Updated: Mar 18, 2024, 09:48 IST

ଓହୋ ଏଇ ସେଇ ଶସ୍ତା ଝିଅ ..୪-୪ ଟା ପ୍ରେମିକ କରି ମଧ୍ୟ ଖୁସି ନ ଥିଲା..

Tt

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ଜଣେ ଯୁବତୀ ଯୁବକ ମାନଙ୍କୁ ବ୍ଲାକମେଲ କରୁଥିଲେ ତ ଆଉ କାହାକୁ ବରବାଦ କରୁଥିଲେ।
ଯୁବତୀ ଜଣଙ୍କ ବର୍ତମାନ ଜଣେ ଯୁବକ ଙ୍କୁ ହ-ତ୍ୟା କରିବା ପରେ ପ୍ରେମିକ ଙ୍କ ସହିତ ଫେରାର ହୋଇ ଯାଇଛନ୍ତି।ପ୍ରେମ ପାଇଁ ଜଣେ ଯୁବକ ଙ୍କ ର ହ-ତ୍ୟା ହୋଇଛି।
Hh
ଯୁବତୀ ଜଣଙ୍କ ପ୍ରେମିକ ସହିତ ଫେରାର ହେଉଛନ୍ତି ବୋଲି ଭଉଣୀ ଙ୍କୁ ମେସେଜ କରିଥିବା ଦେଖିବାକୁ ମିଳିଛି।ଯୁବତୀ ଜଣଙ୍କ ମେସେଜ ରେ ପ୍ରେମିକ ସହିତ ଚାଲି ଆସିଛନ୍ତି ଏବଂ ସେ ଭଲ ରେ ଅଛନ୍ତି ବୋଲି କହିଛନ୍ତି।ଲକ୍ଷ୍ମୀ ସାଗର ଚିନ୍ତାମଣି ସ୍ଵର ଅଞ୍ଚଳ ର ଏହି ଯୁବତୀ ଫେରାର ଅଛନ୍ତି।
ଶୁକ୍ରବାର ଦିନ ରାତି ରେ ପ୍ରେମିକ ପିକୁ ତାର ପ୍ରେମିକା ନିହାରିକା ଙ୍କ ସହିତ ଛିଡ଼ା ହୋଇ ପୁରୁଣା ପ୍ରେମିକ ଗୌତମ ଙ୍କୁ ଡକାଇ ଥିଲେ।ଗୌତମ ରାତି ଅଧ ରେ ଏକା ନ ଆସି ନିଜ ସାଙ୍ଗ ଅଞ୍ଜନ ବେହେରା ଙ୍କୁ ଡାକି ଥିଲେ।
Hh
ଅଞ୍ଜନ ଓ ଗୌତମ ପହଞ୍ଚିବା ମାତ୍ରେ ଯୁବତୀ ଙ୍କ ଉପସ୍ଥିତି ରେ ଖଣ୍ଡା କାଢି ଏକ ଚୋଟ ପକାଇ ଥିଲେ।ଏଥିରେ ଗୌତମ ବଞ୍ଚି ଯାଇଥିଲେ ସିନା ହେଲେ ଅଞ୍ଜନ ପ୍ରାଣ ହରାଇ ଥିଲେ।ଏହାପରେ ଉଭୟ ଫେରାର ହୋଇ ଯାଇଛନ୍ତି।
ଘରର ଏକମାତ୍ର ରୋଜଗାରିଆ ପୁଅ କୁ ହରାଇ ମୁଣ୍ଡ ପିଟୁଛି ମା।ଏକମାତ୍ର ଭାଇ ଙ୍କୁ ହରାଇ କାନ୍ଦି କାନ୍ଦି ଲୋଟି ପଡୁଛି ଭଉଣୀ।କହିବାକୁ ଗଲେ ଅଞ୍ଜନ ଙ୍କ ମୃ-ତ୍ୟୁ ପରେ ପୁରା ସଂସାର ଉଜୁଡ଼ି ଯାଇଛି।ସାମାନ୍ୟ ପ୍ରେମ ଏବଂ କଥାବାର୍ତ୍ତା ପାଇଁ ଏଭଳି ହୋଇଛି।
ଲକ୍ଷ୍ମୀ ସାଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିତି ଓ ପ୍ରତ୍ୟକ୍ଷ ଦର୍ଷି ଙ୍କ ବୟାନ ଆଧାର ରେ ତଦନ୍ତ ଆରମ୍ଭ କରିଛନ୍ତି।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement