Updated: Aug 6, 2023, 08:27 IST

ଏତେ ବର୍ଷ ପ୍ରେମ କଲା ପରେ ମିଳିଲା ଏମିତି ଧୋକା ଆପଣ ଶୁଣିଲେ ବିଶ୍ୱାସ କରିପାରିବେ ନାହିଁ

Viral news

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ବିଶେଷ କରିକି ପ୍ରେମ ସମ୍ପର୍କକୁ ନେଇକି ଅନେକ ସମୟରେ ଅନେକ ଖବର ଆସୁଥିବାର ଦେଖିବାକୁ ମିଳିଥାଏ।
Viral
ତେବେ ବର୍ତ୍ତମାନ ସେହି ପ୍ରେମ ସମ୍ପର୍କ କୁ ନେଇକି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଠି ଦେଖା ଯାଉଛି କି ପ୍ରେମିକ ଜଣଙ୍କ ଝିଅ ଟିକୁ ବିବାହ କରିବାର ପ୍ରତିଶୃତି ଦେଇ ଏବେ ଦେଇଛନ୍ତି ଧୋକା। 
ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ପ୍ରେମ ନାଁରେ ଝିଅ ବା ପୁଅଙ୍କୁ ଧୋକା ଦେଉଛନ୍ତି। ତେବେ ପ୍ରେମ ସମ୍ପର୍କ ରେ ରହି କିଛି ପ୍ରେମୀ ଯୁଗଳ ଶା-ରୀ-ରି-କ ସମ୍ପର୍କ ମଧ୍ୟ ରଖଛନ୍ତି ଯାହା ପାଇଁ ତାଙ୍କୁ ଭାରି ପରିଣାମର ଶିକାର ହେବାକୁ ପଡୁଛି।
ବନ୍ଧୁଗଣ ନିଜ କାମ ସରିଗଲା ପରେ ଲୋକେ ବିବାହ ବନ୍ଧନରେ ବାନ୍ଧିହୋଇ ରହିବାକୁ ପସନ୍ଦ କରୁନାହାଁନ୍ତି। ଯାହାଫଳରେ ଯୁବପିଢ଼ି ବିବାହ କରିବା ବଦଳରେ 'ଲିଭ୍ ଇଂ ରିଲେସନ୍' ରେ ରହିବାକୁ ପସନ୍ଦ କରୁଛନ୍ତି। 
Viral
ତେବେ ବନ୍ଧୁଗଣ ବର୍ତ୍ତମାନ ସେହି ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ଗଣମାଧ୍ୟମ ନିକଟରେ କହୁଛନ୍ତି କି ଜଣେ ଯୁବକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ବର୍ତ୍ତମାନ ତାଙ୍କୁ ବାହା ହେବା ପାଇଁ ମନା କରୁଛନ୍ତି।
ଉଭୟଙ୍କ ମଧ୍ୟରେ ୫ ବର୍ଷ ହେବ ପ୍ରେମ ସଂପର୍କ ଥିଲା। ଉଭୟଙ୍କ ପରିବାର ଲୋକେ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିଥିଲେ। ଆଉ ଯୁବକ ଜଣକ ଯୁବତୀଙ୍କ ଘରକୁ ପାଞ୍ଚ ଛଅ ଥର ମଧ୍ୟ ଯାଇଛନ୍ତି। 
ଉଭୟଙ୍କ ମଧ୍ୟରେ ଏକ ବର୍ଷ ବନ୍ଧୁତା ଥିଲା ଆଉ ଏହାପରେ ତାଙ୍କ ମଧ୍ୟରେ ୪ ବର୍ଷର ପ୍ରେମ ସମ୍ପର୍କ ରହିଥିଲା। ସେହି ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବେ କହି ସହିତ ରାତିରେ ହୋଟେଲ ରୁମରେ ଶା-ରି-ରୀ-କ ସମ୍ପର୍କ ରଖୁଥିଲେ।
Viral
କିନ୍ତୁ ଯୁବତୀଙ୍କୁ କହିବା ଅନୁଯାୟୀ, ଯୁବକଙ୍କ ମାଆ ମନା କରୁଛନ୍ତି ତାଙ୍କ ସହ କଥା ନହେବା ପାଇଁ। ଏବଂ ଯୁବତୀ ଜଣକ କହିଛନ୍ତି ଯୁବକ ଜଣକ ଯଦି ତାଙ୍କୁ ବାହା ହେବେ ନାହିଁ ତାହାଲେ ସେ ଜୀବନ ହାରିଦେବେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement