Updated: Nov 6, 2023, 09:56 IST

ପରୀକ୍ଷା ହଲରେ ଛାତ୍ର ଛାତ୍ରୀ ଦେଲେ ଏମିତି ଉତ୍ତର ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ୟ୍ଯ ହୋଇଯିବେ ଦେଖନ୍ତୁ କିଏ କଣ ଲେଖିଲେ ଉତ୍ତର

Viral

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ର ଶିକ୍ଷା ବ୍ୟବସ୍ଥା କିଭଳି ଅବସ୍ଥା ରେ ପଡ଼ି ରହିଛି ଆପଣ ମାନେ ଭଲ ଭାବେ ଜାଣି ଥିବେ।ଗୋଟିଏ ଶିକ୍ଷକ ସ୍କୁଲ ର ସମସ୍ତ ଶ୍ରେଣୀ କୁ ସମ୍ଭାଳି ଥିବାର ନଜର ଆସି ଥିଲା।ଶିକ୍ଷକ ଙ୍କ ଅଭାବ ଯୋଗୁଁ ପିଲା ମାନେ ଠିକ୍ ସେ ପଢି ପାରୁ ନାହାଁନ୍ତି।
Viral video
ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ବ୍ଲକ ବ୍ରହ୍ମଚାରୀ ହାଇ ସ୍କୁଲ ରେ।ସଂସ୍କୃତ ଶିକ୍ଷକ ନ ଥିବାରୁ ପିଲା ମାନେ ପରୀକ୍ଷା ଖାତାରେ ଲେଖିଛନ୍ତି କି ଆମର ଶିକ୍ଷକ ନାହାନ୍ତି ଆମକୁ ଆଉ କିଛି ଆସେ ନାହି।
ଏଭଳି ଦୃଶ୍ୟ ଦେଖିବା ପରେ ସମସ୍ତେ ଏହି ଘଟଣା କୁ ନେଇ ନିନ୍ଦା କରିଛନ୍ତି।ଗତ କାଲି ସେଠାରେ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଚାଲି ଥିଲା।ପିଲା ତାଙ୍କ ଶିକ୍ଷକ ଙ୍କୁ କହିଥିଲେ ସଂସ୍କୃତ କୁ ବୁଝେଇ ଦେବା ପାଇଁ ହେଲେ ଶିକ୍ଷକ କହିଲେ କି ଆମର କେହି ଶିକ୍ଷକ ନାହାଁନ୍ତି ତମକୁ ଯା ଆସୁଛି ବହି ରୁ ଦେଖିକି ଲେଖି ଦିଅ।
Viral
ଏହା ପରେ ପିଲା ମାନେ ନିଜ ଖାତା ରେ ଶିକ୍ଷକ ଙ୍କ ପାଇଁ ଲେଖିଛନ୍ତି କି ଆମର ସଂସ୍କୃତ ଶିକ୍ଷକ ଦରକାର।ଆମେ କିଛି ବି ବିଷୟ ବୁଝି ପାରୁ ନାହିଁ।
ସେମାନେ ସଂସ୍କୃତ ଶିକ୍ଷକ ଙ୍କ ପଦ ପୁରଣ କରିବା ପାଇଁ ଅନେକ ଥର ବିଦ୍ୟାଳୟ ର ଉପର ଅଧିକାରୀ ଙ୍କ ନିକଟ କୁ ଯାଉଛନ୍ତି।ସେ କହିଥିଲେ କି ଆମକୁ ଏକ ବଡ ଦରଖାସ୍ତ ଲେଖି କରି ଦିଅ।ଏହା ପରେ ବହୁତ ଜଲଦି ସ୍କୁଲ କୁ ଶିକ୍ଷକ ଆସିବେ।
ହେଲେ ଏତେ ବର୍ଷ ବିତି ଗଲାଣି ସ୍କୁଲ ରେ ସଂସ୍କୃତ ଶିକ୍ଷକ ଆସି ନାହାନ୍ତି।ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ପିଲା ମାନେ କହୁଛନ୍ତି କି ଆମେ କିପରି ପାଠ ପଢ଼ିବୁ।ପାଖା ପାଖି ଅଞ୍ଚଳ ରେ ସେପରି କୌଣସି କୋଚିଂ ସେଣ୍ଟର ମଧ୍ୟ ନାହିଁ।
ଆମକୁ ସଂସ୍କୃତ ପଢ଼ିବା ପାଇଁ ବହୁ ଅସୁବିଧା ହେଉଛି।ପରୀକ୍ଷା ରେ ଆମେ ସମସ୍ତେ ବହି ଦେଖି ଲେଖି ଦେଉଛୁ।ସେଥିରୁ ଜଣେ ପିଲା ପରୀକ୍ଷା ଖାତା ରେ ସ୍କୁଲ କୁ ଶିକ୍ଷକ ଦେବା ପାଇଁ ଦାବି କରିଛନ୍ତି।ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଚି।ଓ ଖୁବ୍ ଶୀଘ୍ର ଉକ୍ତ ବିଦ୍ୟାଳୟ ରେ ଶିକ୍ଷକ ଙ୍କ ପଦ ପୁରଣ କରିବା ପାଇଁ ଦାବି କରା ଯାଉଛି।

Advertisement