Updated: Mar 26, 2024, 20:41 IST

ହୋଲିଭଳି ଦିନରେ କଂଗ୍ରେସ ଭାବନରୁ ତଡା ଖାଇଲେ !!ଝିଲି ମଳିକ/ ନିଶା ମହାରଣା ଦେଖନ୍ତୁ କଣ କହିଲେ

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ତ ଯାତ୍ରା ଅଭିନେତ୍ରୀ ନିଶା ମହାରଣାଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଅନେକ କଥାକୁ ନେଇ ବିବାଦରେ ରହିଥାନ୍ତି ।
ଏବେ ଏହି ଅଭିନେତ୍ରୀ ଜଣଙ୍କୁ ନେଇ କିଛି ଖବର ଆସିଛି । ଅଭିନେତ୍ରୀ ନିଶା ମହାରଣା ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ସେ କଂଗ୍ରେସ ଭବନ ଆସିଥିଲେ । ଆଉ ସେଠାରେ ତାଙ୍କୁ କେହି ନଷ୍ଟ ଚରିତ୍ର କହିଲେ । ଏଭଳି ଅନେକ କଥାକୁ ନେଇ ସେ ସବୁ କହିଛନ୍ତି ।
ସେ କହିଛନ୍ତି, ସାଲୁଆର ପିନ୍ଧି କରି ସେ କଂଗ୍ରେସ ଭବନ ଯାଇଥିଲେ । ଆଉ ଷ୍ଟେଜ ଉପରେ ସେ ଲଙ୍ଗଳା ହୋଇ ନାଚ କରନ୍ତି ସେଇଟା ତାଙ୍କର କାମ ବୋଲି କହିଛନ୍ତି । କେଉଁ ସ୍ଥାନକୁ କଣ ପିନ୍ଧି କରି ଆସିବେ ସେ ଜାଣିଛନ୍ତି ।
Nisha Moharana
ନିଶା ମହାରଣା କହିଛନ୍ତି ସେ କାହା ପାଇଁ ନାଚ କରୁ ନାହାନ୍ତି ସେ ତାଙ୍କ ପେଟ ପାଇଁ ଆଉ ପରିବାର ପାଇଁ ନାଚ କରୁଛନ୍ତି । ସେ ପୂର୍ବ ବର୍ଷ ବି କଂଗ୍ରେସ ଭବନ ଆସିଥିଲେ ଆଉ ରଙ୍ଗ ଖେଳିଥିଲେ । ଏହି ବର୍ଷ ମଧ୍ୟ ସେ କଂଗ୍ରେସ ଭବନକୁ ଆସିଥିଲେ । 
ଆଉ ସେଠାରେ ଯାହାକୁ ରଙ୍ଗ ଲଗାଇବା କଥା ସେ ଲଗାଇଛନ୍ତି । କେହି କେହି କହୁଛନ୍ତି କି ସେମାନେ ନିଶା ମହାରଣାକୁ ବିରୋଧ କରୁ ନାହାନ୍ତି ତାଙ୍କ କାମକୁ କରୁଛନ୍ତି । ନିଶା ମହାରଣା କଣ ଖରାପ କି ସେ କଂଗ୍ରେସ ଭବନ ଗଲେ ଆଉ ସେଠାରେ ପାଦ ଦେଲେ ତାହା ଅପବିତ୍ର ହୋଇଯିବ
Viral
ସେ କଣ ବୋଲି ପ୍ରଶ୍ନ କରିଛନ୍ତି । ତାଙ୍କୁ ଯିଏ କହିବା କଥା ସେ ତ କହି ନାହାଁନ୍ତି । ଅନ୍ୟ କେହି କହିଛନ୍ତି । କଂଗ୍ରେସ ନେତା ସୁର ଭାଇ ନଥିଲେ । ସେ ଗଲା ପରେ କିଛି କଂଗ୍ରେସ ମହିଳା ନେତ୍ରୀ ଏଭଳି କଥା କହିଛନ୍ତି ।
କଂଗ୍ରେସ ଦଳର ମହିଳା ନେତ୍ରୀ ତାଙ୍କୁ ଏଭଳି କଥା କହିଛନ୍ତି । ତାଙ୍କ ଆଗରେ ସେ ସବୁ କହି ଦେଇଥାନ୍ତି । ପର୍ବରେ ଏଭଳି କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ସୁର ଭାଇଙ୍କ ପାଖକୁ ସେ ଆସିବେ ବୋଲି କହିଛନ୍ତି । ସେମାନଙ୍କ ସହିତ ତାଙ୍କର କିଛି କଥା ନାହିଁ । ସେମାନେ କିଏ ତାଙ୍କୁ କହିବା ପାଇଁ ।
ଏହି ମହିଳାମାନେ ଭାବିଲେ ନିଶା ମହାରଣାଙ୍କୁ କହି ଯଦି ଫେମସ୍ ହୋଇଯିବେ । ନିଶା ମହାରଣା କହିଛନ୍ତି ସେ କଣ ନଷ୍ଟ ଚରିତ୍ର । ତାଙ୍କର କଣ ଷ୍ଟାମ୍ପ ମରା ହୋଇଛି । ଏଭଳି ଅନେକ କଥା କଂଗ୍ରେସ ଭବନରେ ଘଟିଛି । ଏହାକୁ ନେଇ ନିଶା ମହାରଣା ଏହିସବୁ କଥା କହିଛନ୍ତି ।

Advertisement