Mar 16, 2024, 10:44 IST

ପଣ୍ଡା ତୋର ଏତେ ସାହସ ତୁ ନିଜକୁ ବାଘୁଣୀ କହୁଚୁ...?? ସକାଳୁ ନିଶା ମହାରଣା ଆସି କଲେ ତୁମ୍ବି ତୋଫାନ..

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
Uu
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ।ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି।
ଯେଉଁଥିରେ ଦେଖିବାକୁ ମିଳିଛି ନିଶା ମହାରଣା ମିଡ଼ିଆ ଆଗରେ କିଛି କହିବାର।ତେବେ ବନ୍ଧୁଗଣ ଦିନ ଥିଲା ଦୈତାରୀ ପଣ୍ଡାଙ୍କୁ ରାଣୀ ପଣ୍ଡା ବହୁତ କଦର୍ଯ୍ୟ ଭାଷାରେ ଗାଳି କରିଥିଲେ। ହେଲେ ଆଜି ସେହି ମୁହଁରେ ରାଣୀ ପଣ୍ଡା କହୁଛନ୍ତି ଦୈତାରୀ ପାଣ୍ଡକୁ ଗୋଟେ ବାଘ।
Bb
ଆଉ ସେମାନେ ହେଉଛନ୍ତି ତାଙ୍କ ଆଗରେ ଛୋଟ ଛୋଟ ବାଘ। ପଣ୍ଡା ତୁ ନିଜକୁ କହୁଚୁ ବାଘୁଣୀ ତୁ ନିଜକୁ ଭାବୁଚୁ କଣ, ଏମିତି କହିଲେ ନିଶା ମହାରଣା। ଏବଂ ନିଶା ମହାରଣା କହିଛନ୍ତି, ରାଣୀ ପଣ୍ଡା ଜଣେ ସାଇକୋ ପେସେଣ୍ଟ।
କାରଣ ରାଣୀ ପଣ୍ଡା ଯାହାକୁ ଯେତେବେଳେ ଦେଖିଲେ କହୁଛନ୍ତି ବାହା ହେବେ ବୋଲି। ଆଉ ନିଶା ମହାରଣା କହିଛନ୍ତି, ଆଜି ପିୟୁଷ ଭଲ ଆଟିଷ୍ଟ ହେଇଗଲେ ବୋଲି ରାଣୀ ପଣ୍ଡା ପିୟୁଷଙ୍କ ଘରେ ମିଡ଼ିଆଵାଲା ନେଇ ପହଂଚି ଗଲେ।
ଯାହାର ଦେଖାକରିବାର ମନବୃତି ଥାଏ, ସେ କେବେ ମିଡ଼ିଆଵାଲାଙ୍କୁ ସାଙ୍ଗରେ ନେଇ ଜୀବନି ବୋଲି ନିଶା ମହାରଣା କହିଛନ୍ତି।

Advertisement