Mar 1, 2024, 07:52 IST

ପ୍ରେମ ବ୍ୟାପାର ରେ ଯୁବକ କରିଦେଲା ଉନ୍ମକୁ କାଣ୍ତ..ଯୁବତୀ ର ଛାତି କୁ ବାରମ୍ବାର କଲା ଛୁରୀ ରେ ଆକ୍ରମଣ...

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ପ୍ରେମ ପାଇଁ ମାଲିକ ଙ୍କ ସ୍ତ୍ରୀ କୁ ହ-ତ୍ୟା କରାଯାଇଛି। ବିଚ୍ ବଜାର ରେ ହିଁ ମହିଳାଙ୍କୁ ଭୁସିଲେ ଛୁରୀ। ଘରେ ରହି କାମ କରୁଥିବା ସମୟରେ ଘର ମାଲିକ ଙ୍କ ସ୍ତ୍ରୀ ସହ ଆରମ୍ଭ ହୋଇ ଯାଇଥିଲା ପ୍ରେମ ସମ୍ପର୍କ।
Special report
ହେଲେ ଏହି ପ୍ରେମର ପରିଣତି ଏତେ ବି ଭୟଙ୍କର ହେବ ଏକଥା କେହି ହେଲେ ମଧ୍ୟ ଭାବି ନଥିଲେ। ଏହି ପ୍ରେମ ପାଇଁ ଘର ଅଗଣା ରକ୍ତରେ ଭିଜି ଯିବ ଏକଥା ମଧ୍ୟ କେହି ସ୍ବପ୍ନ ରେ ମଧ୍ୟ ଭାବି ନଥିଲେ।
ଦିନକୁ ଦିନ ପ୍ରେମ ବିବାଦ ବଢ଼ିବାରେ ଲାଗିଛି। ଏହି ପ୍ରେମ ପାଇଁ ହିଁ ଅନେକ ନିରୀହ ଜୀବନ ମଧ୍ୟ ଚାଲି ଯାଉଛି। ଏହାର ହିସାବ କରିବା ମଧ୍ୟ ଖୁବ କଷ୍ଟକର ହୋଇ ପଡିବ।
ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ଝରଣା ବସ୍ତିରେ ରହୁଥିବା ଗୀତାଞ୍ଜଳି ରଞ୍ଜିତ। ହେଲେ ପ୍ରେମ ପାଇଁ ତାଙ୍କୁ ବିଚ୍ ବଜାର ରେ ହିଁ ଛୁରୀ ଭୁଷି ହ-ତ୍ୟା କରାଯାଇଛି। ଅଭିଯୋଗ ମୁତାବକ ସଂପୃକ୍ତ ମହିଳାଙ୍କ ଘରେ କାଳୁ ନାମକ ଏକ ଯୁବକ ରହୁଥିଲେ।
Special report
ସେ ଗତ ୨୦ ଦିନ ଧରି କାମ କରି ଆସୁଥିଲେ। ଏହାରି ମଧ୍ୟରେ ସେ ଘରେ ରହୁଥିବା ମାଲିକାଣୀ ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଅଭିଯୁକ୍ତ ମାଲିକାଣୀ କୁ ଘରୁ ନେଇ ଫେରାର ହେବା ପାଇଁ ଯୋଜନା ମଧ୍ୟ କରିଥିଲା।
ହେଲେ ଏହାକୁ ଗୀତାଞ୍ଜଳି ବିରୋଧ କରିଥିଲେ। ଯାହାର ଫଳ ସ୍ୱରୂପ କାଳୁ ରାଗି ଯାଇଥିଲା ଆଉ ଛୁରୀ ରେ ମର୍ମନ୍ତୁତ ଭାବରେ ଗୀତାଞ୍ଜଳି କୁ ଆକ୍ରମଣ ମଧ୍ୟ କରିଥିଲା। ଏହାପରେ ସେଠାରୁ ଫେରାର ମାରିଥିଲା।
ପୋଲିସ କହିବା ଅନୁସାରେ ସେହି ଅଞ୍ଚଳରେ ମୋବାଇଲ ରିପାରିଂ କରିବା ସହ ଛୋଟ ମୋଟ ମୋବାଇଲ ବିଜିନେସ ମଧ୍ୟ କରୁଥିଲା। ତାଙ୍କ ଘରେ ହିଁ କାଳୁ ନାମକ ଯୁବକ ରହୁଥିଲା ଆଉ ତାଙ୍କର ସ୍ତ୍ରୀ ସହ ପ୍ରେମ ସମ୍ପର୍କ ରଖିଥିଲା।
ଏହି ପ୍ରେମ ସମ୍ପର୍କରୁ ହିଁ ଏବେ ଏଭଳି ଘଟଣା ଘଟି ଯାଇଛି ଯାହା କେବେ କେହି ବିଶ୍ଵାସ କରି ନଥିବେ। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement