Apr 12, 2024, 11:21 IST

ହେ ଧର ଧର... ପଳେଇଲା ସେ ଲୋକ କୁ ଧର...ବାଇକ୍ ରେ ସ୍ତ୍ରୀ ର ଶ-ବ କୁ ନେଲା ବେଳେ ଧରିଲେ ଗାଁ ଲୋକେ..

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ କି ଦୁଇଜଣ ଯୁବକ ବସିଛନ୍ତି ଆଉ ତାଙ୍କ ମଝିରେ ମଧ୍ୟ ଜଣେ ଯୁବତୀ ବସିଛି।
କେହି କିଛି ବୁଝିବା ଆଗରୁ ଏକା ସହ ସେମାନେ ତିନିଜଣ ବସି ଯିବାରେ ଲାଗି ଥାଆନ୍ତି।ଗାଡ଼ି ଚଳାଉ ଥିବା ଯୁବକ ଜଣକ ମଧ୍ୟ ଖୁବ ଜୋରେ ଗାଡ଼ି ଚଳାଇ ଛନ୍ତି। ପଛରେ ଥିବା ଯୁବକ ତାଙ୍କୁ ଜଲଦି ଜଲଦି ଯିବାକୁ କହୁଛନ୍ତି।
Gg
ସେମାନଙ୍କୁ ଦେଖିଲେ ଲାଗୁଥାଏ କି ସେମାନେ ଲୁଚି ଛପି ବୋଧ ହୁଏ ଘରୁ ପଳାଇ ଆସିଛନ୍ତି। ଠିକ ଏତିକି ବେଳେ ମଝିରେ ବସିଥିବା ସେହି ଯୁବତୀଙ୍କ ଗୋଡ଼ ତଳେ ଘୁସୁଡ଼ିବାରେ ଲାଗିଥିଲା।
ସେହି ପାଦ ରୁ ମଧ୍ୟ ରକ୍ତ ବହାରି ଠପ୍ ଠପ୍ ପଡ଼ିବାରେ ଲାଗିଥିଲା। ଏତେ ସବୁ ପରେ ମଧ୍ୟ ଯୁବତୀ ଜଣକ ତାଙ୍କ ଗୋଡ଼ ଉପରକୁ ଉଠାଉ ନଥିଲେ ଆଉ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲା। ଆଉ ଲୋକ ମାନଙ୍କ ମନରେ ମଧ୍ୟ ସନ୍ଦେହ ବଢ଼ିବାରେ ଲାଗିଥିଲା।
ଘଟଣା ସମ୍ପର୍କରେ ଜାଣିବା ପାଇଁ ସେହି ଅଞ୍ଚଳର କିଛି ଯୁବକ ବାଇକ୍ ପଛରେ ଯିବା ଆରମ୍ଭ କରି ଦେଇଥିଲେ। ଯେତେବେଳେ ସେମାନେ ବାଇକ୍ ପାଖରେ ପହଞ୍ଚି ଦେଖିଥିଲେ ସେତେବେଳେ ସେମାନେ ନିଜ ଆଖିକୁ ମଧ୍ୟ ବିଶ୍ଵାସ କରି ପାରି ନଥିଲେ।
Gh
ଗାଡ଼ିକୁ ଅଟକାଇବା ପରେ ଦୁଇ ଯୁବକ ସେଠାରୁ ଫେରାର ହୋଇ ଯାଇଥିଲେ। ଆଉ ମଝିରେ ବସିଥିବା ସେହି ଯୁବତୀ ଜଣକ ତଳେ ପଡି ଯାଇଥିଲା। ହେଲେ ସବୁଠାରୁ ବଡ଼ କଥା ହେଉଛି ଗାଡ଼ିରେ ବସିଥିବା ଯୁବତୀଙ୍କ ପୂର୍ବରୁ ମୃ-ତ୍ୟୁ ହୋଇ ଯାଇଥିଲା।
ପାଖାପାଖି ସାଢେ଼ ତିନି କିଲୋମିଟର ବାଟ ପର୍ଯ୍ୟନ୍ତ ସେମାନେ ଏହି ଯୁବତୀଙ୍କୁ ଧରି ବୁଲୁଥିଲେ। ଏହି ଘଟଣା ଅନ୍ୟ କେଉଁଠି ନୁହେଁ ବରଂ ଏହି ଘଟଣା ଭୁବନେଶ୍ୱର ର ଧଉଳୀ ଠାରୁ ଲିଙ୍ଗିପୁର ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଏହାକୁ ନେଇ ଏବେ ସାରା ଅଞ୍ଚଳରେ ଖୁବ୍ ଚର୍ଚ୍ଚା ଖେଳି ଯାଇଛି।
ସେଠାରେ ଠିକାଦାର ଭାବରେ କାମ କରୁଥିବା ରାଜୁ ନାମକ ଏକ ଯୁବକ ତାଙ୍କ ନିକଟରେ କାମ କରୁଥିବା ଭାଗ୍ୟ ନାମକ ଯୁବତୀ ସହ କାମ କରୁଥିଲେ। ଝଗଡ଼ା ହେବାରୁ ତାଙ୍କ ସ୍ତ୍ରୀ ସହ ସେ ଏଭଳି କାଣ୍ଡ କରିଛନ୍ତି।

Advertisement