Updated: Mar 30, 2024, 18:35 IST

ପୋଷ୍ଟ ଅଫିସରେ ମାତ୍ର ଏତିକି ଟଙ୍କା ଜମା କରି ପାଆନ୍ତୁ ୨.୨୫ ଲକ୍ଷ ଟଙ୍କା ସୁଧ ଦେଖନ୍ତୁ କେମିତି କରିବେ ଆରମ୍ଭ

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Post office
ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ପୋଷ୍ଟ ଅଫିସର ଏହି ନୂଆ ସ୍କିମ ମାତ୍ର ୫ ଲକ୍ଷ ଟଙ୍କା ବିନିଯୋଗରେ ପ୍ରାୟ ୨ ଲକ୍ଷ ୨୫ ହଜାର ଟଙ୍କା ସୁଧ ପାଇ ପାରିବେ।
ଆଉ ସବୁଠାରୁ ବଡକଥା ହେଉଛି ଆପଣ ଜାମା କରିଥିବା ମୂଳ ରାଶି ବି ପାଇ ପାରିବେ। କେବଳ ସେତିକି ନୁହେଁ ଏହି ଯୋଜନା ବିନିଯୋଗ କଲେ ଆୟକର ଧାରା ୮୦ସି ଅନୁଯାଇ ଟିକସ ଛାଡ଼ ମଧ୍ୟ ପାଇବେ। 
Viral
ଅର୍ଥାତ ଏହି ସ୍କୀମ ଅୟକର ଭୂକ୍ତ ହେବ ନାହିଁ। ପୋଷ୍ଟ ଅଫିସର ଏହି ସ୍କୀମ ନାଁ ହେଉଛି ପୋଷ୍ଟ ଅଫିସ ଟାଇମ୍ ତିପଜିଟ ଆକାଉଣ୍ଟ। ଏଥିରେ ଦୁଇବର୍ଷ ତିନିବର୍ଷ ଏବଂ ପାଞ୍ଚବର୍ଷ ପର୍ଯ୍ୟନ୍ତ ବିନିଯୋଗ କରିବା ପାଇଁ ସୁବିଧା ମିଳି ପାରୁଛି।
ଏହି ଯୋଜନାରେ ୨୦୨୪ ଜାନୁୟାରୀରୁ ୧ ତାରିଖରୁ ବର୍ଷେ ପାଇଁ ଜମା ଉପରେ ୬.୯%, ଦୁଇବର୍ଷ ଜମା ଉପରେ ୭%, ତିନିବର୍ଷ ଜମା ଉପରେ ୭.୧% ଏବଂ ପାଞ୍ଚବର୍ଷ ୭.୫% ସୁଧ ମିଳୁଛି। ବର୍ତ୍ତମାନ ଏହି ସୁଧହାର ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ। 
ଏହି ଯୋଜନାରେ କ୍ରୟ ମାସିକ ଆଧାରରେ ସୁଧହାର ହିସାବ କରାଯାଇ ଏବଂ ବାର୍ଷିକ ଭିତ୍ତିରେ ଦେୟ ପ୍ରଦାନ କରାଯାଇଥାଏ। ଏଥିରୁ ନିବେଶକ ଅଧିକ ଲାଭ ପାଆନ୍ତି।
ଏଭଳି ପରିସ୍ଥିତିରେ ଯଦି ଆପଣ ୫ ବର୍ଷ ପାଇଁ ୫ ଲକ୍ଷ ଟଙ୍କା ବିନିଯୋଗ କରନ୍ତି। ତେବେ ୭.୫% ସୁଧହାରରେ ଏହା ୭ ଲକ୍ଷ ୨୫ ହଜାର ଟଙ୍କା ଫେରସ୍ତ ପାଆନ୍ତି। ୫ ବର୍ଷ ମ୍ୟାଚୁରିଟି ପରେ ଆପଣ ଆପଣଙ୍କ ମୂଳ ରାଶି ପ୍ରତ୍ୟାହାର କରିପାରିବେ। ପୋଷ୍ଟ ଅଫିସ ଟାଇମ୍ ଡିପଜିଟ ଆକାଉଣ୍ଟରେ ଅତିକମରେ ୧୦୦୦ ଟଙ୍କା ସହିତ ଏହି ବିନିଯୋଗ ଆରମ୍ଭ କରିପାରିବେ।

Advertisement