Apr 2, 2024, 10:41 IST

ହେ ଭଗବାନ୍..ଏମିତି କାହାରି ଜୀବନ ନ ଯାଉ..ଏସି ପବନ ରେ ମ-ରି-ଗଲେ ୩ ଜଣ..

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Nn
ବନ୍ଧୁଗଣ ରାତିରେ ଏସି ଲଗାଇ ଶୋଇବା ପରେ ଶେଷ ନିଦ୍ରାରେ ଶୋଇଯାଇଛନ୍ତି ଗୋଟିଏ ପରିବାରର ତିନି ସଦସ୍ୟ। ଘରର ଏସି ସଟସର୍କିଟରୁ ଫାୟାର ହୋଇ ଧୂଆଁରେ ଜୀବନ ଯାଇଛି ତିନିଜଣଙ୍କର।
ଏଭଳି ଘଟଣାଟି ଘଟିଛି ଗୁଜୁରାଟର ଦ୍ବାରିକା ଜିଲ୍ଲାରେ। ଏ ଘଟଣାକୁ ନେଇ ସ୍ଥାନୀୟ ପୋଲିସ ଡିସି ପଟେଲଙ୍କ କହିବା ଅନୁସାରେ ଶନିବାର ରାତିରେ ସମସ୍ତେ ଖାଇ ପିଇ ଶୋଇବାକୁ ଯାଇଥିଲେ। 
ଆଉ ସେହି ସମୟରେ ଏସିରେ ସଟସର୍କିଟରେ ନିଆଁ ଲାଗି ଘରର ବିଦ୍ୟୁତ ଚାଲିଯାଇଥିଲା। ଯେଉଁ କାରଣରୁ ଘର ଅନ୍ଧାର ହୋଇଯାଇଥିଲା। ପରିବାର ସଦସ୍ୟ ମାନେ ବାହାରକୁ ଯିବା ପାଇଁ ବାଟ ପାଇନଥିଲେ।
Kk
ଏହି ସମୟରେ ଘରେ ଧୂଆଁ ପଶିଯାଇଥିଲା। ପରିବାର ଲୋକେ ଅଣନିଃଶ୍ୱାସି ହିଯାଇଥିବାରୁ ପବନାଉପାଧ୍ୟାୟୀକ ସମେତ ତାଙ୍କ ସ୍ତ୍ରୀ ପିଲା ଓ ମାଆ ଅଚେତ ହୋଇପଡ଼ିଥିଲେ। ଘରୁ ଧୂଆଁ ବାହାରୁଥିବା ଦେଖି ପୋଡ଼ିଶା ଲୋକେ ତୁରନ୍ତ ଅଗ୍ନିଶମ ବାହିନୀ ବିଭାଗକୁ ଖବର ଦେଇଥିଲେ। 
ଆଉ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଘରେ ଅଚେତ ହୋଇ ପଡ଼ିଥିବା ପବନ ତାଙ୍କ ସ୍ତ୍ରୀ ଛୁଆ ଓ ମାଆକୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ବାପା ମା ଛୁଆକୁ ମୃ-ତ ଘୋଷଣା କରିବା ସହିତ ବୁଢ଼ୀ ମା ଭବାନୀଙ୍କ ଚିକିତ୍ସା କରିଛନ୍ତି।
ଧିରେ ଧିରେ ବୃଦ୍ଧଙ୍କ ଦେହ ଭଲ ହେଇ ଆସୁଥିବା ଚିକିତ୍ସା କରୁଥିବା ଡ଼ାକ୍ତର କହିଛନ୍ତି। ଭବାନୀ ପୁଅ ବୋହୂଙ୍କ ଠାରୁ ଅଲଗା ରୁମରେ ଶୋଇଥିବାରୁ ଏହି ଅଗ୍ନିକାଣ୍ଡରେ ବିଶେଷ ପ୍ରଭାବିତ ହୋଇ ନାହାଁନ୍ତି।

Advertisement