Updated: May 9, 2024, 09:21 IST

ଏମିତିଆ ବଡ଼ ଭାଇ କାହାକୁ ନ ମିଳୁ..ସାନ ଭାଇ କୁ ଚିପି କରି ମା-ରି-ଦେଲା...

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏଭଳି ଏକ ଘଟଣା ଘଟି ଯାଇଛି ଯାହାକୁ ଶୁଣିବା ମାତ୍ରେ ହିଁ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଭାଈ ବୋହୂ ମୁଣ୍ଡରୁ ସିନ୍ଦୂର ପୋଛି ଦେଇଛି ଦେଢସୁର।
ବଡ଼ ଭାଇ ହୋଇ ନିଜର ସାନ ଭାଇକୁ ହିଁ ମାରିଦେଲା। ଏହାପରେ ନିଜର ଭାଇ ବୋହୂ କୁ ସେ ବିଧବା କରି ଦେଇଥିଲା। ଆଜି ହସ୍ପିଟାଲ ଭିତରେ କାନ୍ଦି କାନ୍ଦି ଗଡି ଯିବାରେ ଲାଗିଛି ସେହି ଅସହାୟ ସ୍ତ୍ରୀ ଜଣକ।
Hh
ସାମ୍ନାରେ ସ୍ୱାମୀର ମଲା ଦେହ ସେଭଳି ଭାବରେ ପଡ଼ି ରହିଛି। ସେହି ସ୍ତ୍ରୀ ଜଣକ ଏହା କହି ବୁଲୁଛନ୍ତି କି ତାଙ୍କ ସ୍ବାମୀଙ୍କୁ ଆଉ କେହି ନୁହଁନ୍ତି ବରଂ ତାଙ୍କର ପରିବାର ଲୋକ ମାନେ ହିଁ ଜୀବନରୁ ମାରି ଦେଇଛନ୍ତି।
ସେମାନେ ସବୁବେଳେ ତାଙ୍କୁ ଜୀବନ ରୁ ମାରି ଦେବା ପାଇଁ ମଧ୍ୟ ଧମକ ଦେଇ ଆସୁଥିଲେ। ଆଉ ଆଜି ସେମାନେ ହିଁ ସବୁ ଦିନ ପାଇଁ ତାଙ୍କର ମଥାର ସିନ୍ଦୂର କୁ ପୋଛି ଦେଇଥିବା କଥା ମଧ୍ୟ ମହିଳା ଙ୍କ ଠାରୁ ଜଣା ପଡ଼ିଛି।
ଏହି ମହିଳା ଜଣକ ଏବେ କଣ କରିବେ ସେ ନିଜେ ହିଁ ଜାଣି ପାରୁ ନାହାଁନ୍ତି କାରଣ ତାଙ୍କର ନିଜ ଲୋକ ହିଁ ତାଙ୍କର ପରିବାର କୁ ଓଜାଡ଼ି ଦେଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲା ର ମାଣିଆବନ୍ଧ ବ୍ଲକ୍ ର ଅଭିମାନପୂର ରେ।
Kk
ଯୁବକଙ୍କୁ ହ-ତ୍ୟା କରି ଦୋକାନ ରେ ଟାଙ୍ଗୀ ଦେଇଛନ୍ତି। ଦୋକାନୀ ତାଙ୍କୁ ଟାଙ୍ଗୀ ଦେଇଥିବା ନେଇ ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି। ମୃ-ତ-କ ଯୁବକ ଜଣକ ହେଉଛନ୍ତି ତିଗିରିଆ ଥାନା ଅନ୍ତର୍ଗତ,
ବାଲିପୂଟ ଅଞ୍ଚଳ ର ନିର୍ମଳ ବେହେରା। ନିର୍ମଳ ଗତକାଲି ସନ୍ଧ୍ୟା ସମୟରେ ସେ ତାଙ୍କର ଦୋକାନରେ ହିଁ ଥିଲେ। ହେଲେ ତାଙ୍କୁ ଦୋକାନରେ କେହି ମାରି ଟାଙ୍ଗୀ ଦେଇଛି। ସେଥିପାଇଁ ଏବେ ପୂରା ଅଞ୍ଚଳରେ ମଧ୍ୟ ଶୋକ ର ଛାୟା ଖେଳି ଯାଇଛି।
ସ୍ତ୍ରୀ ଏହା ଅଭିଯୋଗ କରିଛନ୍ତି କି ତାଙ୍କର ପରିବାର ଲୋକେ ହିଁ ଏଭଳି କାଣ୍ଡ ଘଟାଇଛନ୍ତି ବୋଲି। ପାରିବାରିକ କଳହରୁ ଏଭଳି ହୋଇଥିବା ମଧ୍ଯ ସନ୍ଦେହ କରାଯାଉଛି।

Advertisement