ନମସ୍କାର ପାଠକ ବନ୍ଧୁ।ରାଜ୍ୟସଭା ମୁଖ୍ୟ ସଚେତକ ପଦ ରୁ ବିଦା ହେଲେ ସୁଲତା।ଯାହାକୁ ନେଇ ଏବେ ରାଜନୀତି ରେ ଖୁବ୍ ଚର୍ଚ୍ଚା କରା ଯାଉଛି।ରାଜନୀତି ରେ କେତେବେଳେ କାହାକୁ କେଉଁ ପଦବୀ ଦିଆ ଯିବ ତାହା କେହି ବି ଜାଣି ନାହାନ୍ତି।ନିକଟ ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସୁଲତା ଙ୍କୁ ରାଜ୍ୟସଭା ର ମୁଖ୍ୟ ସଚେତକ ପଦ ରୁ ବାହାର କରିଛନ୍ତି।
ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସାମାନ୍ୟ ଘଟଣା ରୁ ତାଙ୍କୁ ଏଭଳି ପଦ ରୁ ବାହାର କରା ଯିବ ବୋଲି କେହି ଭାବି ନ ଥିଲେ।ଏବେ ଦେଖିବାକୁ ବାକି ରହିଲା ଆଗକୁ ସୁଲତା ଙ୍କୁ କେଉଁ ପଦ ମିଳୁଛି।
ସୂଚନା ଅନୁସାରେ ସୁଲତା ରାଜ୍ୟସଭା ର ମୁଖ୍ୟ ସଚେତକ ପଦ ରେ ନିଯୁକ୍ତ ଥିଲେ। ତାଙ୍କୁ ଏବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପଦ ରୁ ବାହାର କରି ଦେଇଛନ୍ତି।ଏହାର କାରଣ ହେଉଛି ନିକଟ ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଭା ରେ ଯୋଗ ଦେବାକୁ ଯାଇଥିଲେ।
ସେଠାରେ ସୁଲତା ତାଙ୍କୁ ବିଜେଡି ପତାକା ଦେବା ସହିତ ତାଙ୍କ ବେକ ରେ ଉତ୍ତରୀୟ ପକାଇ ଥିଲେ।ଯାହାକୁ ସହି ପାରି ନ ଥିଲେ ନବୀନ ପଟ୍ଟନାୟକ।ସେ ବହୁତ ରାଗି ଯାଇଥିଲେ।ନିଜ ବେକ ରୁ ଉତ୍ତରୀୟ କାଢି ପକାଇ ଦେଇଥିଲେ।
ଏହାର କିଛି ଦିନ ପରେ ସୁଲତା ଙ୍କୁ ତାଙ୍କ ପଦ ରୁ ବାହାର କରି ଦିଆ ଯାଇଚି।ପଞ୍ଚାୟତ ସ୍ତର ରୁ ଆସି ବିଜେଡି ର ଯେଉଁ ପ୍ରମୁଖ ନେତ୍ରୀ ଭାବେ ଦେଖାଇ ହେଉ ଥିଲେ ତାହାର ପରିଣାମ ଭୋଗୁଛନ୍ତି ଏବେ ସୁଲତା।
ତାଙ୍କ ସ୍ଥାନ ରେ ଏବେ ରାଜ୍ୟ ସଭା ସାଂସଦ ତଥା ବିଜେଡି ର ମିଡ଼ିଆ ସଂଯୋଜକ ମାନସ ରଞ୍ଜନ ମଙ୍ଗରାଜ ଙ୍କୁ ସ୍ଥାନ ଦିଆ ଯାଇଛି।ଏହା ସୁଲତା ଙ୍କ ପାଇଁ ଏକ ବହୁତ ବଡ ଶକ୍ତ ଧକ୍କା।ସେ ଏହାକୁ କେବେ ସହି ପାରିବେ ନାହି।ଅଧିକ ଭଲ ହେବା ଆଶା ରେ ସେ ମୁଖ୍ୟ ମନ୍ତ୍ରୀ ଙ୍କ ଠାରୁ ଭଲ ଫଳ ପାଇଗଲେ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଏଭଳି ସୂଚନା ବିଜୁ ଜନତା ଦଳ ପକ୍ଷରୁ ଗଣ ମାଧ୍ୟମ କୁ ଦିଆ ଯାଇଛି।ଏହା ପରେ ସୁଲତା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ମାନସ ମଙ୍ଗରାଜ ଙ୍କୁ ଶୁଭେଚ୍ଛା ଜଣାଇ ଅଛନ୍ତି।
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏଭଳି କାମ ରେ ସୁଲତା ଙ୍କ ପ୍ରଶଂସକ ମାନେ ଖୁବ୍ ନିନ୍ଦା କରିଛନ୍ତି।ଅଧିକ ଭଲ ହେବା ଆଶା ରେ ସୁଲତା ଙ୍କୁ ତାଙ୍କ ପଦ ହରାଇ ବାକୁ ପଡିଚି।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।