Mar 27, 2024, 12:17 IST

ଓଃ କେତେ ଭୟାନକ ଦୁ-ର୍ଘ-ଟ-ଣା ର ଦୃଶ୍ୟ..ପୁଅ ର କିମା ହେଇଯାଇଥିବା ମାଂ-ସ ଦେଖି ବେହୋଶ ହେଲା ମା..

Yy

ବର୍ତମାନ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।ରାସ୍ତା ରେ ପଡ଼ିଛି ପୁଅର ଖଣ୍ଡ ଖଣ୍ଡ ମାଂସ। ମା ଜଣଙ୍କ ପୁଅର ଖଣ୍ଡ ଖଣ୍ଡ ମୃ-ତ-ଦେ-ହ କୁ ଦେଖି ପାଗଳି ହୋଇ ରାସ୍ତା ରେ କାନ୍ଦି କାନ୍ଦି ଗଡି ଯାଉଛି।
ମା ଜଣଙ୍କ ପୁଅକୁ ନେଇ କେତେ କଣ ସ୍ବପ୍ନ ଦେଖିଥିଲେ।କିନ୍ତୁ ଆଜି ଏହି ରାସ୍ତା ରେ ସବୁକିଛି ସ୍ବପ୍ନ ଆଜି ଧୂଳିସାତ ହୋଇଯାଇଛି। କେତେ ହସଖୁଶି ରେ ମାମୁଁ ଘର କୁ ବୁଲିବା ପାଇଁ ଯାଇଥିଲେ ଦେବାଶିଷ।
Gg
ଆଉ ମାମୁଁ ଘରେ ବେଶ ମଜାମସ୍ତି କରି ଘର କୁ ଫେରୁଥିଲେ।ମାମୁଁ ଘରକୁ ଯିବା ଦେବାଶିଷ ଙ୍କ ର ଶେଷ ଦିନ ହୋଇଗଲା। ମା ର ମୁହଁ କୁ ଆଉ କେବେ ଦେଖି ପାରିଲେ ନାହିଁ ଦେବାଶିଷ।
ଅଧା ବାଟ ରେ ଘରକୁ ଫେରୁଥିବା ସମୟରେ ତାଙ୍କର ମୃ-ତ୍ୟୁ ଘଟିଛି।ଆଖି ପିଛୁଳାକେ ସବୁକିଛି ଓଲଟ ପାଲଟ ହୋଇଗଲା।ତାଙ୍କ ଖୁସି ରେ ଯେମିତି କାହାର ନଜର ଲାଗିଗଲା।ବାଇକ୍ ରେ ଯାଉଥିବା ବେଳେ ହଠାତ୍ ମାଡ଼ି ଆସିଲା ହାଇୱେ ଟିପର। 
Gg
ଆଉ ଆଖି ପିଛୁଳାକେ ଯୁବକ ଉପରେ ମାଡ଼ିଗଲା। ବାଇକ୍ କୁ ଏଭଳି ଭାବରେ ଧକ୍କା ଦେଇଛି ହାଇୱା ଯାହାଫଳରେ ବାଇକ୍ ଟା ପୁରା ଭାଙ୍ଗି ରୁଜି ଚୁରୁମାର ହୋଇଯାଇଛି।ବଡ଼ ଦୁଃଖର କଥା ହେଉଛି ଯେ ଏଭଳି ଦୁର୍ଘଟଣା ରେ ବାଇକ୍ ଚାଳକ ଜଣଙ୍କ ୧୫ ଫୁଟ ଦୂରକୁ ଛିଟିକି ପଡ଼ିଥିଲେ।
ଆଉ ଯୁବକଙ୍କର ଅବସ୍ଥା ଏଭଳି ହୋଇଛି ଯେ ଯାହାର ଦୃଶ୍ୟ ଆପଣମାନେ ଦେଖି ପାରିବେ ନାହିଁ।ଆଉ ଏହି ରାସ୍ତା ରେ ଅକାଳ ରେ ଚାଲିଗଲା ଦେବାଶିଷ ଙ୍କ ଜୀବନ।ସେଠାରେ ଥିବା ଲୋକମାନେ ଏହା ଦେଖି ଭୟଭୀତ ହୋଇଗଲେ।ହାଇୱେ ତଳେ ପଡି ରହିଛି ଦେବାଶିଷ ଙ୍କ ବାଇକ୍।
ଆଉ ବାଇକ୍ ଟି ଭାଙ୍ଗି ରୁଜି ଚୁରୁମାର୍ ହୋଇ ପଡ଼ିଛି।ଏଭଳି ଘଟଣା ମାଲକାନଗିରି ରେ ଦେଖିବାକୁ ମିଳିଛି।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଦେଖି ଦୁଃଖ ପ୍ରକାଶ କରିଛନ୍ତି।

Advertisement