରୁଛି । ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

Advertisement