Oct 29, 2023, 11:03 IST

ପଡିଶା ଘର ଯୁବକ ସହ ଶୋଇଥିବା ଦେଖି ଦେଇଥିଲା ସ୍ଵାମୀ, ପରେ ସ୍ଵାମୀ ବାରଣ କରିଥିଲା ହେଲେ ସ୍ତ୍ରୀ ଦେଲା ସୂପାରୀ... ଆଉ ତାପରେ

Special report

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ଦେଖା ଯାଉଛି କି ମହିଳା ମାନେ ବିବାହିତ ହୋଇ ମଧ୍ୟ ଅନ୍ୟ ପୁରୁଷ ମାନଙ୍କ ସହିତ ସମ୍ପର୍କ ରେ ରହୁଛନ୍ତି।ସେମାନେ ନିଜ ସ୍ଵାମୀ ଓ ପରିବାର କଥା ଭାବୁ ନାହାନ୍ତି।ଆଜି ଆମେ ଏପରି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଏହି ଘଟଣା ଟି ଘଟିଛି ବିହାର ର ଜାମୁ ଠାରେ।ଏଠାରେ ଲକ୍ଷ୍ମୀ ନାମକ ଜଣେ ମହିଳା ନିଜ ପ୍ରେମିକ ସହିତ ରହିବା ପାଇଁ ନିଜ ସ୍ଵାମୀ କୁ ହ-ତ୍ୟା କରି ଦେଇଛି।କିଛି ଭଡ଼ା ଗୁଣ୍ଡା ଙ୍କୁ ଟଙ୍କା ଦେଇ ତିନୋଟି ଗୁଳି ମାରି ନିଜ ସ୍ଵାମୀ ଙ୍କୁ ହ-ତ୍ୟା କଲା।
Special report
ସୂଚନା ଅନୁସାରେ ସେହି ଅଞ୍ଚଳ ରେ ଜଣେ ରିକ୍ସା ଚାଳକ ଭାବେ କାମ କରୁଥିଲେ ରାଜ କୁମାର।ତାଙ୍କ ପତ୍ନୀ ହେଉଛନ୍ତି ଲକ୍ଷ୍ମୀ।ଯିଏ କି ଅମିତ ନାମକ ଜଣେ ଯୁବକ ଙ୍କୁ ଆଗରୁ ପ୍ରେମ କରୁଥିଲେ।ଲକ୍ଷ୍ମୀ ବିବାହ ପରେ ମଧ୍ୟ ଅମିତ ଙ୍କ ସହିତ ସମ୍ପର୍କ ରଖି ଥିଲେ।
ତାଙ୍କ ରାସ୍ତା ରେ କଣ୍ଟା ସାଜି ଥିଲେ ସ୍ଵାମୀ ରାଜା।ସେଥିପାଇଁ ଲକ୍ଷ୍ମୀ ଓ ଅମିତ ରାଜା ଙ୍କୁ ମାରିବା ପାଇଁ ଯୋଜନା କଲେ।ସେମାନେ କିଛି ଭଡ଼ା ଗୁଣ୍ଡା ଠିକ୍ କରି ଥିଲେ।ଓ ଲକ୍ଷ୍ମୀ ତାଙ୍କୁ ୧ ଲକ୍ଷ ୪୦ ହଜାର ଟଙ୍କା ଦେଇଥିଲେ।
ଏହା ପରେ ସେହି ଗୁଣ୍ଡା ମାନେ ରାଜା ଙ୍କ ଗାଡ଼ି ରେ ବସି କୌଣସି ଏକ ସ୍ଥାନ କୁ ଯିବାକୁ କହିଥିଲେ।ପ୍ରଥମ ଥର ସେମାନେ ରାଜା ଙ୍କୁ ମାରିବା ପାଇଁ ସଫଳ ହୋଇ ନ ଥିଲେ।ଦିତୀୟ ଥର ସେମାନେ ରାଜା ଙ୍କ ଗାଡ଼ି ରୁ ଓହ୍ଲାଇ ପଡି ତାଙ୍କ ଛାତି ତିନୋଟି ଗୁଳି ମାରି ଥିଲେ।
Special report
ଏହା ପରେ ବାଇକ୍ ଯୋଗେ ସେ ସ୍ଥାନ ରୁ ଖସି ପଳାଇ ଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାଜା ଙ୍କୁ ଉଦ୍ଧାର କରିଥିଲେ।ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ମେଡିକାଲ ରେ ଭର୍ତି କରା ଯାଇଥିଲା।କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଡ ମେଡିକାଲ୍ କୁ ସ୍ଥାନାନ୍ତରଣ କରା ଯାଇଥିଲା।
ଏହା ପରେ ତାଙ୍କ ଜୀବନ ବଞ୍ଚି ଯାଇଥିଲା।ପୋଲିସ ଘଟଣା ର ତଦନ୍ତ ଆରମ୍ଭ କଲା।ଓ ତିନି ଦିନ ଭିତରେ ପୋଲିସ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା।
ଏବେ ସେମାନଙ୍କୁ କୋର୍ଟ ଚାଲାଣ କରା ଯାଇଛି।ଏଥିରେ ରାଜା ଙ୍କ ପତ୍ନୀ ଲକ୍ଷ୍ମୀ ମଧ୍ୟ ଅଛନ୍ତି।ତାଙ୍କୁ ଫାଶୀ ଦଣ୍ଡ ରେ ଦଣ୍ଡିତ କରିବା ପାଇଁ କିଛି ଲୋକ ଦାବି କରିଛନ୍ତି।

Advertisement