Apr 26, 2024, 08:31 IST

ହେ ପ୍ରଭୁ କଳିଯୁଗ ମା କୁ ଶହେ ସଲାମ...ଝିଅକୁ ହାଣ୍ଡି ରେ ପକେଇ ରାନ୍ଧି ପକେଇଲା...

Gg

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଗରମ ଡାଲି ରେ ପଡ଼ି ଚାଲି ଯାଇଚି ଗୋଟିଏ ଛୋଟ ଶିଶୁ ର ଜୀବନ।ବନ୍ଧୁଗଣ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ।ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ର ଦମଦୁଆଁ ଆଶ୍ରମ ପରିସର ରେ।
ପାଞ୍ଚ ବର୍ଷ ର ଛୁଆ ଟି ଦୁନିଆ ଦେଖିବା ଆଗରୁ ଆଜି ସବୁଦିନ ପାଇଁ ସେ ଆଖି ବୁଝି ଦେଇଚି।ବନ୍ଧୁଗଣ ଯେ କେହି ଏହି ଘଟଣା ବିଷୟ ରେ ଶୁଣିଛି ତାର ଆଖିରୁ ଲୁହ ଆସି ଯାଉଚି।ମା ବାପା ଙ୍କର ଅଲିଅଳ ଝିଅ ଟି ଏ ଥିଲା।କେତେ ସ୍ବପ୍ନ ଆଶା ରଖିଥିଲେ ତାର ମା ବାପା।
Ngg
ହେଲେ ସେହି ମା ବାପା ଆଖିରେ ଲୁହ ଦେଇ ଚାଲି ଗଲା ସେ।ସୂଚନା ଅନୁସାରେ ସେହି ଆଶ୍ରମ ରେ ପାଚିକା ରୂପେ କାମ କରୁଥିଲେ ନମିତା ନାୟକ।ସେ ଛୋଟ ଛୋଟ ପିଲା ଙ୍କ ପାଇଁ ଖାଦ୍ୟ ରୋଷେଇ କରନ୍ତି।ତାଙ୍କର ଦେଖା ଶୁଣା କରନ୍ତି।
ଘଟଣା ଦିନ ସେ ଡାଲି ବସାଇ ବାହାରକୁ ଚାଲି ଯାଇଥିଲେ।ଏହି ସମୟ ରେ ତାଙ୍କର ପାଞ୍ଚ ବର୍ଷ ର ଝିଅ ଟି ଗରମ ଡାଲି ଭିତରେ ଅନ୍ୟମନସ୍କ ଭାବେ ପଡ଼ି ଯାଇ ଥିଲା।ସେଠାରେ ପଡ଼ି ଯିବା ପରେ ସେ ଜୋର୍ ରେ ଚିତ୍କାର କରି ଥିଲା।
Kj
ତାର ଚିତ୍କାର ଶୁଣି ତାର ମା ଦଉଡ଼ି ଆସି ଥିଲା।ଏହା ପରେ ତାହାର ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରା ଯାଇ ଥିଲା।ଏହା ପରେ ସେଠାରୁ ବ୍ରହ୍ମପୁର ମେଡିକାଲ୍ ରେ ଭର୍ତି କରା ଗଲା।
ହେଲେ ଏଥିରେ କୌଣସି ସୁଫଳ ମିଳିଲା ନାହିଁ।ତାଙ୍କୁ ସଙ୍ଗେ ସଙ୍ଗେ କଟକ ବଡ ମେଡିକାଲ ରେ ଭର୍ତି କରା ଗଲା।ସେଠାରେ ସାତ ଦିନ ରହିବା ପରେ ଆଜି ସକାଳୁ ଛୋଟ ଝିଅ ଟି ର ମୃ-ତ୍ୟୁ ହୋଇ ଯାଇଚି।
ସାମାନ୍ୟ ଅସାବଧାନତା ରୁ ଆଜି ଚାଲି ଯାଇଚି ଝିଅ ର ଜୀବନ।ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ଘଟଣା ସମ୍ପର୍କ ରେ ତଦନ୍ତ ଆରମ୍ଭ କରି ଥିଲା।ନିଜ ଝିଅ କୁ ହରାଇ ଆଜି ନମିତା ପାଗେଳି ହୋଇ ଯାଇଛନ୍ତି।ଯାହା ପାଇଁ ଏତେ ସ୍ବପ୍ନ ଦେଖି ଥିଲେ।ସେ ଆଜି ସମସ୍ତ ଙ୍କୁ ଛାଡି ଚାଲି ଯାଇଚି।

Advertisement