Updated: Oct 10, 2023, 18:42 IST

ସିକିମ ବନ୍ୟାରେ ହେଲା ଚମତ୍କାର ଦେଖନ୍ତୁ ୩ ଦିନ ପରେ ପଙ୍କ ଭିତରୁ ଜୀବିତ ବାହାରିଲେ ଯୁବତୀ ଦେଖନ୍ତୁ ଏହି ଦୃଶ୍ୟ

Special report

ନମସ୍କାର ପାଠକ ବନ୍ଧୁ।ନିକଟ ରେ ସିକ୍କିମ ଠାରେ ଏକ ଭୟଙ୍କର ପ୍ରଳୟଙ୍କରୀ ବନ୍ୟା ହେବା ଖବର ଆପଣ ମାନେ ସମସ୍ତେ ଜାଣି ଥିବେ।ଆମ ଓଡ଼ିଶା ର ପୁରୀ ଜିଲ୍ଲାର ନପିଶା ଶାହ ସେଠାରେ ଫସି ରହିଥିଲେ।ତିନି ଦିନ ହେଲାଣି କିଛି ବି ଖାଇ ନ ଥିଲେ।
Special report
ବନ୍ୟା ପାଣି ମାଡି ଆସି ଵାରୁ ସେ ପାଣି ଭିତରେ ଫସି ରହିଥିଲେ।ଭାଗବାନ ଙ୍କ ପାଇଁ ଆଜି ନପିଷା ତାଙ୍କ ଘର କୁ ଫେରି ପାରିଛନ୍ତି।ସେ ସିକିମ ରେ ରହି ଏକ କମ୍ପାନୀ ରେ କାମ କରୁଥିଲେ।ହେଲେ ଏଡେ ବଡ ବିପଦ ତାଙ୍କ ଉପରେ ଆସିବ ସେ କେବେ ଏହାକୁ ବିଶ୍ଵାସ କରି ନ ଥିଲେ।
ସୂଚନା ଅନୁସାରେ ପୁରୀ ଜିଲ୍ଲାର ଗୋପ ଅଞ୍ଚଳ ର ଜଣେ ଝିଅ ହେଉଛନ୍ତି ନପିଶା।ସେ ସିକିମ ରେ ରହି କାମ କରୁଥିଲେ।ରାତି ଅଧ ସମୟ ରେ ସେ ଶୋଇ ଥିବା ସମୟ ରେ ହଟାତ ତାଙ୍କ ପାଖାପାଖି ଅଞ୍ଚଳ ରେ ବନ୍ୟା ପାଣି ମାଡି ଆସିଲା।
Special report
ଏହା ପରେ ନପିଶା ଓ ତାଙ୍କ ସାଙ୍ଗ ମାନେ ଉପର ମହଲା କୁ ଚାଲି ଗଲେ।ପାଣି ର ପରିମାଣ ଧୀରେ ଧୀରେ ବଢ଼ିବାକୁ ଲାଗିଲା।ତିନି ଦିନ ପର୍ଯ୍ୟନ୍ତ ସେମାନେ କିଛି ବି ଖାଇ ନ ଥିଲେ।ପାଣି କାଦୁଅ ରେ ତିନି ଦିନ ହେଲାଣି ସେମାନେ ଚାଲି ଚାଲି ପୁରୀ କୁ ଆସୁ ଥିଲେ।
ପାଖରେ କିଛି ବି ଖାଇବାକୁ ନ ଥିଲା।ଫୋନ୍ ରେ ନେଟ ୱର୍କ ନ ଥିଲା।ଘର ଲୋକେ ବାରମ୍ବାର ଫୋନ୍ କରୁଥିଲେ ମଧ୍ୟ କେହି ଫୋନ୍ ଉଠାଇ ନ ଥିଲେ।ଏହା ର କିଛି ସମୟ ପରେ ନପିଶା ଚାଲି ଚାଲି ନିଜ ଘରେ ଆସି ପହଞ୍ଚି ଥିଲେ।
Special report
ତାଙ୍କ ବାପା ମା ଭଗବାନ ଙ୍କୁ ଧନ୍ୟବାଦ ଦେଇଛନ୍ତି କି ତାଙ୍କ ଝିଅ ସୁରକ୍ଷିତ ଭାବେ ଘରେ ପହଞ୍ଚି ଯାଇଛନ୍ତି।ଏହା ପରେ ନପିଶା ସେଠାକାର ଦୃଶ୍ୟ ବର୍ଣ୍ଣନା କରିଛନ୍ତି।ସେ କହିଛନ୍ତି କି ଚାରି ଆଡେ଼ ପାଣି ମାଡି ଆସିଛି।ମୃ-ତ ଶରୀର ଗୁଡ଼ିକ ପାଣି ରେ ଭାସି ଯାଉଥିଲେ।
ଏଭଳି ଦୃଶ୍ୟ ଦେଖିକି ଆଖିରୁ ଲୁହ ଆସି ଯାଉଥିଲା।ଆମେ ଦୁଇ ଦିନ ପାଣି ଘେର ରେ ରହିଛୁ।ଖାଇବାକୁ ନ ଥିଲା।ଏବେ ମଧ୍ୟ ଲୋକ ମାନେ ସେଠାରେ ଅନେକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି।

Advertisement