Mar 15, 2024, 10:36 IST

ଚତୁର୍ଥୀ ରାତି ରେ ସ୍ବାମୀ କୁ ମନା କଲି ସମ୍ପର୍କ ରଖନି..କିନ୍ତୁ ସେ ମୋ କଥା ଶୁଣିଲେନି, ଆଉ ମୋ ସହ...

Gy

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚଉଠି ରାତି ରେ ନାବାଳିକା ସ୍ତ୍ରୀ ସହିତ ଜୋର ଜବରଦସ୍ତି ସମ୍ପର୍କ ରଖୁଥିଲେ ସ୍ବାମୀ।ଯୁବତୀ ଜଣଙ୍କ ମନା କରୁଥିଲେ ବି ସ୍ବାମୀ କିଛି ଶୁଣୁ ନଥିଲେ।ନାବାଳିକା ଯୁବତୀ ଙ୍କୁ ବିବାହ କରି ଶା-ରୀ-ରି-କ ସଂପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ।
ଆଉ ଶେଷ ରେ ନାବାଳିକା ସ୍ତ୍ରୀ ସ୍ବାମୀ ଙ୍କୁ ଛାଡି ଶାଶୁ ଘରୁ ଲୁଚି କରି ଚାଲି ଆସିଥିଲେ। ଯୁବତୀ ଜଣଙ୍କ ଥାନା ରେ ଅଭିଯୋଗ କରିଥିଲେ।ସ୍ବାମୀ ଙ୍କୁ ଭୟ କରି ରାତାରାତି ଶାଶୁ ଘର ଛାଡ଼ି ଚାଲି ଆସିଛି ନାବାଳିକା ଝିଅ।
Bh
କାରଣ ଏହି ନାବାଳିକା ବୋହୂ ଙ୍କ ସହିତ ଶାଶୂ ଘର ଲୋକେ ଏମିତି କାମ କରିଛନ୍ତି ଯାହାକୁ ଶୁଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ନାବାଳିକା ଯୁବତୀ ଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା।ଯୁବତୀ ଙ୍କ ମା ଆଉ ମାଉସୀ ମିଶି ବାହା କରାଇ ଦେଇଥିଲେ।ଯୁବତୀ ଜଣଙ୍କ କିନ୍ତୁ ଏହି ବାହାଘର ପାଇଁ ମନା କରୁଥିଲେ।
ଶେଷ ରେ ଯୁବତୀ ଙ୍କ ଇଚ୍ଛା ନଥାଇ ମଧ୍ୟ ତାଠାରୁ ଦୁଇ ଗୁଣ ବର୍ଷ ରେ ବଡ଼ ସ୍ବାମୀ ଙ୍କୁ ବାହା ହୋଇଥିଲେ।ଆଉ ଶେଷ ରେ ଝିଅ ର ମା ଏବଂ ମାଉସୀ ଯାହା କରିଲେ ବାହାଘର ପରେ ସ୍ବାମୀ ମଧ୍ୟ ସେଇୟା କରିଲେ।
Gg
ନାବାଳିକା ଝିଅ ସହିତ ଶା-ରୀ-ରି-କ ସଂପର୍କ ରଖିବା ପାଇଁ ସ୍ବାମୀ ବାଧ୍ୟ କରୁଥିଲେ।ଝିଅ ଯେତେ ମନା କରିଥିଲେ ବି ସ୍ବାମୀ ତାଙ୍କୁ ସେତେ ବାଧ୍ୟ କରୁଥିଲେ।ସେଥିପାଇଁ ନାବାଳିକା ସ୍ତ୍ରୀ ଶାଶୁଘର ଛାଡ଼ି ଚାଲି ଆସିଛି।
ନାବାଳିକା ସ୍ତ୍ରୀ ସ୍ବାମୀ ଙ୍କ ବିରୁଦ୍ଧ ରେ ପୋଲିସ ଙ୍କ ଆଗରେ ସବୁକିଛି କହି ଦେଇଛନ୍ତି।ଏହି ଘଟଣା ଟି ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି।ଏହି ଘଟଣା ରେ ବିବାହ କରିଥିବା ଯୁବକ ଙ୍କୁ ପୋଲିସ ଗିରଫ କରିଛନ୍ତି।
ନାବାଳିକାଙ୍କ ମା ବରି ଅଞ୍ଚଳ ର ସତ୍ୟବ୍ରତ କର ଙ୍କୁ ନାବାଳିକା ର ଅନିଚ୍ଛା ସତ୍ତ୍ବେ ବିବାହ କରାଇ ଥିଲେ।ନାବାଳିକା ଜଣଙ୍କ ସେଠାରେ ୮ ଦିନ ରହିବା ପରେ କୌଣସି ମତେ ଲୁଚି କରି ପଳାଇ ଆସିଲେ।

Advertisement