Updated: Apr 10, 2024, 09:44 IST

ହେ ପ୍ରଭୁ ଦଣ୍ଡ ନାଚ ବେଳେ ଘଟିଗଲା ବହୁତ୍ ବଡ଼ ଦୁ-ର୍ଘ-ଟ-ଣା..ଘଡଘଡି ପଡ଼ି ଦଣ୍ଡୁଆ ର ମୁଣ୍ଡ ଫାଟି ଚାଲିଗଲା ଜୀବନ..

Hf

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଏକ ବହୁତ ବଡ଼ ଅଘଟଣ ଘଟି ଯାଇଛି ଯାହାକୁ ଶୁଣିବା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଆଜ୍ଞା ହଁ ଜଣେ ଦଣ୍ଡ ନାଚ କରୁଥିବା ବେଳେ ଖୁବ ଜୋରେ ଘଡ଼ଘଡି ଓ ବିଜୁଳି ମାରିଥିଲା ଯାହାଫଳରେ କି ଦଣ୍ଡୁଆ ଜଣକ ତଳି ପଡ଼ିଥିଲେ।
ଏହି ସମ୍ପର୍କରେ କହିବାକୁ ଯାଇ ତାଙ୍କର ଜଣେ ସହଯୋଗୀ ଦଣ୍ଡୁଆ କହିଥିଲେ କି ସେମାନେ ଦଣ୍ଡ କରିବାକୁ ଫୁଲବାଣୀ ଜିଲ୍ଲାରେ ଯାଇ ପହଞ୍ଚି ଥିଲେ।ସେଠାରେ ଦଣ୍ଡ ନାଚ କରୁ କରୁ ଖୁବ୍ ଜୋରେ ବର୍ଷା ମଧ୍ୟ ହୋଇଥିଲା। ଏବଂ ପବନ ମଧ୍ୟ ହେଉଥିଲା।
Hy
ଏହାପରେ ସକାଳୁ ମଧ୍ୟ ସେମାନେ ନାଚ ଗୀତ ଆରମ୍ଭ କରି ଦେଇଥିଲେ। ସକାଳୁ ଯେତେବେଳେ ଘଡଘଡି ମାରି ବର୍ଷା ହୋଇଥିଲା ସେମାନେ ଏହି ଦଣ୍ଡ ନାଚ କୁ ପୁଣି ଥରେ ବନ୍ଦ କରି ଦେଇଥିଲେ। ଏହାପରେ ସେ ଦଣ୍ଡୁଆ ମାନେ ମଧ୍ଯ ଯାଇ ଏକ ଘରେ ଛିଡ଼ା ହୋଇଥିଲା।
ସେହି ସମୟରେ ଖୁବ୍ ଜୋରେ ବିଜୁଳି ମାରିଥିଲା।ଏହା ଫଳରେ ସେମାନଙ୍କ ମଧ୍ୟ ରୁ ଏକ ଦଣ୍ଡୁଆ ସେଠାରେ ହିଁ ଟଳି ପଡିଥିଲେ। ଏହାପରେ ତାଙ୍କୁ ଗାଁ ଲୋକମାନେ ମଧ୍ୟ ଡାକିଥିଲେ।
Hh
ଏହାପରେ ତାଙ୍କର ସାଥୀମାନେ ଆସି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ର ଯୋଗାଡ଼ କରି ତାଙ୍କ ମେଡିକାଲ ନେଇ ଯାଇଥିଲେ। ତାଙ୍କର ନାମ ପ୍ରଭାତ କଅଁର ହୋଇଥିବା ବେଳେ ତାଙ୍କ ଘର ହରିପୁର ଠାରେ। ଏହାପରେ ଡ଼ାକ୍ତର ତାଙ୍କୁ ମେଡିକାଲ ରେ ହିଁ ମୃ-ତ ବୋଲି ଘୋଷଣା କରିଥିଲେ।
ଏହି ଘଟଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣା କୁ କେହି ହେଲେ ମଧ୍ୟ ବିଶ୍ଵାସ କରି ପାରୁ ନାହାଁନ୍ତି। କାରଣ ଏଭଳି ଏକ ଦୁର୍ଘଟଣା ଘଟିବ ବୋଲି କେହି କେବେ ହେଲେ ମଧ୍ୟ ଆଶା କରି ନଥିଲେ।
ତେବେ ଏହି ଘଟଣା ସଂପର୍କରେ ଶୁଣିବା ପରେ ଆପଣଙ୍କୁ କଣ ଲାଗୁଛି ଓ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement