Updated: Dec 16, 2023, 11:35 IST

ପାଠ ପଢ଼େଇବାକୁ ଛାତ୍ରୀ ମାନଙ୍କ ସହ ଏମିତି କଲେ ଶିକ୍ଷକ : ଅଭିଯୋଗ ପରେ ଏମିତି କଲେ ପରିବାର

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଜଣେ ପ୍ରଧାନ ଶିକ୍ଷକ ଙ୍କ ନାମ ରେ ଆସିଛି ଏକ ବଡ ଅଭିଯୋଗ।ଛୋଟ ଛୋଟ ପିଲା ଙ୍କୁ ମାରି ତାଙ୍କ ମୁଣ୍ଡ ଫଟେଇ ଦେଇଛନ୍ତି ପ୍ରଧାନ ଶିକ୍ଷକ।ସବୁଦିନ ବିଦ୍ୟାଳୟ କୁ ମଦ୍ୟ ପାନ କରି ଆସନ୍ତି ବୋଲି ଗ୍ରାମ ର ଲୋକ ମାନେ ଅଭିଯୋଗ କରିଛନ୍ତି।
Special report
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସିମୁଳିଆ ପଞ୍ଚାୟତ ର ବିରବ୍ରହ୍ମପୁର ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ରେ।ସେଠାରେ କରୁଣା କର ସିଂ ହେଉଛନ୍ତି ପ୍ରଧାନ ଶିକ୍ଷକ।
ସୂଚନା ଅନୁସାରେ କରୁଣା କର ପ୍ରତିଦିନ ବିଦ୍ୟାଳୟ କୁ ମଦ୍ୟ ପାନ କରି ଆସି ଥାଆନ୍ତି।ଏହା ପରେ ବିନା ଦୋଷ ରେ ଛୋଟ ଛୋଟ ପିଲା ମାନଙ୍କୁ ଖୁବ୍ ମାରନ୍ତି।ହେଲେ ଏ ବିଷୟରେ ପିଲା ମାନେ ନିଜ ଘରେ ଅଭିଯୋଗ କରନ୍ତି ନାହି।
ଗତ କାଲି ସେ ମଦ୍ୟ ପାନ କରି ବିଦ୍ୟାଳୟ କୁ ଆସିଥିଲେ।ଏହା ପରେ ସେହି ବିଦ୍ୟାଳୟ ର ପ୍ରଥମ ଶ୍ରେଣୀ ରେ ପଢୁଥିବା ଦୁଇ ଜଣ ଛାତ୍ରୀ ଙ୍କୁ ମାରିଥିଲେ।ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ।
Special report
ଏହା ପରେ ସେହି ଦୁଇ ଜଣ ଛାତ୍ରୀ ଏ କଥା ନିଜ ଘରେ ଯାଇ କହିଥିଲେ।ପରିବାର ଲୋକେ ଖବର ପାଇ ବିଦ୍ୟାଳୟ କୁ ଆସିଥିଲେ।ହେଲେ ସେହି ବିଦ୍ୟାଳୟ ରେ କେବଳ ଜଣେ ଶିକ୍ଷୟିତ୍ରୀ ରହିଥିଲେ।
ଅନ୍ୟ ତିନି ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଛୁଟି ରେ ଥିଲେ।ସେହି ପ୍ରଧାନ ଶିକ୍ଷକ ମଧ୍ୟ ସ୍କୁଲ ରେ ନ ଥିଲେ।ଏହା ପରେ ପିତା ମାତା ମାନେ ଦାବି କରିଛନ୍ତି କି ସେହି ପ୍ରଧାନ ଶିକ୍ଷକ ଙ୍କୁ ସ୍କୁଲ ରୁ ବିଦା କରା ଯାଉ।
ଓ ଛୋଟ ପିଲା ଙ୍କୁ ଏଭଳି ମାରି ଥିବାରୁ ତାଙ୍କୁ ଦଣ୍ଡ ଦିଆ ଯାଉ।ସେହି ଗ୍ରାମ ର ପ୍ରତ୍ୟେକ ଲୋକ ଏବେ ସେହି ବିଦ୍ୟାଳୟ ସମ୍ମୁଖ ରେ ଧାରଣା ଦେଇଛନ୍ତି।ଯଦି ସେମାନଙ୍କ ଦାବି ପୂରଣ ନ ହୁଏ ତେବେ ସେମାନେ ବିଦ୍ୟାଳୟ କୁ ତାଲା ପକାଇ ଦେବେ ବୋଲି ଚେତାବନୀ ଦେଇଛନ୍ତି।

Advertisement