Updated: Mar 22, 2024, 11:08 IST

ଜେଲ ରେ ନିଜ ପ୍ରିୟା ନିହାରିକା କୁ ଖୋଜୁଛି ପିଙ୍କୁ...ପ୍ରେମିକା ମୋ ମୁଣ୍ଡ ଗରମ କଲା ବୋଲି ଏମିତି କଲି..

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ନିହାରୀକା ଆଉ ତାର ନୂଆ ପ୍ରେମିକ ଜେଲରେ ଅଛନ୍ତି। ଏବେ ଖବର ଆସିଛି କି ନିହାରୀକା ଜେଲ ଭିତରେ କାନ୍ଦୁଛି। ପୋଲିସ ଆଗରେ କଇଁ କଇଁ ହୋଇଛି କାନ୍ଦୁଛି ନିହାରୀକା।
ସେ କହୁଛି ଏଭଳି ପିଲାକୁ ଭଲପାଇ ସେ ଭୁଲ କରିଛି। ନିହାରୀକା ଭାବୁଥିବ ଅନେକ କଥା ତା ପାଇଁ ଗୋଟିଏ ପରିବାର ଆଜି କାନ୍ଦୁଛି। ଆଉ ଏବେ ନିହାରୀକା ଜେଲ ଭିତରେ ଥାଇ କାନ୍ଦୁଛି। ଜେଲର ଚାରିକାନ୍ଥ ଭିତରେ ଆଜି କାନ୍ଦୁଛି ନିହାରୀକା।
Yy
ନିହାରୀକା ପାଇଁ ଆଜି ନିରୀହ ଜୀବନ ଚାଲିଯାଇଛି। ଅନେକ ଲୋକ ଜେଲରେ ଥାଇ ଭାବନ୍ତି ଆଉ ତାଙ୍କର ଦୋଷ ସ୍ବୀକାର କରିଥାନ୍ତି। ରିଲସ କରୁଥିବା ନିହାରୀକା କେବେବି ଭାବି ନଥିଲେ କି ତାଙ୍କ ଜୀବନ ଦିନେ ଏଭଳି ହୋଇଯିବ।
ଆଉ ଏତେ ବଡ ହ-ତ୍ୟାକାଣ୍ଡରେ ସେ ସାମିଲ ହୋଇଯିବେ ବୋଲି। ତେବେ ବନ୍ଧୁଗଣ ସୂଚନା ଅନୁଯାୟୀ ଅଞ୍ଜନ ବେହେରାଙ୍କୁ ତ୍ରିକଣୀୟ ପ୍ରେମ ସମାଧାନ ପାଇଁ ଖଣ୍ଡାରେରେ ହାଣିଥିଲା ପିଙ୍କୁ।
Ik
ନିହାରିକା ପ୍ରଥମେ ଗୌତମ ସହ ରଖିଥିଲେ ପ୍ରେମ ସଂପର୍କ ଓ ପରେ ପୀଙ୍କୁ ସହ ରଖିଥିଲେ ସଂପର୍କ। ଦୁହିଁଙ୍କ ଭିତରେ ଝଗଡ଼ା ଲାଗୁଥିବାରୁ ସମସ୍ୟା ର ସମାଧାନ ପାଇଁ ନିହାରିକା ଦ୍ୱିତୀୟ ପ୍ରେମିକା ପିଙ୍କୁ କହିଥିଲା।ଏହାପରେ ନିହାରିକା ଗୌତମକୁ କଟକ ରୋଡକୁ ଡାକିଥିଲେ।
ରାତିରେ ଆସିବା ସମୟରେ ଗୌତମ ଏକୁଟିଆ ନ ଆସି ବନ୍ଧୁ ଅଞ୍ଜନକୁ ସାଙ୍ଗରେ ନେଇ ଆସିଥିଲେ।କିନ୍ତୁ ଯୋଜନା କରିଆସିଥିବା ପିଙ୍କୁ ନିଜ ସାଙ୍ଗରେ ଆଉ ୪ ଜଣ ଯୁବକ ଧରି ମାରଣାଅସ୍ତ୍ର ସହ ଆସିଥିଲା। ଉଭୟଙ୍କ ଭିତରେ ଝଗଡ଼ା ହେବାରୁ ପିଙ୍କୁ ଖଣ୍ଡାରେ ଗୌତମକୁ ଆକ୍ରମଣ କରିଥିଲା।
କିନ୍ତୁ ଖଣ୍ଡା ଚୋଟ ଅଞ୍ଜନ ଦେହରେ ବାଜିଥିଲା। ଏହାପରେ ପିଙ୍କୁ ଅଞ୍ଜନକୁ ଛାଡି ଗୌତମ ପଛରେ ଗୋଡାଇଥିଲା। କିନ୍ତୁ ଗୌତମ ଜୀବନ ବିକଳେ ସେଠାରୁ ଖସି ନିଜ ଜୀବନ ବଞ୍ଚାଇନେଇଥିବା ବେଳେ ଅଞ୍ଜନର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।

Advertisement