Updated: Mar 3, 2024, 14:06 IST

ପ୍ରଦୀପ ଶେଷରେ ଖୋଲିଦେଲେ ବିଜେଡି ର ଗୁମର...ଜଣକ ପରେ ଜଣେ ଦେଖିବ ସବୁ ଇସ୍ତଫା ଦେବେ..

Cm naveen Patnaik

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଭଲ ଭାବେ ଜାଣି ଥିବେ।ଗତ କିଛି ଦିନ ହେବ ରାଜନୀତି ରେ ତାଙ୍କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ଆଜି ପୁଣି ଥରେ ଆମେ ତାଙ୍କରି ବିଷୟ ରେ କହିବାକୁ ଯାଉଛୁ।
Bjd
ସେ ପୂର୍ବ ରୁ ବିଜେଡି ଦଳ ର ବିଧାୟକ ଥିଲେ।ସେ ଗୋପାଳପୁର ରେ ବିଜୟ ହାସଲ କରି ଥିଲେ।ହେଲେ ଏହା ପରେ ତାଙ୍କର ବିଜେଡି ଦଳ ସହିତ ବିବାଦ ଦେଖା ଦେଖା ଦେଲା।ଯାହା ଫଳ ରେ ସେ ବିଜେଡି ଦଳ ରୁ ବାହାରି ବିଜେପି ରେ ସାମିଲ ହୋଇ ଥିଲେ।
ତେବେ ଆଜି ଆମେ ସେହି ବିଜେପି ପ୍ରଦୀପ ପାଣିଗ୍ରାହୀ ଙ୍କ ବିଷୟ ରେ କହିବାକୁ ଯାଉଛୁ।ନିକଟ ରେ ତାଙ୍କର ଗୋଟିଏ ସାକ୍ଷାତକାର ନିଆ ଯାଇ ଥିଲା।ସେଥିରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଷୟ ରେ କହି ଥିଲେ।
Cm
ସେ କହିଥିଲେ କି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମୋ କଥା ମାନି ଏବେ ପାଦ ରେ ଚାଲି ଚାଲି ବୁଲୁଛନ୍ତି।ଏହା ଦ୍ବାରା ସାର ସୁସ୍ଥ ରହିବେ।ବିଜେଡି ଦଳ ର ଯେତେ ସବୁ ବିଧାୟକ ମାନେ ଅଛନ୍ତି ସେମାନେ ସମସ୍ତେ ବହୁତ କଷ୍ଟ ରେ ଅଛନ୍ତି।ନିଜ ହକ ପାଇଁ ସେମାନେ ଲଢ଼ୁଛନ୍ତି।
ହେଲେ ସେମାନେ କିଛି ବି କହୁ ନାହାନ୍ତି।ମୁଁ ଆଜି ମୋ ହକ ପାଇଁ ଲଢ଼ୁଛି।ଦଳ ରୁ ବାହାରି ଆସି ବହୁତ ଖୁସି ଅଛି।ସେହି ବିଧାୟକ ମାନେ ଏବେ ମଧ୍ୟ ମୋ କଣ୍ଟାକ୍ଟ ରେ ଅଛନ୍ତି।
Vital
ମୋତେ ସବୁ କିଛି କହି ଥାଆନ୍ତି।ବିଜେଡି ଖାଲି କହି ବୁଲୁଛି ବିକାଶ ହୋଇଚି।ତେବେ ଆପଣ ମାନେ ଥରେ ଗାଁ ଗାଁ ରେ ବୁଲି ଦେଖନ୍ତୁ ଗାଁ ରେ କେତେ ବିକାଶ ହୋଇଚି।ଲୋକ ମାନେ ଏବେ ମଧ୍ୟ ସେହି ଅସୁବିଧା ରେ ରହୁଛନ୍ତି।ଦୁଃଖ କଷ୍ଟ ରେ ରହୁଛନ୍ତି।୫ ଟି ସଚିବ ଖାଲି କଥା ରେ କହୁଛନ୍ତି।ହେଲେ ବିକାଶ କାଇଁ।
ଆପଣ ମାନେ ସମସ୍ତେ ସୌମ୍ୟ ରଞ୍ଜନ ଙ୍କ ବିଷୟ ରେ ଶୁଣି ଥିବେ।ବିଜେଡି ତାଙ୍କର ଆଜି ଯାଏଁ କିଛି ବି କରି ପାରି ନାହାଁନ୍ତି।ତାଙ୍କୁ ଫସାଇବା ପାଇଁ ବହୁତ ଚେଷ୍ଟା କରା ଯାଇ ଥିଲା।ହେଲେ କିଛି ବି ଏଥିରେ ସଫଳ ହୋଇ ନାହିଁ।ଆଗକୁ ମଧ୍ୟ କିଛି ବି ହେବନି ବୋଲି କହିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।ତାଙ୍କର ଏହି କଥା କୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।

Advertisement