Updated: Sep 10, 2023, 17:49 IST

ପାଇଖାନା ଭିତରେ ଛୁଆ ଜନ୍ମ କରି ମା ହେଲେ ଫେରାର ଦେଖନ୍ତୁ ଏବେ ଏବେ ଆସିଲା ବଡ ଖବର

Viral

ନମସ୍କାର ପାଠକ ବନ୍ଧୁ।ମା କୁ ସ୍ନେହ ମୟୀ ଓ ମମତା ମୟୀ କୁହା ଯାଏ।ମା ଭଳି ଭଲ ପାଇବା ଆଉ କେହି ବି ଦେଇ ପାରିବେ ନାହିଁ।ମା ଶବ୍ଦ ରେ ହିଁ ରହିଥାଏ ଅମୃତ।କୌଣସି ମା କେବେ ବି ଚାହିଁ ନ ଥାଏ ନିଜ ପିଲା କୁ ନିଜ ଠାରୁ ଅଲଗା କରିବାକୁ।
କିନ୍ତୁ ବର୍ତ୍ତମାନ ସମୟ ରେ ଦେଖା ଯାଉଛି ଗୋଟେ ମା ହିଁ ପିଲା ର ବଡ ଶତ୍ରୁ ପାଲଟି ଯାଇଛି।ପିଲା କୁ ପାଇଖାନା ଘର ଭିତରେ ଜନ୍ମ ଦେଇ ମା କୁଆଡେ ଚାଲି ଯାଇଛି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ଭୀମ ଭୋଇ ମେଡିକାଲ ରେ।ଦୀର୍ଘ ଛଅ ଘଂଟା ଧରି ଶିଶୁ ଟି ସେହି ପାଇଖାନା ଭିତରେ କାନ୍ଦିଥିଲା।
Latin
ତାକୁ ଧରିବା ପାଇଁ ତା ମା ପାଖରେ ନ ଥିଲା।ଗୋଟେ ମା ହୋଇ କିଭଳି ଛୁଆ ଟିକୁ ଏଭଳି ପରିସ୍ଥିତି ରେ ଛାଡି ଦେଇ ଯାଉଥିଲା।ସେ ମା ନା ରେ କଳଙ୍କ ।ପିଲା ଟିର କଣ ଭୁଲ ଥିଲା।ଦୁନିଆ ଦେଖିବା ଆଗରୁ ତା ମା ତାକୁ ଛାଡି ଚାଲି ଗଲା।
ଏହି ଘଟଣାକୁ ଯେ କେହି ବି ଶୁଣିଛି ଆଖିରୁ ଲୁହ ଆସି ଯାଇଚି।ଗୋଟେ ମା ନିଜ ପିଲା କୁ ମେଡିକାଲ ର ପାଇଖାନା ଘର ଭିତରେ ଜନ୍ମ ଦେଇଥିଲା।ଏହା ପରେ ସେ ସ୍ଥାନ ଛାଡ଼ି ଚାଲି ଯାଇଚି।ପିଲା ଟି ଛଅ ଘଣ୍ଟା ଧରି ସେହି ପାଇଖାନା ଭିତରେ କାନ୍ଦିଥିଲା।ଏହା ପରେ ସକାଳେ ଡାକ୍ତର ଖନା ର କର୍ମଚାରୀ ମାନେ ଆସି ପିଲା ଟିକୁ ଉଦ୍ଧାର କଲେ।
ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାର ଭୀମ ଭୋଇ ମେଡିକାଲ ରେ ଏଭଳି ଏକ ନିଷ୍ଠୁର ଘଟଣା ଦେଖିବାକୁ ମିଳିଛି।ଏଠାରେ ଜଣେ ମହିଳା ତାଙ୍କ ଶିଶୁ କନ୍ୟା ର ପ୍ରସବ ମେଡିକାଲ ଭିତରେ ଥିବା ପାଇଖାନା ରେ କରିଛନ୍ତି।
Viral news
ପିଲା ଟି ସେହିଭଳି ଭାବେ ଦୀର୍ଘ ଛଅ ଘଂଟା କାଳ ପଡ଼ି ରହିଥିଲା।ଏହା ପରେ ମେଡିକାଲ କର୍ମଚାରୀ ମାନେ ସକାଳୁ ପିଲା ଟିକୁ ଉଦ୍ଧାର କରିଥିଲେ।ସାଙ୍ଗେ ସାଙ୍ଗେ ତାକୁ ଆଇ ସି ୟୁ ରେ ଭର୍ତି କରା ଯାଇଥିଲା।ଏହି ଶିଶୁ କନ୍ୟା ଟି ଏବେ ସୁସ୍ଥ ଅଛି।ଡାକ୍ତରମାନେ କହୁଛନ୍ତି କି ଏହି ଶିଶୁ କନ୍ୟା କୁ ପ୍ରାୟ ଛଅ ଘଣ୍ଟା ପୂର୍ବ ରୁ ଜନ୍ମ କରା ଯାଇଛି।
ଏହି ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ ହେଉଛି।ଲୋକ ମାନେ ସେଭଳି ମା କୁ ଅନେକ କଥା କହୁଛନ୍ତି।ସେ ମା ନୁହେଁ ଗୋଟେ କଳଙ୍କ।ନିଜ ପିଲା କୁ ନିଜ ଠୁ ଅଲଗା କରିବା ପାଇଁ କୌଣସି ବି ମା ଇଚ୍ଛା କରିବେ ନାହିଁ।ତା ହେଲେ ଏହି ମା ଜଣକ କାହିଁକି ଏଭଳି କଲେ ତାହା ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ଉଠିଛି।

Advertisement