Sep 4, 2023, 09:47 IST

ନୂଆ ବୋହୂ ଦେଲାନି ବୋଲି ମଉକା ଦେଖି ସବୁ ସାରିଦେଲା ଶଶୁର, ପୁଣି ଥରେ ବୋହୂ ନିର୍ଯାତନା ର କରୁଣା ପରିଣତି

Special report

ନମସ୍କାର ପାଠକ ବନ୍ଧୁ।ଆପଣମାନେ ଜାଣି ଥିବେ ଯେ ଝିଅ ଟିଏ ବାହା ହୋଇ ନିଜ ଶାଶୁ ଘର କୁ ଯାଇଥାଏ।ଶାଶୁ ଘର କୁ ନିଜର କରିବା ପାଇଁ ସେ ଚେଷ୍ଟାକରି ଥାଏ।ହେଲେ ଏମିତି କିଛି ଶାଶୁ ଘର ଥାଏ ।ଯେଉଁଠାରେ ନିଜ ବୋହୁ କୁ ନିଜର ଭାବି ପାରି ନ ଥାଆନ୍ତି।
Special report
ଆମେ ଆପଣ ଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଯାହାକି ବାଲେଶ୍ଵର ଜିଲ୍ଲାରେ ଘଟିଛି।ସେଠାରେ ଶାଶୁ ଘର ଲୋକେ ଜଣେ ମହିଳା ଙ୍କୁ ପିଟି ପିଟି ହ-ତ୍ୟା କରିଛନ୍ତି।ତାଙ୍କ ଶାଶୁ ଶ୍ୱଶୁର ଓ ସ୍ଵାମୀ ମିଶି ଯୌତୁକ ପାଇଁ ତାଙ୍କୁ ସବୁବେଳେ ନି-ର୍ଯ୍ୟା-ତ-ନା ଦେଉଥିଲେ।ଏହା ପରେ ତାଙ୍କୁ ହ-ତ୍ୟା କଲେ।
ସେହି ଅଞ୍ଚଳ ର ଇତିଶ୍ରୀ ପଣ୍ଡା ଗତ ତିନି ବର୍ଷ ହେବ ସହଦେବ ଖୁଣ୍ଟିଆ ଙ୍କ ପୁଅ କୁ ବିବାହ କରିଥିଲେ।ହେଲେ ବିବାହ ବେଳେ ଇତିଶ୍ରୀ ଯୌତୁକ ଆଣି ନ ଥିଲେ।ତାଙ୍କ ପରିବାର ଲୋକେ ବହୁତ ଗରିବ ଥିଲେ।
Special report
ସେଥିପାଇଁ ତାଙ୍କ ଶାଶୁ ଶ୍ୱଶୁର ତାଙ୍କ ଉପରେ ଅ-ତ୍ୟା-ଚା-ର କରିବାକୁ ଲାଗିଲେ।ସବୁବେଳେ କହୁଥିଲେ କି ତୁ ତୋ ବାପ ଘରୁ ଯାଇ ଯୌତୁକ ଆଣେ।ଇତିଶ୍ରୀ ଏପରି ନ କରିବାରୁ ତାଙ୍କ ଉପରେ ମାଡ ପଡୁ ଥିଲା।ଶେଷ ରେ ତାଙ୍କୁ ମାରି ମାରି ଜୀବନ ରୁ ମାରି ଦେଲେ ଶାଶୁ ଘର ଲୋକ।
ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଇତିଶ୍ରୀ ଙ୍କ ବିବାହ ତିନି ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କର ପିଲା ପିଲି ହୋଇ ନ ଥିଲା।
Special report
ଏଥିପାଇଁ ଶାଶୁ ଘର ଲୋକେ ତାଙ୍କ ଉପରେ ଚାପ ପକାଇଥିଲେ।ଓ ମାଡ ମଧ୍ୟ ମାରୁ ଥିଲେ।ଯେଉଁଥିପାଇଁ ପାଇଁ ଏପରି ଘଟିଛି ବୋଲି ସେମାନେ କହିଛନ୍ତି।ଅନ୍ୟପଟେ ତାଙ୍କ ସ୍ଵାମୀ ଓ ଶାଶୁ ଶଶୁର ଏହାକୁ ମିଛ ବୋଲି କହିଛନ୍ତି।ତାଙ୍କ କହିବା କଥା ତାଙ୍କ ବୋହୂ ଆ-ତ୍ମ-ହ-ତ୍ୟା କରିଛନ୍ତି।ସେମାନେ ତାକୁ ମାରି ନାହାନ୍ତି।
ଶବ ପଡ଼ି ରହିଥିବା ସମୟ ରେ ଇତିଶ୍ରୀ ଙ୍କ ବାପ ଘର ଓ ଶାଶୁ ଘର ଲୋକ ଙ୍କ ମଧ୍ୟ ରେ ଝଗଡ଼ା ହେଉଥିବାର ଦେଖା ଯାଇଥିଲା।ଏହା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଉଭୟ ଙ୍କୁ ଶାନ୍ତ କରାଇ ଥିଲେ।ଓ ଇତିଶ୍ରୀ ଙ୍କ ସ୍ଵାମୀ ଙ୍କୁ ଜେଲ ନେଇ ଯାଇଥିଲେ।ଏହା ପରେ ଘଟଣା ର ତଦନ୍ତ ଜାରି ରଖିଛନ୍ତି।

Advertisement