ନମସ୍କାର ପାଠକ ବନ୍ଧୁ।ଆମେ ଆଜି ଆପଣ ମାନଙ୍କୁ ଏପରି ଜଣେ ହ-ତ୍ୟା-କା-ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହେବେ।ଜଣେ ଲୋକ ନିଜେ ହ-ତ୍ୟା-କା-ରୀ ହୋଇ ପୋଲିସ ମାନଙ୍କୁ ଭୁଆଁ ବୁଲାଉ ଥିଲା।
ଶେଷ ରେ ପୋଲିସ ହାତ ରେ ଧରା ପଡ଼ି ହାଜତ ଭର୍ତି ହୋଇଛି।ଏହି ଘଟଣା ଟି ହେଉଛି ଗଞ୍ଜାମ ଜିଲ୍ଲା ପାଟପୁରା ଥାନା ଅଞ୍ଚଳ ର ବୃନ୍ଦାବନ ଗ୍ରାମ ରେ।ଏଠାରେ ଜଣେ ବ୍ୟକ୍ତି ଙ୍କୁ ହ-ତ୍ୟା କରା ଯାଇଛି।ସେହି ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଛେଳି ଜଗୁଆଳି।
ସୂଚନା ଅନୁସାରେ ବୃନ୍ଦାବନ ଗ୍ରାମ ରେ ଜଣେ ଛେଳି ଜଗୁଆଳି ହେଉଛନ୍ତି ସୁନିଲ ନାୟକ ।ତାଙ୍କ ପରିବାର ବହୁତ ଦୁଃଖ କଷ୍ଟ ରେ ଚଳନ୍ତି।ହେଲେ ତାଙ୍କ ମୃ-ତ ଦେହ ହଟାତ ଏକ ସ୍ଥାନ ରୁ ମିଳିଲା। ଯାହାକୁ ଦେଖି ଗ୍ରାମ ବାସି ମାନେ ଭୟବିତ ହୋଇ ଯାଇଥିଲେ।
ସୁନିଲ ଙ୍କ ପରିବାର ଲୋକେ ଏହାକୁ ନେଇ ଥାନା ରେ ଅଭିଯୋଗ କରିଥିଲେ।ଏହା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା।ପୋଲିସ ସେଠାରେ ପହଞ୍ଚି ସୁନିଲ ର ବେକ କଟା ହୋଇ ଥିବାର ଦେଖିବାକୁ ପାଇଥିଲା।
ପୋଲିସ ଅଭିଯୁକ୍ତ କୁ ଧରିବା ପାଇଁ ଜଙ୍ଗଲ ରେ ଘୁରି ବୁଲୁଥିଲା।ଆଉ ଏହି କାର୍ଯ୍ୟ ରେ ପୋଲିସ କୁ ବାଟ ଦେଖାଉ ଥିଲା ଅଭିଯୁକ୍ତ ନିଜେ।ସେ ଏପରି କରି ପୋଲିସ କୁ ଭୁଆଁ ବୁଲାଇ ଥିଲା।ସେହି ଅଭିଯୁକ୍ତ ଜଣକ ହେଉଚି କୁନା ଦଳାଇ।
ଅନେକ ଦିନ ରୁ ତାହାର ସୁନିଲ ସହିତ ଝଗଡ଼ା ଲାଗି ରହିଥିଲା।ଶେଷ ରେ ସେ ସୁନିଲ ର ବେକ କାଟି ଗାଁ ଜଙ୍ଗଲ ଭିତରେ ପକାଇ ଦେଇଥିଲା।ଘଟଣା ସ୍ଥଳ ରେ ସୁନିଲ ର ମୃତ୍ୟୁ ଘଟି ଥିଲା।ପରିବାର ଲୋକେ ଅନେକ ଦିନ ହେଲାଣି ତାକୁ ଖୋଜି ବୁଲୁ ଥିଲେ।
ହେଲେ ହଟାତ ସୁନିଲ ଜଙ୍ଗଲ ରୁ ମିଳିବା ପରେ ସେମାନେ ନିଜ କୋହ କୁ ସମ୍ଭାଳି ପାରି ନ ଥିଲେ।ଶେଷ ରେ ସେମାନେ ଏ ବିଷୟ ରେ ପୋଲିସ କୁ ଖବର ଦେଲେ।ପୋଲିସ କୁନା ଓ ତାର ସାଙ୍ଗ କୁ ଗିରଫ କରିଛି।ଉଭୟ ପୋଲିସ ଆଗରେ ନିଜ ଭୁଲ କୁ ସ୍ବୀକାର କରିଛନ୍ତି।