Updated: Mar 26, 2024, 21:39 IST

ମୁଁ ନିଜେ ନିଶା ମହାରଣାକୁ ଧକା ଦେଇ ବାହାର କଲି କେବଳ ଏହି କାରଣ ପାଇଁ - Exclusive

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଅଭିନେତ୍ରୀ ନିଶା ମହାରଣାଙ୍କୁ ଜାଣିଥିବେ । ଏବେ ଏହି ଅଭିନେତ୍ରୀ ଜଣଙ୍କୁ ନେଇ କିଛି ଖବର ଆସିଛି ।
ହୋଲି ପର୍ବକୁ ନେଇ ଆସିଛି ଏହି ଖବର । ଅଭିନେତ୍ରୀ ନିଶା ମହାରଣା କଂଗ୍ରେସ ଭବନ ଯାଇଥିଲେ । ଆଉ ହୋଲି ପର୍ବରେ ସେ ସେଠାକୁ ଯାଇଥିଲେ ଆଉ ତାଙ୍କ ସହିତ ଅନେକ ଘଟଣା ଘଟିଥିଲା । 
ଅଭିନେତ୍ରୀ ନିଶା ମହାରଣାଙ୍କୁ ଜଣେ କଂଗ୍ରେସ ମହିଳା ନେତ୍ରୀ କଂଗ୍ରେସ ଭବନରୁ ବାହାର କରି ଦେଇଥିଲେ । ଏହି ମହିଳା ଜଣକ କହିଛନ୍ତି ସେ ତାଙ୍କୁ ଖରପ ଭାଷା କହି ବିଦା କରିଛନ୍ତି
Viral
ଆଉ ଯଦି ସେ ଏଭଳି କାମ କରିବେ ତାହେଲେ ସେ ତାଙ୍କୁ ମାଡ ମାରିବେ ବୋଲି ମଧ୍ୟ କହିଛନ୍ତି । ଯେତେବେଳେ ସେ କଂଗ୍ରେସ ଭବନ ଆସିଲେ ସେତେବେଳେ ତାଙ୍କୁ ବାହାର କରାଗଲା । ନିଶା ହେଉଛନ୍ତି ଜଣେ ଅସଭ୍ୟ ଲୋକ ବୋଲି ମହିଳା ନେତ୍ରୀ ଜଣକ କହିଛନ୍ତି । 
ଅଲଗା ଦିନେ ଏହି ଅଭିନେତ୍ରୀ ଜଣକ ଆସୁ ନାହାନ୍ତି । ତାଙ୍କୁ କେହି ବି କଂଗ୍ରେସ ଭବନ ଡାକି ନାହାଁନ୍ତି । ପୂର୍ବ ବର୍ଷ ସେ କଂଗ୍ରେସ ଭବନକୁ ଆସିଥିଲେ ହୋଲି ଖେଳିବା ପାଇଁ ଆଉ ତାଙ୍କୁ ସେଠାରେ ଏହି ନେତ୍ରୀ ଜଣକ ବାରଣ କରିଥିଲେ ।
ଡିଏସପିଙ୍କୁ ଅଭିନେତ୍ରୀ ନିଶା ମହାରଣାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଖଣ୍ଡଗିରି ପୋଲିସ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ଆଉ ଏନେଇ ଯାତ୍ରା ସୁପର ଭାଇଜରଙ୍କୁ ମଧ୍ୟ କହିଥିଲେ । ଏଥିପାଇଁ ତାଙ୍କୁ ଯାତ୍ରା ବନ୍ଦ ହୋଇଥିଲା 
Viral
ଆଉ ଏହି ବର୍ଷ ବି ନିଶା ମହାରଣା କଂଗ୍ରେସ ଭବନ ଆସିଥିଲେ । ତାଙ୍କୁ ସେ ତାଙ୍କୁ ମାଡ ମାରି ବିଦା କରିଥିଲେ । ଏହି ମହିଳା ଜଣଙ୍କର ସଂଗଠନ ଅଛି । ଏହି ମହିଳା ଜଣକ କହିଛନ୍ତି ସେ ନିଶା ମହାରଣା ନୁହେଁ ନିଶା ମଳିକ । ସେ କଂଗ୍ରେସ ଭବନ ହାଇଲାଇଟ୍ ହେବାକୁ ଆସିଥିଲା ।
ଏହି ମହିଳା ଜଣକ ନାମ ହେଉଛି ସୁରେଖା ମିଶ୍ର । ସେ ଜିଲ୍ଲାର ଭାଇସ ପ୍ରେସିଡେଣ୍ଟ ଅଛନ୍ତି । ନିଶା ମହାରଣା କଣ ଜଣେ ଭଦ୍ର ମହିଳା । ଏଭଳି ଅନେକ କଥା ଏହି ଅଭିନେତ୍ରୀଙ୍କୁ ନେଇ ମହିଳା ଜଣକ କହିଛନ୍ତି ।

Advertisement