ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି। ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।

ଇଣ୍ଟରନେଟ ଦୁନିଆରେ ବିଭିନ୍ନ ପ୍ରକାରର ଭିଡିଓ ପ୍ରତିଦିନ ଦେଖିବାକୁ ମିଳିଥାଏ। ଗୋଟିଏ ମଇଁଷିର ଦାମ ହେଉଛି ଗୋଟି ଗୋଟି ଟଙ୍କା। ଏହି ମଇଁଷିର ନାଁ ହେଉଛି ସେହେଂସା। ଏହା କେବଳ ଭାରତରେ ନୁହେଁ ସାରା ବିଶ୍ୱର ମାହାଙ୍ଗା ମଇଁଷି।
ଏହାର ଲମ୍ବ ୧୫ ଫୁଟ ହେଇଥିବା ବେଳେ ଏହାର ଉଚ୍ଚତା ୬ ଫୁଟ ହେବ। ଏହାର ଦାମରେ ବଙ୍ଗଳା ଓ ଦାମୀ ଦାମୀ ଗାଡ଼ି ମଧ୍ୟ କିଣି ହୋଇଯିବ। ମଇଁଷି ସେହେଂସା ର ଦାମ ୫୦ କୋଟି। ଆଉ ଏକ ସେହିପରି ମଇଁଷି ରହିଛି ଯାହାର ନାମ ହେଉଛି ଭୀମ।

ଏହି ମଇଁଷିର ଦାମ ହେଉଛି ୨୪ କୋଟି। ଏହାର ଓଜନ ହେଉଛି ୧୫ ସହ କିଲୋ ଦେଢ଼ ଟ୍ରନ। ଖାସ୍ କଥା ହେଉଛି ଭୀମର ରକ୍ଷଣବେକ୍ଷଣ ପାଇଁ ପ୍ରତିବର୍ଷ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ।
ଭୀମର ଲମ୍ବ ହେଉଛି ୧୪ ଫୁଟ ଏବଂ ଉଚ୍ଚତା ୬ ଫୁଟ। ଭୀମ ପ୍ରତିଦିନ ଏକ କିଲୋ ଘିଅ, ଅଧ କେଜି ଲହୁଣୀ, ୨୦୦ ଗ୍ରାମ ମହୁ, ୧୫ ଲିଟର କ୍ଷୀର ଏବଂ ୧ କେଜି କାଜୁ ବାଦାମ ଖାଇଥାଏ।

ଏହି ମଇଁଷି ଦିନକୁ ୨୨ ଲିଟର କ୍ଷୀର ପିଇଥାଏ। ଦ୍ୱିତୀୟରେ ଅଛି ସୁରଦାର ମଇଁଷି ଯାହାର ଓଜନ ୫ ଶହ କିଲୋଗ୍ରାମ। ଏହି ମଇଁଷିର ଦାମ ୨୧କୋଟି। ଦାମୀ ମଇଁଷିର ଚତୁର୍ଥ ଲିଷ୍ଟରେ ଅଛି ଗୋଲୁ ମଇଁଷି।
ଏହାର ଲମ୍ବ ୧୪ ଫୁଟ ଆଉ ଉଚ୍ଚତା ୬ଫୁଟ। ଗୋଲୁ ମଇଁଷିର ଦାମ ହେଉଛି ୧୦ କୋଟି ଟଙ୍କା। ଏହାର ଓଜନ ହେଉଛି ୧୫ ଶହ ଗ୍ରାମ। ଏହି ତାଲିକାରେ ଯୁବରାଜ ମଇଁଷି ମଧ୍ୟ ରହିଛି।
ଏହି ମଇଁଷିର ଲମ୍ବ ୯ ଫୁଟ ହୋଇଥିବା ବେଳେ ଏହାର ଉଚ୍ଚତା ୬ଫୁଟ। ଯୁବରାଜର ଦାମ ହେଉଛି ୯ କୋଟି ଟଙ୍କା। ଯୁବରାଜର ସମ୍ପରୁ ଗତ ଚାରିବର୍ଷ ମଧ୍ୟରେ ମୋଟ ଦେଢ଼ ପିଲା ଜନ୍ମ ହୋଇଛନ୍ତି।