Updated: Mar 20, 2024, 20:40 IST

ଦର୍ଶକ ମାନେ ଶରୀରରେ ମୋ ପାଇଁ ଟାଟୁ କରନ୍ତି ମତେ ବହୁତ୍ ଭଲ ପାଆନ୍ତି - Nisha Moharana

Nisha

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Nisha moharana
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ।
ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
Viral
ବନ୍ଧୁଗଣ ଓଡ଼ିଆ ଯାତ୍ରା କଳାକାର ନିଶା ମହାରଣାଙ୍କୁ ଆପଣ ମାନେ ସମସ୍ତେ ଜାଣି ଥିବେ। ଯାତ୍ରା ମଞ୍ଚରେ ସେ ନିଜ ଜଲୱା ଦେଖାଇ ଅନେକ ପୁରୁଷ ମାନଙ୍କ ମନ କିଣି ନେଇ ଯାଆନ୍ତି। ନିଶା କହିଛନ୍ତି କି "ମୋତେ ଲୋକ ମାନେ ଭଲ ପାଆନ୍ତି।
ମୁଁ ଷ୍ଟେଜ ଉପରକୁ ଆସିଲେ ଦର୍ଶକ ମାନେ ଜୋର୍ ରେ ଚିତ୍କାର କରି ଉଠନ୍ତି। କିଛି ଲୋକ ମାନେ ନିଶାଙ୍କୁ ନେଇ ରୋଷ୍ଟ ମଧ୍ୟ କରିଛନ୍ତି"। ବନ୍ଧୁଗଣ ନିଶା ମହାରଣା ଗଣମାଧ୍ୟମ ଆଗରେ କହିଛନ୍ତି- ସାରା ଓଡ଼ିଶାବାସୀ ଏବଂ ଦର୍ଶକ ମାନେ ବି ଜାଣିଛନ୍ତି ଯେ ନିଶାମହାରଣା ସବୁବେଳେ ମ-ଦ ପିଅନ୍ତି ବୋଲି। 
Nisha
ନିଶା କ୍ଲବରେ ପିଅନ୍ତି, ବାହାରେ ପିଅନ୍ତି, ଫାଙ୍କା ଜାଗାରେ ରାତିଅଧରେ ଗାଡ଼ି ରଖିକି ବି ମ-ଦ ପିଅନ୍ତି ବୋଲି କହିଛନ୍ତି। ଷ୍ଟେଜରେ ତାଙ୍କୁ ବହୁତ ଲୋକ ପ୍ରସ୍ତାବ ଦିଅନ୍ତି ଆଉ ନିଶା କୁହନ୍ତି ଯେ- "ସମସ୍ତେ ମୋ ସ୍ଵାମୀ ମୁ ସମସ୍ତଙ୍କର ଗୋଟିଏ ବୋଲି ସ୍ତ୍ରୀ ସେ କହିଛନ୍ତି"।
ନିଶା କହିଛନ୍ତି ଏମିତି ବି ଲୋକ ଅଛନ୍ତି ଯେ ତାଙ୍କ ଫୋଟକୁ ଛାତିରେ ଆଙ୍କିଛନ୍ତି ଲୋକ ମାନେ। ଆଉ ନିଶା କହିଛନ୍ତି- ଲୋକ ମାନେ ଏତେ ମତେ ଭଲ ପାଇବା ଦେବେ ବୋଲି ସେ କେବେବି ଭାବିନଥିଲେ।

Advertisement