Sep 16, 2023, 12:49 IST

ପୋଲିସ୍ କଲେ ଖୁଲାସା, ସେ ଯୁବତୀ ମୋବାଇଲ ରେ ଅଛି ବହୁତ୍ ଲୋକ ଙ୍କ ସହ ଶାରୀରିକ ସଂପର୍କ ରଖିବା ସମୟ ର ଭିଡିଓ !

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟର ଚର୍ଚ୍ଚିତ ଚେହେରା ହେଉଛନ୍ତି ଇରାନୀ। ଆଉ ଏବେ ଏକ ତଥ୍ଯ ସାମ୍ନାକୁ ଆସିଛି କି ଇରାନୀ ଙ୍କ ଫୋନ୍ ରେ ରହିଛି ଗଦା ଗଦା ଅ-ଶ୍ରି-ଳ ଭିଡିଓ।
Special report
ଆଉ ଏହି ସତ ଏବେ ଖୋଲି ଦେଇଛନ୍ତି ଥାନା ଅଧିକାରୀ ମାନେ। ଏହି ଭିଡିଓ ଦେଖାଇ ହିଁ ସେ ସମସ୍ତଙ୍କୁ ବ୍ଲାକ ମେଲ କରୁଥିଲେ। ଏହି ଫୋନ୍ ରେ ଗଦା ଗଦା ଅ-ଶ୍ରି-ଳ ଚାର୍ଟ ଓ ଅ-ଶ୍ରି-ଳ ଭିଡିଓ ରହିଛି।
ଇରାନୀ ଫ୍ରେଣ୍ଡ୍ ରିକୁଏଷ୍ଟ ପଠାଇବା ପରେ ତାଙ୍କର ମୁଣ୍ଡରେ କେବଳ ଗୋଟେ କଥା ହିଁ ଚାଲୁଥିଲା କି କିଭଳି ସେ ବ୍ୟକ୍ତି ଜଣକୁ ନିଜର ମାୟା ଜାଲରେ ଫସାଇ ଦେବେ।
ପ୍ରଥମେ ରୋମାଣ୍ଟିକ ଭିଡିଓ ପଠାଉ ଥିଲେ ଏହାପରେ ସେ ଘରକୁ ଡାକି ତାଙ୍କ ସହ ଅ-ଶ୍ରି-ଳ ଭିଡିଓ ସୁଟ କରୁଥିଲେ।ଏହାପରେ ସେହି ବ୍ୟକ୍ତି ଙ୍କୁ ସେହି ଭିଡିଓ ଦେଖାଇ ବ୍ଲାକ ମେଲ କରି ପଇସା ମାଗୁଥିଲେ। ଏଭଳି କିଛି ସୁଚନା ଦେଇଛନ୍ତି ତମାଣ୍ଡୋ ଥାନାର ଥାନା ଅଧିକାରୀ।
Special report
ସେ କହିଛନ୍ତି କି ଇରାନୀ ଓ ତାଙ୍କର ସ୍ୱାମୀ ବଡ଼ବଡ଼ିଆ ମାନଙ୍କୁ କିଭଳି ଭାବରେ ଠକୁ ଥିଲେ। ବଡ଼ ବଡ଼ ବିଯିନେଶ ମ୍ୟାନ ମାନଙ୍କ ସହ ମେଧାବୀ ଛାତ୍ର ମାନେ ମଧ୍ୟ ତାଙ୍କର ଏହି ଲିଷ୍ଟ ରେ ସାମିଲ ଥିଲେ।
ସେମାନଙ୍କୁ ନିଜର ଭଡ଼ା ଘରକୁ ଡକାଇବା ପରେ ତାଙ୍କ ନିକଟରୁ ଲୁଟୁ ଥିଲେ ଲକ୍ଷ ଲକ୍ଷ ଟଙ୍କା। ଜଣେ ବ୍ୟବସାୟୀ ପ୍ରଶାନ୍ତ ପଟ୍ଟନାୟକ ମଧ୍ୟ ଏହାର ଶିକାର ହୋଇଥିଲେ। ତାଙ୍କ ଠାରୁ ଇରାନୀ ୧୯ ହଜାର ଟଙ୍କା ଜୋର୍ ଜବରଦସ୍ତ ନେଇ ଯାଇଥିଲେ।
ଜଣେ ମେଧାବୀ ଛାତ୍ର ମଧ୍ୟ ଇରାନୀ ଙ୍କ ପ୍ରେମରେ ପଡି ଯାଇଥିଲେ। ଆଉ ତାଙ୍କୁ ମଧ୍ଯ ପାଞ୍ଚ ହଜାର ଟଙ୍କା ଦେବା ପାଇଁ ପଡିଛି। ଏଭଳି କି ଜଣେ ଅଭିଯୋଗ କରିଛନ୍ତି
 ପଇସା ମାଗିବା ପରେ ଯଦି ସେମାନେ ପଇସା ଦେଉ ନଥିଲେ ତେବେ ସେ ଇରାନୀ ତାଙ୍କୁ ବାଡେଇ ବାକୁ ମଧ୍ୟ ପଛ ଘୁଂଚା ଦେଉ ନଥିଲେ। ବ୍ୟକ୍ତି ଜଣକ ଏହା ମଧ୍ଯ କହିଛନ୍ତି ତାଙ୍କୁ ବାଡ଼େଇ ଥରେ ତାଙ୍କର ସେ ହାତ ମଧ୍ଯ ଭାଙ୍ଗି ଦେଉଥିଲେ।

Advertisement