Updated: Mar 29, 2024, 18:11 IST

ନିଶା ମହାରଣାଙ୍କୁ କଡା ଜବାବ ଦେଲେ କଂଗ୍ରେସ ଦଳର ନେତ୍ରୀ ଦେଖନ୍ତୁ କଣ କହିଦେଲେ ସିଧା ସିଧା

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଇଥିବେ। ତେବେ ବେଳେ ବେଳେ ଅନେକ ପ୍ରକାରର ଏକ୍ଟର ଓ ଅନେକ ମଡେଲର ମାନଙ୍କୁ ନେଇକି ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହୋଇଥାଏ।
ତେବେ ବର୍ତମାନ ଯାହାଙ୍କ ବିଷୟରେ ଭାଇରାଲ ହେବାରେ ଲାଗିଛି ସେ ହେଉଛନ୍ତି ଅଲିଉଡ ର ଜଣେ ହଟ ଆଲବମ କୁଇନ ଯାହାକୁ ଆପଣ ମାନେ ଅନେକେ ଓଡିଶା ର ସନ୍ନି ଲିଅନୀ ଭାବରେ ଜାଣିଛନ୍ତି ସେ ହେଉଛନ୍ତି ନିଶା ମହାରଣା।
Congress netri
ରଙ୍ଗର ପର୍ବ ହୋଲି ଅବସରରେ ନିଶା ରାଜ୍ୟ କଂଗ୍ରେସ ଭବନରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସହ ହୋଲି ଖେଳିଛନ୍ତି। ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି।
କଂଗ୍ରେସ ଭବନରେ ବାଜା ବଜାଇ ଏକ ନିଆରା ଢଙ୍ଗରେ ହୋଲି ଉତ୍ସବ ପାଳନ କରିଥିଲେ ନିଶା ଆଉ ସୁର। କଂଗ୍ରେସ ଭବନରେ ରଙ୍ଗ ଉତ୍ସବରେ ସାମିଲ ହୋଇଥିଲେ ଅଭିନେତ୍ରୀ ନିଶା। 
Nisha moharana
ତେବେ ନିଶା ଙ୍କୁ କଂଗ୍ରେସ ମହିଳା ନେତ୍ରୀ ଓ କର୍ମଚାରୀ କଂଗ୍ରେସ ଭବନରୁ ଧକ୍କା ମାରି ବିଦା କରିଦେଇଥିଲେ। କଂଗ୍ରେସ ନେତ୍ରୀ କହିଥିଲେ ଯେ "ନିଶା ହେଉଛନ୍ତି ଜଣେ ଅସଭ୍ୟ ମହିଳା ଏବଂ ସେ କଂଗ୍ରେସ ଭବନ କେବଳ ପ୍ରସିଦ୍ଧ ହେବା ପାଇଁ ଆସୁଛନ୍ତି ଏବଂ ସେ ଜଣେ ଖରାପ ମହିଳା।
ତାଙ୍କୁ କେହି ବି କଂଗ୍ରେସ ଭବନ ଡାକି ନାହାଁନ୍ତି।" ଯାହାକୁ ନେଇ ନିଶା ମଧ୍ୟ ଖୁବ ରାଗିଯାଇ ଦୁଇ କଂଗ୍ରେସ ନେତ୍ରୀଙ୍କୁ ଗାଳି କରିଥିଲେ। ତାଙ୍କ ମଧ୍ୟରୁ ଜଣେ ନାରୀ ନେତ୍ରୀଙ୍କୁ ବାରମ୍ବାର ଜଟାଧାରୀ ମାଇକିନା କହି ଗାଳି କରିଥିଲେ ନିଶା ମହାରଣା। 
ତେବେ ସେହି ନାରୀ ନେତ୍ରୀ ବର୍ତମାନ ଗଣମାଧ୍ୟମ ନିକଟରେ କହିଛନ୍ତି ଯେ, ସେ ଜଟା କେବଳ ମହାକାକଙ୍କ ପାଇଁ ଛାଡିଛନ୍ତି। ଆଉ ଜଟାଧାରୀ ର ଅର୍ଥ ହେଉଛି ଶିବ ବୋଲି ସେ କହିଛନ୍ତି।
ଏବଂ ସେ କହିଛନ୍ତି "ହଁ ମୁଁ ହେଉଛି ଜଟାଧାରୀ କର୍ମୀ ନେତ୍ରୀ ନୁହେଁ। ଜଟାଧାରୀ ମାନେ ପ୍ରଭୁ ଶିବ ,ତାଙ୍କୁ ଅପମାନିତ କରିଛି ସେ" ବୋଲି କହିଛନ୍ତି କଂଗ୍ରେସ ମହିଳା କର୍ମୀ ଜଣକ। ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement