Updated: Mar 9, 2024, 17:24 IST

ଅନୁଭବ ମହାନ୍ତିଙ୍କ ସହ ଆଗାମୀ ଦିନରେ ସାମ୍ନାକୁ ଆସିବେ ଅଭିନେତ୍ରୀ ପ୍ରକୃତି ମିଶ୍ର !!! ଦେଖନ୍ତୁ ଆସିଲା ବଡ ଖବର

Viral

ନମସ୍କର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଓଲିଉଡ, ବଲିଉଡ, ଏବଂ ସିନେମା ଜଗତର ସବୁ ଖବର ଆପଣମାନେ ପାଇ ପାରୁଛନ୍ତି ।
ଆପଣମାନେ ସମସ୍ତେ ଅଭିନେତା ଆଉ ଅଭିନେତ୍ରୀଙ୍କୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଅନେକ ଫିଲ୍ମ୍ କରିଛନ୍ତି । 
Anubhab mohanty
ଆପଣମାନେ ସମସ୍ତେ ଅଭିନେତା ଅନୁଭବ ମହାନ୍ତିଙ୍କୁ ଭଲଭାବରେ ଜାଣିଥିବେ । ଏହି ଅଭିନେତା ଜଣକ ସବୁବେଳେ ତାଙ୍କ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ଅଭିନେତା ଅନୁଭବ ମହାନ୍ତି ଏକାଠି ଫିଲ୍ମ୍ କରି ନାହାଁନ୍ତି ।
ଏବେ ତାଙ୍କ ଦୁଇଜଣଙ୍କୁ ନେଇ କିଛି ଖବର ଆସିଛି । ଆପଣମାନେ ଏହି ଦୁଇ ଜଣଙ୍କୁ ଏକାଠି ଏବେ ଦେଖିପାରିବେ । ଏହି ଅଭିନେତା ଆଉ ଅଭିନେତ୍ରୀ ଏକାଠି ଫିଲ୍ମ୍ କରିବାକୁ ଯାଉଛନ୍ତି । 
ଏହି ଅଭିନେତା ଜଣକର ଆଗକୁ ନୂଆ ଫିଲ୍ମ୍ ଆସିବାକୁ ଯାଉଛି । ଅଭିନେତା ଜଣକର ନୂଆ ଫିଲ୍ମ୍ ରଜରେ ଆସିବାକୁ ଯାଉଛି । ରଜରେ ଆସିବାକୁ ଯାଉଥିବା ତାଙ୍କ ଫିଲ୍ମରେ ଅଭିନେତା ଅନୁଭବ ମହାନ୍ତି ଲିଡ ରୋଲରେ ଅଭିନୟ କରିଛନ୍ତି ।
Prakruti
ଆଉ ଏହାସହ ଏହି ଫିଲ୍ମରେ ଦୁଇଜଣ ଅଭିନେତ୍ରୀ ଅଛନ୍ତି । ସୁପ୍ରିୟା ନାୟକ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ଏହି ଫିଲ୍ମରେ ନଜର ଆସିବେ । ଅଭିନେତ୍ରୀ ସୁପ୍ରିୟା ହିରୋଇନ୍ ଭୂମିକାରେ ଆଉ ଲିଡ୍ ରୋଲରେ ଅଭିନୟ କରିଥିବା ବେଳେ ପ୍ରକୃତି ମିଶ୍ର ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି ।
ଏହି ଫିଲ୍ମର ନାମ ହେଉଛି କୁହୁଡ଼ି । ଏହି ଫିଲ୍ମ୍ ପୂର୍ବରୁ ଅଭିନେତ୍ରୀ ପ୍ରକୃତି ମିଶ୍ର ଅଭିନେତା ଅନୁଭବ ମହାନ୍ତିଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ ଆଉ ସେତେବେଳେ ସେ ଶିଶୁ କଳାକାର ଥିଲେ ।
ଆଉ ଏବେ ଅଭିନେତ୍ରୀ ପ୍ରକୃତି ମିଶ୍ର ଅଭିନେତା ଅନୁଭବ ମହାନ୍ତିଙ୍କ ସହିତ ପ୍ରଥମ ଥର ପାଇଁ ଅଭିନୟ କରିବେ । ଆଗାମୀ ରଜରେ ଅଭିନେତା ଆଉ ଅଭିନେତ୍ରୀଙ୍କ ଅଭିନୟ ଦେଖିବାକୁ ମିଳିବ । ଅନୁଭବ ମହାନ୍ତିଙ୍କ ବାପା ଆଉ ଏହି ଦୁନିଆରେ ନାହାଁନ୍ତି । ସେ ତାଙ୍କୁ ଝୁରି ହେଉଛନ୍ତି । ଏବେ ଏହି ଅଭିନେତା ଆଉ ଅଭିନେତ୍ରୀଙ୍କ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଛି ।

Advertisement